କାହାକୁ ବ୍ରେନ ଷ୍ଟ୍ରୋକ ଆସିଲେ ପ୍ରଥମେ କଣ କରିବା ଉଚିତ୍ ଜାଣନ୍ତୁ
ଯଦିଓ ଷ୍ଟ୍ରୋକ୍ ଏବଂ ହୃଦଘାତ, ବ୍ୟାପକ ଜୀବନ ହାନି ଘଟାଇପାରେ। କିନ୍ତୁ ଅନେକ ସମୟରେ ଏହାର ଲକ୍ଷଣ ବାବଦରେ ଜଣା ପଡ଼େ ନାହିଁ। ଯାହା ସାଙ୍ଘାତିକ ରୂପ ଧାରଣ କରିଥାଏ।
ଅନ୍ତର୍ଜାତୀୟ ସର୍ବେକ୍ଷଣରୁ ଜଣାପଡିଛି ଯେ ଗତ ୩୦ ବର୍ଷ ମଧ୍ୟରେ ଷ୍ଟ୍ରୋକ୍ ହେତୁ ମୃତ୍ୟୁ ଓ ମୃତ୍ୟୁହାର ପୂର୍ବ ଅପେକ୍ଷା…