Browsing Tag

car accident

ପିଡିପି ମୁଖ୍ୟଙ୍କ କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମେହବୁବା ମୁଫତି

ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (PDP) ମୁଖ୍ୟ ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ସଙ୍ଗମରେ ମୁଫତିଙ୍କ କାର ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ମୁଫତିଙ୍କ ଡ୍ରାଇଭର ସାମାନ୍ୟ…

ନୂଆବର୍ଷରେ ଚାଲିଗଲା ଜୀବନ, ଡିଭାଇଡରରେ କାର ପିଟି ହୋଇ ୬ ମୃତ

ଝାରଖଣ୍ଡ : ନୂଆବର୍ଷରେ ଅଘଟଣ । ଜାମସେଦପୁରରେ ଦୁର୍ଘଟଣା ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇଟି ଓଲଟି ପଡିଥିଲା । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା କରାଯାଉଛି । ସମସ୍ତ ଲୋକ ଆଦିତ୍ୟପୁରର ବାସିନ୍ଦା । ପୋଲିସ କହିବା ମୁତାବକ, ଦୁର୍ଘଟଣା…

ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ବଲିଉଡ୍‌ର ଭାଇଜାନ ସଲମାନ ଖାନଙ୍କ ଭିଣୋଇ ତଥା ଅଭିନେତା ଆୟୁଷ ଶର୍ମାଙ୍କୁ ନେଇ ଏକ ବଡ଼ ଖବର ଆସିଛି। ମୁମ୍ବାଇରେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କିନ୍ତୁ ଆଶ୍ୱସ୍ତିକର କଥା ଯେ ଦୁର୍ଘଟଣା ସମୟରେ ସେ କାର୍‌ ଭିତରେ ନ ଥିଲେ। କାର୍‌ରେ କେବଳ ତାଙ୍କ ଡ୍ରାଇଭର ଥିଲେ। ସୂଚନା ମୁତାବକ,…

କୋରାପୁଟ: ପଟ୍ଟାଙ୍ଗି ଯୋଡିମାଦେଲି ଘାଟିରୁ ଖସିଲା କାର, ୩ ମୃତ

କୋରାପୁଟ(କେନ୍ୟୁଜ୍): ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଯୋଡିମାଦେଲି ଘାଟି ତଳକୁ ଖସଲା ଏକ କାର।  କାରରେ ଛତିଶଗଡ ଠାରୁ ଆନ୍ଧ୍ର ଅଭିମୁଖେ ଚାରି ଜଣଙ୍କ ଯାତ୍ରୀ ଯାଉଥିବା   ଜଣାପଡ଼ିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଥିବା ବେଳେ ତିନି ଜଣଙ୍କ ମୃତ୍ୟୁ ଘଟିବା ନେଇ ସୂଚନା…

ହିଟ ଆଣ୍ଡ ରନ୍‌ ମାମଲା : ଦୀପାବଳିରେ ମଦ୍ୟପ ଲୋକଙ୍କ ବେପରୁଆ ଗାଡ଼ି ଚାଳନାର ଶିକାର ହେଲେ ଲୋକେ

ଆଲୋକର ପର୍ବ ଦୀପାବଳି, ଅମାବାସ୍ୟାର କାଳରାତ୍ରିକୁ ମାତ ଦେବା ପାଇଁ ଆଲୋକ ଓ ଦୀପ ମାଳାରେ ସଜାଇ ହୋଇଥାଏ ସାରା ସହର । ପରିବାର ସହ ମଜାମସ୍ତିରେ ମସଗୁଲ ଥାନ୍ତି ଲୋକେ । କିନ୍ତୁ କାର୍ଯ୍ୟରତ କିଛି ଲୋକଙ୍କ ପାଇଁ ଦୀପାବଳି ଥାଏ ଠିକ ଅନ୍ୟ ଦିନ ଭଳି । ରାତି ଅଧରେ ନିଜ ନିଜ ସ୍ଥାନରେ ଡ୍ୟୁଟି…

ଆମେରିକାର ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା; ଦୁଇ କାର୍‌ ମଧ୍ୟରେ ଧକ୍କା, ୮ ଜଣଙ୍କ ମୃତ୍ୟୁ

ଆମେରିକାର ଟେକ୍ସାସ୍‌ରେ ବୁଧବାର ଦୁଇ କାର୍‌ ମଧ୍ୟରେ ଭୀଷଣ ଧକ୍କା ହୋଇ ୮ ଜଣଙ୍କ ମୃତ୍ୟୁ ଘଟିଛି। ଧଳା ରଙ୍ଗର ଏକ କାରରେ ବସିଥିବା ଲୋକମାନେ ଗିରଫଦାରୀରୁ ବର୍ତ୍ତିବା ପାଇଁ ଉଦ୍ୟମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ଅନ୍ୟ ଏକ କାର ସହିତ ସେମାନଙ୍କ କାର୍‌ ମୁହାଁମୁହିଁ…

