Browsing Tag

businessman

ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ, ପେଟ୍ରୋଲ ଢାଲି ଗାଡି ଜାଳିଦେଲେ ଦୁର୍ବୃତ୍ତ

କାମାକ୍ଷାନଗର (କେନ୍ୟୁଜ): ବୋମାମାଡ ସହ ଜାଳିଦେଲେ ଗାଡ଼ି । ବ୍ୟବସାୟୀଙ୍କ ଘର ଓ ଗ୍ୟାରେଜକୁ ବୋମାମାଡ । କାମାକ୍ଷାନଗର ଥାନା ସାରଙ୍ଗଧର ଷ୍ଟାଡିୟମ ପଛ ପାଖରେ ଥିବା ବ୍ୟବସାୟୀ ସରୋଜ ଭୂଷଣ ମହାନ୍ତିଙ୍କ ଘର ଓ ଗ୍ୟାରେଜ ଉପରକୁ ବିଳମ୍ବିତ ରାତିରେ ବୋମାମାଡ ହୋଇଛି । କେଉଁ କାରଣରୁ ଦୁର୍ବୃତ୍ତ…

ଜେଜେ କୋଟିପତି ହେଲେ ପେଟ ପୋଷିବା ପାଇଁ ନାତି ହେଲେ ଦିନ ମଜୁରିଆ, ଜାଣନ୍ତୁ ଆମେରିକା ଫେରନ୍ତା ଏହି ନାତିଙ୍କ କାହାଣୀ

ଜେଜେ ବାପା ହେଉଛନ୍ତି କୋଟିପତି । କିନ୍ତୁ ପେଟ ପୋଷିବା ପାଇଁ ନାତି କରୁଛନ୍ତି ଦିନ ମଜୁରିଆ କାମ । ସୁଦୂର ଆମେରିକାରୁ ଏମବିଏ ପାଠ ପଢିଥିବା ବେଳେ ଚାକିରି ନକରି ମଜୁରିଆ ଜୀବନ ଅତିବାହିତ କରୁଛନ୍ତି । ଆମେ ଯାହାଙ୍କ କଥା କହୁଚୁ ସେ ହେଉଛନ୍ତି ଗୁଜୁରାଟର ସବୁଠୁ ବଡ ବ୍ୟବସାୟୀ ସାବଜୀ ଭାଇ…

ହୀରା ବ୍ୟବସାୟୀଙ୍କ ଘରେ ପଶିଲା ସିବିଆଇ, ବ୍ୟାଙ୍କରୁ ଲୋନ୍‌ ଆଣିଥିଲେ ୭ କୋଟି

ଭୁବନେଶ୍ୱର (କେନ୍ୟୁଜ): ଠକେଇ କରିବା ମହଙ୍ଗା ପଡ଼ିଲା। ବିଜନେସ୍‌ ନାଁରେ ବ୍ୟାଙ୍କରୁ ୬ କୋଟି ଲୋନ୍‌ କରି ତାହାକୁ ଚଳୁ କରି ଦେବା ଏବେ ହୀରା ବ୍ୟବସାୟୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। କାଲିଠୁ ଘରେ ପଶି ତଦନ୍ତ କରୁଛି ସିବିଆଇ । ଏପରି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ସୂଚନା…

ରାସ୍ତା ଉପରେ ବ୍ୟବସାୟୀଙ୍କୁ ଗୁଳିମାଡ଼, ଲୁଟେରାକୁ କାବୁ କରି ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ବ୍ୟବସାୟୀଙ୍କୁ ଗୁଳିମାଡ଼ । ଜାତୀୟ ରାଜପଥ ଉପରେ ଲୁଟେରାଙ୍କ ଗୁଳି ମାଡ଼ରେ ବ୍ୟବସାୟୀ ଗୌରବ କୁମାର ଦାସଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ବହଳଦା ବାଇପାସ ୨୨୦ ନଂ ଜାତୀୟ…

ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ବୋମା ମାଡ, ବ୍ୟବସାୟୀ ଗୁରୁତର

ଖୋର୍ଦ୍ଧା (କେନ୍ୟୁଜ): ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଜଟଣୀ ଥାନା କନ୍ତିଆରେ ବୋମା ମାଡ। ବୋମା ମାଡରେ ରଚିତ୍ରା ନନ୍ଦ ସାମନ୍ତରାୟ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳ ୬ .୩୦ ସମୟରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା କନ୍ତିଆ ଗ୍ରାମରେ ଜମିବାଡି ବିବାଦକୁ ଯୋଗୁ ପୂର୍ବ ଶତୃତାକୁ କେନ୍ଦ୍ର କରି…

