Below header
Browsing Tag

Boudh

ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ

ବୌଦ୍ଧ (କେନ୍ୟୁଜ): ଜଙ୍ଗଲରୁ ମୃତଦେହ ଉଦ୍ଧାର । ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ । ବୌଦ୍ଧ ଜିଲ୍ଲା ମନମୁଣ୍ଡା କୁମରକାନୀ ଖଲିଆମୁଣ୍ଡା ନାଳ ନିକଟ ଜଙ୍ଗଲରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର। ତାଙ୍କୁ ହତ୍ୟା କରି କେହି ଜଙ୍ଗଲରେ ଫିଙ୍ଗି ଦେଇଛି। ଗ୍ରାମବାସୀ ମୃତଦେହ ଦେଖିବା ପରେ…

ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ନିଲମ୍ବିତ, ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ

ବୌଦ୍ଧ (କେନ୍ୟୁଜ): ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ନିଲମ୍ବିତ । ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ନିଲମ୍ବନ କଲେ ପୋଲିସ୍ ଡିଜି । ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ଟିମ୍‌ । ଗତ ଜୁଲାଇ ୨୦ରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ…

ଗାଁ ମୁଣ୍ଡରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ, ହତ୍ୟା ପରେ ଫିଙ୍ଗି ଦେଇଥିବା ଅଭିଯୋଗ

ବୋୖଦ୍ଧ (କେନ୍ୟୁଜ): ବୋୖଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗୋଛାପଡା ପଞ୍ଚାୟତରେ ଲୁମୁରୁଜେନା ଗାଁରେ ଘଟିଛି ଅଭାବନୀୟ ଘଟଣା। ଗ୍ରାମରେ ଏକ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସୂଚନା ମିଳିଛି । ଗାଁ ମୁଣ୍ଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହଟିକୁ ଉଦ୍ଧାର କରାଯାଇଛି…

ବନ୍ଧା ହେଲେ ଶିକାରୀ ବାପଝିଅ; ଘରୁ ମିଳିଲା ଦେଶୀ ବନ୍ଧୁକ ଓ ବଜ୍ରକାପ୍ତା କାତି

ବୌଦ୍ଧ (କେନ୍ୟୁଜ): ଶିକାରୀ ବାପଝିଅ ଗିରଫ। ଦେଶୀ ବନ୍ଧୁକ, ଟାଙ୍ଗିଆ ସମେତ ଶୀକାରରେ ବ୍ୟବହୃତ ବହୁ ସାମଗ୍ରୀ ଜବତ । ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଦୁଇ ଜଣ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ…

ବର୍ଷାରେ ବିଗିଡ଼ିଛି ବୌଦ୍ଧ ଜିଲ୍ଲା ପରିସ୍ଥିତି: କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ୪୦ ଫୁଟର ଘାଇ

ବୌଦ୍ଧ (କେନ୍ୟୁଜ): ବର୍ଷାରେ ବିଗିଡ଼ିଛି ବୌଦ୍ଧ ଜିଲ୍ଲା ପରିସ୍ଥିତି । ଗତକାଲିଠାରୁ ଅବିଶ୍ରାନ୍ତ ଭାବରେ ବର୍ଷୁଛି । ଗତ ୨୪ ଘଣ୍ଟାରେ ବୌଦ୍ଧ ଜିଲ୍ଲାରେ ରେକର୍ଡ ହୋଇଛି ସର୍ବାଧିକ ୧୭୫ ମିଲିମିଟର ବର୍ଷା । ସହରର ତଳିଆ ଅଞ୍ଚଳରେ ପାଣି ପଶି ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି । ଖୋର୍ଦ୍ଧା…

ସଂକଟ ବେଳେ ମାନବିକତା ଭୁଲିଯାଉଛନ୍ତି ଲୋକେ, ଟ୍ରକ ଓଲଟିବାରୁ ପରିବା ବୋହି ନେଲେ

ବୌଦ୍ଧ(କେନ୍ୟୁଜ୍): ଓଲଟିଲା ଟ୍ରକ, ପରିବା ବୋହି ନେଲେ ଲୋକ। ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ବାଉଁଶୁଣି ଥାନା ଟାଟାରକିଲା ଛକ ନିକଟରେ ଓଲଟିଲା ପରିବା ବୋଝେଇ ମିନି ଟ୍ରକ। ବରଗଡ଼ରୁ ଭୁବନେଶ୍ୱର ଯାଉଥିବା ଏକ ପରିବା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ିରେ ଥିବା ସବୁ…

ଘରୋଇ କଳିରୁ ଜଘନ୍ୟ କାଣ୍ଡ, ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ

ବୌଦ୍ଧ (କେନ୍ୟୁଜ): ସ୍ୱାମୀ ଓ ସ୍ତ୍ରୀ ଘରୋଇ କଳିର କରୁଣ ପରିଣତି। ବୌଦ୍ଧ ଜିଲ୍ଲା ଚନ୍ଦ୍ରପୁର ଗାଁରେ ପାରିବାରିକ କଳହକୁ ନେଇ ଅଘଟଣ। ସ୍ତ୍ରୀକୁ କୋଦାଳରେ ହତ୍ୟା କଲା ସ୍ୱାମୀ । ମୃତ ସ୍ତ୍ରୀଙ୍କ ନାମ କନକ ପ୍ରଧାନ ବୋଲି ଜଣାପଡିଛି । ଘଟଣାସ୍ଥଳରୁ ହତ୍ୟାକାରୀ ସ୍ବାମୀ ପୂର୍ଣ୍ଣ ପ୍ରଧାନ ଫେରାର…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କଙ୍ଗାରୁ କୋର୍ଟ: ୩ ପରିବାର ଉପରେ ଆକ୍ରମଣ, ନ୍ୟାୟ ନ ମିଳିବାରୁ ଶେଷରେ ଛାଡିଲେ ଗାଁ