ମଧ୍ୟ ପ୍ରଦେଶ: ସଡ଼କ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଲେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ; ଜଣେ ମୃତ, ୩ ଆହତ

ମଧ୍ୟ ପ୍ରଦେଶର ଛିନ୍ଦଓ୍ଵାଡାରେ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ଯଦିଓ ଏୟାର ବ୍ୟାଗ୍‌ ଖୋଲିଯିବାରୁ କେନ୍ଦ୍ର ମନ୍ତ୍ରୀ ଏହି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। କିନ୍ତୁ ଏଥିରେ ୩୫ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା…

ଅଧା ରହିଗଲା ଝିଅ ଜନ୍ମ ଦିନ: ଗଛରେ ପିଟିଲା କାର, ଚାହୁଁ ଚାହୁଁ ଚାଲିଗଲା ୫ ଜୀବନ

ପରିବାରରେ ଝିଅ ହେଲେ ପରିବାର ଲୋକଙ୍କ ଖୁସି କହିଲେ ନସରେ । ଝିଅ ଜନ୍ମ ଦିନର ଖୁସି ପାଳିବା ପାଇଁ ବର୍ତ୍ତମାନ ଲୋକମାନେ ପାର୍ଟି ରଖୁଛନ୍ତି । ଠିକ ସମାନ ଭାବେ ଏକ ପରିବାରରେ ଝିଅ ଜନ୍ମଦିନ ପାଳନ କରିବା ପାଇଁ ପରିବାର ଲୋକ ଘରୁ ବାହାରିଥିଲେ । ଖୁସି ମନରେ କାର ଧରି ଝିଅ ଜନ୍ମ ଦିନ ପାଲିବାକୁ…

କାରକୁ ଧକ୍କା ଦେଇ ଓଲଟିଲା ଟ୍ରକ୍, ୪ ଆହତ

କୋରାପୁଟରେ କାରକୁ ଧକ୍କା ଦେବା ପରେ ଓଲଟିଲା ଟ୍ରକ୍, ୪ ଆହତ । କୋରାପୁଟରେ ୨୬ ନମ୍ବର ଜାତୀୟ ରାଜପଥରେ କୁଣ୍ଡା ବୋଝେଇ ଟ୍ରକ ଏକ କାର୍ କୁ ଧକ୍କା ଦେବା ପରେ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ କାର୍ ରେ ଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି…

ସ୍କୁଟିକୁ ପଛ ପଟରୁ ପିଟି ଶହେ ମିଟର ଘୋଷାଡି ନେଲା କାର୍, ୨ ଜଣ ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍):ଭୟଙ୍କର ଦୁର୍ଘଟଣା । ସ୍କୁଟିକୁ ପଛ ପଟରୁ ପିଟିଲା କାର୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲେ ଯେ ସ୍କୁଟି ଚାଳକଙ୍କୁ ପାଖାପାଖି ଶହେ ମିଟର ଘୋଷାଡି ନେଇଥିଲା କାର୍ । ଭୁବନେଶ୍ବର ଉତ୍କଳ ହସ୍ପିଟାଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣ ଗୁରୁତର…

ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା କାର୍, ୨ ଆହତ

ନୂଆଗଡ : ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଦୋଘରିଆ ନିକଟବର୍ତ୍ତି ଘାଟିରେ ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା କାର୍ । ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାଯାଇଛି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଜଣକ ହେଲେ…

ବମିଖାଲ ଓଭରବ୍ରିଜରୁ ତଳକୁ ଖସିଲା କାର, ଡ୍ରାଇଭର ମୃତ

ଭୁବନେଶ୍ୱର (କେନ୍ୟୁଜ): ବମିଖାଲ ଓଭରବ୍ରିଜରୁ ତଳକୁ ଖସିଲା କାର। ଦୁର୍ଘଟଣାରେ ଯୁବ ଡାକ୍ତର ଅମିତ ବିଷୋୟୀଙ୍କ ମୃତ୍ୟୁ । ଅମିତ ଗଞ୍ଜାମ ଅଞ୍ଚଳର ହୋଇଥିବା ବେଳେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ। ଗତକାଲି ରାତିରେଏହି ଘଟିଥିଲା ଦୁର୍ଘଟଣା। ରସୁଳଗଡ଼ ଛକରୁ କଳ୍ପନା…