ରାଜଧାନୀରେ ହତ୍ୟାକାଣ୍ଡ: ଦାଦାବଟିକୁ କେନ୍ଦ୍ର କରି ବ୍ୟବସାୟୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ୪ ଦୁର୍ବୃତ୍ତ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କ । ଚକେଇସିଆଣି ବିଚ୍‌ ବଜାରରେ ଫାଷ୍ଟଫୁଡ ବ୍ୟବସାୟୀଙ୍କୁ ଗୋଡେଇ ଗୋଡେଇ ହାଣିଲେ ୪ ଦୁର୍ବୃତ୍ତ । ଦାଦାବଟି ନ ଦେବାରୁ ଜୀବନ ଜ୍ୟୋତି ମହାନ୍ତିଙ୍କୁ ଗୋଡେଇ ଗୋଡେଇ ହାଣିଥିବା ଅଭିଯୋଗ ହୋଇଛି । ଏ ନେଇ ମଞ୍ଚେଶ୍ୱର ଥାନାରେ ଜୀବନ…

ବିଜନେସମ୍ୟାନଙ୍କ ପାଇଁ ଖୁସି ଖବର, ଛୋଟ ଏବଂ ମଧ୍ୟମ ବ୍ୟବସାୟୀମାନଙ୍କ ପାଇଁ HDFC ବ୍ୟାଙ୍କ ଲଞ୍ଚ କଲା ସ୍ମାର୍ଟହବ୍…

ବର୍ତ୍ତମାନ ଖାସ କରି କରୋନା ପରେ ଅଧିକ ମାତ୍ରାରେ ଛୋଟ ବଡ ଦୋକାନ ସବୁ ଖୋଲିବାରେ ଲାଗିଛି। ଏମିତିକି ଏବେ ଡିଜିଟାଲ ପ୍ଲାଟଫର୍ମରେ ଅଧିକ ଏହି ସେଲ୍ ମଧ୍ୟ ଚାଲିଛି। ତେବେ କହିବାକୁ ଗଲେ ବର୍ତ୍ତମାନ ଅଧିକ ମାତ୍ରାରେ ଗଢି ଉଠିଛନ୍ତି ସ୍ଥାନୀୟ ବ୍ୟବସାୟୀ। ତେବେ ଏହି ବ୍ୟବସାୟୀଙ୍କ ପାଇଁ ଏବେ…

ସ୍ୱାସ୍ଥ୍ୟ ପରୀକ୍ଷାରେ ବିଳମ୍ୱ ହେବାରୁ ଡାକ୍ତରଙ୍କୁ ଚପଲରେ ମାଡ଼ ମାରିଲେ ବ୍ୟବସାୟୀ, ଥାନାରେ ଅଟକ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ ଡାକ୍ତରଙ୍କୁ ଚପଲରେ ମାଡ ଅଭିଯୋଗ। ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଜଣେ ଡାକ୍ତରଙ୍କୁ ସହରର ଜଣେ ପ୍ରତିଷ୍ଠିତ ବ୍ଯବସାୟୀ ନଟବର ବାଙ୍କା ମାଡ ମାରିଥିବା ଅଭିଯୋଗ । ଆଜି ନଟବର ତାଙ୍କର ସ୍ବାସ୍ଥ୍ଯ ଅବସ୍ଥା ପରୀକ୍ଷା ପାଇଁ ଯାଇଥିଲେ । ସେହି ସମୟରେ…

ଲିଫ୍ଟ ମାଗି ବ୍ୟବସାୟୀଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ, ଲୁଟି ନେଲେ ୧ ଲକ୍ଷ ୭୦ ହଜାର ଟଙ୍କା

ଜଳେଶ୍ୱର (କେନ୍ୟୁଜ): ଲିଫ୍ଟ ମାଗିବା ବାହାନାରେ ରାସ୍ତାରେ ଯାଉଥିବା ବ୍ଯବସାୟୀଙ୍କୁ ଅଟକାଇ ଭୂଜାଲିରେ ଆକ୍ରମଣ କରି ୧ ଲକ୍ଷ ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଅଣ୍ତର ବାଇପାସ ନିକଟରେ ଆଜି ସକାଳା ୯ ଟା…

ବ୍ୟବସାୟରେ ଟଙ୍କା ପଇସାର ହିସାବ ଠିକରେ ଦେଇପାରିଲାନି ପୁଅ, ଜିଅନ୍ତା ଜାଳିଦେଲା ବାପା …

ନୂଆଦିଲ୍ଲୀ : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଳୁରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟବସାୟୀ ବାପା ପୁଅ ସହିତ ଯୁକ୍ତିତର୍କ ପରେ ରାଗରେ ନିଆଁ ଜଳାଇ ହତ୍ୟା କରିଛି। ଭାଲମିକି ନାଗର ଅଞ୍ଚଳରେ ଏପ୍ରିଲ ୧ ର ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ପୋଲିସ୍…