ବୌଦ୍ଧ (କେନ୍ୟୁଜ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କଙ୍ଗାରୁ କୋର୍ଟ। ଗାଁର ତିନି ପରିବାର ଉପରେ ଗ୍ରାମବାସୀଙ୍କ ଆକ୍ରମଣ । ଥାନାରୁ ନ୍ୟାୟ ନ ମିଳିବାରୁ ଶେଷରେ ଗାଁ ଛାଡ଼ିବାକୁ ବାଧ୍ୟ ହେଲେ ବୌଦ୍ଧ ଜିଲ୍ଲା କଲତାପାଲି ଗାଁର ସିଂ ପରିବାର। ଏବେ ଅନ୍ୟ ଏକ ଗାଁ ରୁଗୁଡ଼ିପାଲିର ଏକ ଗଛତଳେ ସେମାନେ…

ଯାତ୍ରୀବାହୀ ବସ୍ – ପିକ୍‌ଅପ୍‌ ଭ୍ୟାନ୍ ମୁହାଁମୁହିଁ ଧକ୍କା, ୧୦ରୁ ଅଧିକ ଆହତ

ବୌଦ୍ଧ (କେନ୍ୟୁଜ): ବୌଦ୍ଧ ଚାରିଛକ ତହସିଲ କାର୍ଯ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ୍ ସହିତ ପିକ୍‌ଅପ୍‌ ଗାଡି ମୁହାଁମୁହିଁ ଧକ୍କା । ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ୫୭ ଚାରିଛକ ତହସିଲ ଅଫିସ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୦ରୁ…

ଗଛକୁ ଧକ୍କାଦେଇ ରାସ୍ତାକଡକୁ ଓଲଟିଲା ପୋଲିସ ପାଟ୍ରୋଲିଂ ଗାଡ଼ି, ୫ ଆହତ

ବୌଦ୍ଧ (କେନ୍ୟୁଜ): ବୌଦ୍ଧ ସୁବର୍ଣ୍ଣପୁର ଜିଲ୍ଲା ବୀମହାରାଜପୁର ବ୍ଲକ ସୁବଳୟା ଥାନା ଗାଡ଼ି ଦୁର୍ଘଟଣା ଗ୍ରସ୍ତ । ରାତ୍ରୀ ପେଟ୍ରୋଲିଙ୍ଗ ସାରି ଫେରୁଥିବା ବେଳେ ବାଉରୀଯୋର ନିକଟରେ ଗଛରେ ପିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଫଳରେ ଜଣେ ଏସ୍ଆଇଙ୍କ ସହତ ୪ କନେଷ୍ଟବଳ ଆହତ । ଆହତ…

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ବୌଦ୍ଧ ବନବିଭାଗରୁ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କାଠ

ପୁରୀ (କେନ୍ୟୁଜ): ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ବୌଦ୍ଧ ବନବିଭାଗରୁ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ l ବୌଦ୍ଧ ଜିଲ୍ଲାରୁ ଏକ ଟ୍ରକ ଯୋଗେ ଶ୍ରୀକ୍ଷେତ୍ରରେ ୪୦ଫୁଟିଆ ୨୮ଖଣ୍ଡ ଧଉରା କାଠ ପହଞ୍ଚିଛି। ଆସିଥିବା ଏହି ଧଉରା କାଠରେ ଚକରେ ଲାଗିବାକୁ ଥିବା ଅଖ ନିର୍ମାଣ ହେବ। ଚଳିତ ବର୍ଷ…

ବୌଦ୍ଧ: ଗାଁରେ ଦଣ୍ଡ ଯାତ୍ରା ଚାଲୁଥିବା ବିଭତ୍ସ ହତ୍ୟା, ମହିଳାଙ୍କୁ ଗାଁ ଦାଣ୍ଡରେ ପନିକିରେ ହାଣିଲା ଦଣ୍ଡୁଆ

ବୌଦ୍ଧ(କେନ୍ୟୁଜ୍): ଦଣ୍ଡନାଟ ବେଳେ ଦାଣ୍ଡରେ ହତ୍ୟା । ବୌଦ୍ଧ କଣ୍ଟାମାଳ ପଲସପାଟ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ । ଗାଁରେ ଦଣ୍ଡ ଯାତ୍ରା ଚାଲୁଥିବା ବେଳେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ପନିକିରେ ହତ୍ୟା କଲା ଦଣ୍ଡୁଆ । ମୃତକ ହେଲେ ସୂର୍ଯ୍ୟକାନ୍ତି ପ୍ରଧାନ ।…