Browsing Tag

bomb

ୟୁପି: ମୁଜାଫରନଗରରେ ୪ ଟାଇମ୍‌ ବୋମା ସହିତ ଧରାପଡ଼ିଲେ ଯୁବକ

ଉତ୍ତର ପ୍ରଦେଶର ମୁଜାଫରନଗରରେ ୪ ଟାଇମ୍‌ ବୋମା ସହିତ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି । ଧରାପଡ଼ିଥିବା ଯୁବକଙ୍କ ନାମ ଜାଭେଦ ଶେଖ । ଏସ୍‌ଟିଏଫ୍‌ ମେରଠ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତଙ୍କ ପାଖରୁ ୪ଟି ବୋତଲ ଟାଇମ୍‌ ବୋମା ଜବତ କରାଯାଇଛି । ଏହି ବୋତଲ ସହାୟତାରେ…

ପଶ୍ଚିମବଙ୍ଗ : ସାର୍ବଜନୀନ ଶୌଚାଳୟରୁ ମିଳିଲା ୯ଟି ବୋମା, ଲୋକେ ଆତଙ୍କିତ

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ପବ୍ଲିକ ଶୌଚାଳୟରୁ ୯ଟି ବୋମା ମିଳିଛି । ବୋମା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସାର୍ବଜନୀନ ଶୌଚାଳୟର ୨ଟି ବ୍ୟାଗରେ ଭର୍ତ୍ତି ହୋଇ ୯ଟି ବୋମା ରହିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ବୋମା ଭର୍ତ୍ତି ବ୍ୟାଗ ଦୁଇଟି…

କମେଣ୍ଟମରାକୁ କେନ୍ଦ୍ରକରି ବୋମାମାଡ଼, ୧୨ ଆହତ

କମେଣ୍ଟମରାକୁ କେନ୍ଦ୍ରକରି ବୋମାମାଡ଼। ନୟାଗଡ଼ ଖଣ୍ଡପଡା ଥାନା କୁମ୍ଭାରପଡା ଗାଁରେ ଏହି ଘଟଣା ଘଟିଛି। ବୋମାମାଡ଼ରେ ୧୨ ଜଣ ଆହତ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ରଂଜିତ ନାୟକ ଏବଂ ପଡୋଶୀ ଦୁଃଶାସନ ନାୟକଙ୍କ ମଧ୍ୟରେ ଦୀର୍ଘଦିନ ହେବ ଶତ୍ରୁତା ଲାଗି ରହିଥିଲା। ଆଜି ସକାଳେ ଦୁଃସାସନ ନାୟକ ରଂଜିତ…

 ତାଳଚେର ବିଧାୟକଙ୍କ ଅଫିସ ଆଗରେ ବୋମା ଠାବ, କୁଆଡୁ ଆସିଲା କାରଣ ଅସ୍ପଷ୍ଟ 

ତାଳଚେର (କେନ୍ୟୁଜ): ବିଧାୟକଙ୍କ ଅଫିସ ଆଗରେ ବୋମା। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଅଫିସ ଆଗରୁ ବିରାଟ ବୋମା ଠାବ ହୋଇଛି।  ଭରତପୁର କ୍ୟାମ୍ପ ଅଫିସ ନିକଟରୁ ଟାଇମର ବୋମା ଜବତ କରାଯାଇଛି। ବୋମାଟି  କୁଆଡୁ ଆସିଲା, କିଏ ପକାଇଲା ସେନେଇ କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ…

ରୁଷ-ୟୁକ୍ରେନ ଯୁଦ୍ଧ; ସୈନିକ ଛାତିରୁ ମିଳିଲା ଜୀବନ୍ତ ବୋମା, ଯୁଦ୍ଧ ବେଳେ ଛାତିକୁ ପସିଯାଇଥିଲା

ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହା ମଧ୍ୟରେ ଏକ ଅଦ୍ଭୁତ ଧରଣର ଘଟଣା ସାମ୍ନାକୁ ଆସିଛି। ଯାହା ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ଜଣେ ରୁଷ ସୈନିକ ଛାତିରେ ଯନ୍ତ୍ରଣା ହେବା ଯୋଗୁଁ ଡାକ୍ତରଙ୍କ ପାଖକୁ ଆସିଥିଲେ। ଆଉ ତାଙ୍କ ଛାତିରେ ଯାହା ଥିଲା, ତାହା ଜାଣିବା ପରେ ଡାକ୍ତର…

ଗଡଖାରଦ ଗ୍ରାମରେ ବିଳମ୍ବିତ ରାତିରେ ଘର ଉପରକୁ ବୋମାମାଡ

ପିପିଲି(କେନ୍ୟୁଜ୍): ପୁରୀ ଜିଲ୍ଲା କଣାସ ବ୍ଲକ ଗାଡ଼ିଶାଗୋଦା ଥାନା ଅନ୍ତର୍ଗତ ଗଡଖାରଦ ଗ୍ରାମରେ ଏକ ଘର ଉପରକୁ ବୋମାମାଡ଼ ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି । ଗଡ଼ଖାରଦ ଗ୍ରାମର ରଘୁ ମାନସିଂହ ଘର ଉପରକୁ ଏହି ବୋମାମାଡ ହୋଇଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର…

ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସରେ ବୋମା ଥିବା ସୂଚନା, ବମ୍ ସ୍କ୍ୱାଡ୍‌ର ଯାଞ୍ଚ ଜାରି

ଭୁବନେଶ୍ୱର(କେନ୍ୟୁଜ): କୋଣାର୍କ ଏକ୍ସପ୍ରେସରେ ବୋମା ଥିବା ସୂଚନା । ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ବେଳେ ସିକନ୍ଦରାବାଦ୍‌ର ଚର୍ଲାପଲ୍ଲୀ ଷ୍ଟେସନରେ ଟ୍ରେନ୍‌ ଭିତରେ ବୋମା ଥିବା ନେଇ ସୂଚନା ମିଳିବା ପରେ ସମସ୍ତ ଯାତ୍ରୀଙ୍କୁ ଟ୍ରେନ୍‌ର ବାହାରକୁ ବାହାର କରାଯାଇଛି। ପୋଲିସ, ରେଲୱେ…