Browsing Tag

Bus falls bridge

ବ୍ରିଜରୁ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍ , ୫ମୃତ; ୪୬ ଆହତ

ଯାଜପୁର (କେନ୍ୟୁଜ): ଯାଜପୁରରେ ବ୍ରିଜରୁ ତଳକୁ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୬ ଜଣ ଯାତ୍ରୀ ଆହତ ହୋଇଛନ୍ତି ।  ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି ।…

ପିକନିକ ସାରି ଫେରୁଥିବା ବେଳେ ବ୍ରିଜ ତଳକୁ ଖସିଲା ବସ୍ : ୨ମୃତ, ୪୦ଗୁରୁତର

ଢେଙ୍କାନାଳ (କେନ୍ୟୁଜ): ସକାଳୁ ସକାଳୁ ଦୁର୍ଘଟଣା । ଢେଙ୍କାନାଳ ସଦର ଥାନା ଢେଙ୍କାନାଳ ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚୁପଟି ନିକଟ କେନାଲକୁ ଓଲଟିଲା ପିକନିକ ବସ । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ବସରେ ଥିବା ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଅଛନ୍ତି। ମୃତାହତ ମାନେ କେନ୍ଦ୍ରାପଡା…

ବ୍ରିଜ୍‌ରୁ ନଦୀକୁ ଖସିଲା ବସ୍‌, ୬ ମୃତ, ୪୦ ଗୁରୁତର

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ହଜାରିବାଗରେ ଭୀଷଣ ବସ୍ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରାୟ ୫୦ ଯାତ୍ରୀଙ୍କୁ ଧରି ଆଜି ଗିରିଡିହ ଜିଲ୍ଲାରୁ ରାଞ୍ଚି ଅଭିମୁଖେ ଯାତ୍ରା କରୁଥିବା ଏକ ବସ୍‌ ତାତିଝରିଆ ଥାନା…