ପାକିସ୍ତାନରେ ନୂଆ ରାଷ୍ଟ୍ରପତି ନିର୍ବାଚିତ ହେବା ମାତ୍ରେ ପେଶାଓ୍ଵାରରେ ବଡ଼ ବିସ୍ଫୋରଣ, ୨ ଜଣଙ୍କ ମୃତ୍ୟୁ
ପାକିସ୍ତାନରେ ନୂଆ ରାଷ୍ଟ୍ରପତି ନିର୍ବାଚିତ ହେବା ମାତ୍ରେ ଏକ ବଡ଼ ବୋମା ବିସ୍ଫୋରଣ ଘଟିଛି । ପାକିସ୍ତାନର ଖୈବର ପଖତୁନଖଓ୍ଵା ପ୍ରଦେଶର ରାଜଧାନୀ ପେସାଓ୍ଵାରରେ ରବିବାର ସକାଳେ ଏହି ବିସ୍ଫୋରଣ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ, ଏହି ବିସ୍ଫୋରଣରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ…