Browsing Tag

bungalow

ମହୁଆ ମୌତ୍ରଙ୍କଠାରୁ ଛଡ଼ାଇ ନିଆଯିବ ସରକାରୀ ବଙ୍ଗଳା ! କେନ୍ଦ୍ର ପଠାଇଲା ନୋଟିସ୍‌, ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ

ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତ୍ରୀ ମହୁଆ ମୌତ୍ରଙ୍କ ସମସ୍ୟା କମିବାର ନାଁ ଧରୁନାହିଁ । ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲାରେ ସଂସଦ ସଦସ୍ୟତା ହରାଇଥିବା ମହୁଆଙ୍କୁ ଏବେ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ମିଳିଛି । ଏହି ନୋଟିସ୍‌ରେ କଠୋର ଭାବରେ ମହୁଆଙ୍କୁ କୁହାଯାଇଛି ଯେ ଜଣେ…

ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା ପୁଣି ଫେରି ପାଇଲେ ରାହୁଲ ଗାନ୍ଧି, କହିଲେ, ‘ପୂରା ହିନ୍ଦୁସ୍ତାନ ମୋ ଘର…’

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ପୁଣି ମିଳିଛି ତାଙ୍କ ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା। ଲୋକସଭା ସଦସ୍ୟତା ଫେରି ପାଇବା ପରେ ଏବେ ରାହୁଲ ୧୨ ତୁଗଲକ୍‌ ଲେନ୍‌ରେ ଥିବା ତାଙ୍କ ପୁରୁଣା ବଙ୍ଗଳାକୁ ଶିଫ୍ଟ ହୋଇଯିବେ। ମୋଦି ସାଙ୍ଗିଆ ମାମଲାରେ ୨ ବର୍ଷର ଦଣ୍ଡାଦେଶ ପରେ ଏପ୍ରିଲ ୨୨ରେ ତାଙ୍କୁ…

୬ ସପ୍ତାହ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀ ହାଇକୋର୍ଟ ପୂର୍ବତନ ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ୬ ସପ୍ତାହ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଦିଲ୍ଲୀ ହାଇକୋର୍ଟରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରକୃତରେ ହାଇକୋର୍ଟ…