କନ୍ୟାର ମେକ୍ଅପ ଖରାପ କରିଦେଲା ବିୟୁଟି ପାର୍ଲର; ଅଭିଯୋଗ କରିବାରୁ ମିଳିଲା ଧମକ…! ଥାନାରେ ଏତଲା ଦେଲେ କନ୍ୟା ଘର…
ମଧ୍ୟ ପ୍ରଦେଶର ଜବଲପୁରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବିୟୁଟିସିଆନଙ୍କୁ କନ୍ୟାର ମେକ୍ଅପ ଖରାପ କରିବା ଭାରି ପଡ଼ି ଯାଇଛି। କନ୍ୟାର ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଯେତେବେଳେ ସେମାନେ ଏ ନେଇ ସମ୍ପୃକ୍ତ ବିୟୁଟି ପାର୍ଲର ସଞ୍ଚାଳିକାଙ୍କ ପାଖରେ ଅଭିଯୋଗ କରିଥିଲେ, ତ ସେ…