Browsing Tag

central govt

Bournvita କୁ ନେଇ ନୋଟିଫିକେସନ ଜାରି କଲେ ସରକାର, ତୁରନ୍ତ ହେଲଦି ଡ୍ରିଙ୍କ କ୍ୟାଟେଗୋରୀରୁ ହଟାଇବାକୁ ନିର୍ଦ୍ଦେଶ

କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ସମସ୍ତ ଇ-କମର୍ସ କମ୍ପାନୀମାନଙ୍କୁ ବୋର୍ନଭିଟାକୁ ହେଲଦି ଡ୍ରିଙ୍କ କ୍ୟାଟେଗୋରୀରୁ ହଟାଇବା ପାଇଁ ଆଡଭାଇଜରୀ ଜାରି କରିଛି । ମନ୍ତ୍ରଣାଳୟ ନୋଟିଫିକେସନରେ କହିଛି ଯେ, ସମସ୍ତ ଇ-କମର୍ସ କମ୍ପାନୀଗୁଡିକ ସେମାନଙ୍କ ପ୍ଲାଟଫର୍ମରେ ବୋର୍ନଭିଟା…

ଧର୍ମଘଟରୁ ଓହରିଲେ ଟ୍ରକ୍ ଡ୍ରାଇଭର, କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସଫଳ ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଧର୍ମଘଟରୁ ଓହରିଲେ ଟ୍ରକ୍ ଡ୍ରାଇଭର । କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସଫଳ ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ଭାରୀଯାନ ଡ୍ରାଇଭର । ସରକାରଙ୍କ ସହ ଆଲୋଚନା ବେଳେ ସଂଘର ସବୁ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସରକାର। ଏବେ ଆଇନ ଲାଗୁ ହୋଇନି । ଆଗାମୀ ଦିନରେ ଆଇନ…

କେନ୍ଦ୍ରୀୟ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର, ଦୀପାବଳୀ ପୂର୍ବରୁ ମିଳିଲା ବୋନସ

କେନ୍ଦ୍ରୀୟ ସରକାରୀ କର୍ମଚାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ପାର୍ବଣ ଋତୁର ବଡ଼ ଉପହାର ମିଳିଛି । କେନ୍ଦ୍ର ସରକାର ୨୦୨୨-୨୩ ବର୍ଷ ପାଇଁ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ନନ ପ୍ରଡକ୍ଟିଭିଟି ଲିଙ୍କଡ୍‌ ବୋନସର ମଞ୍ଜୁରୀ ଦେଇଛନ୍ତି । ଦୀପାବଳୀ ପୂର୍ବରୁ ସରକାରଙ୍କ ତରଫରୁ କେନ୍ଦ୍ରୀୟ…

ବାସୁମତି ଚାଉଳ ରପ୍ତାନୀ ଉପରେ କେନ୍ଦ୍ର ସରକାର ଲଗାଇଲେ ପ୍ରତିବନ୍ଧକ

କେନ୍ଦ୍ର ସରକାର ବାସୁମତି ଚାଉଳ ରପ୍ତାନି ଉପରେ ଲଗାଇଛନ୍ତି ପ୍ରତିବନ୍ଧକ। ଉଷୁନା ଚାଉଳ ଉପରେ ୨୦% ଶୁଳ୍କ ଲଗାଇବାର ଗୋଟିଏ ଦିନ ପରେ ନିଆଯାଇଛି ଏହି ନିଷ୍ପତି। ଏମିତିରେ ଟନ୍ ପିଛା ୧୨୦୦ ଡଲାରରୁ କମ୍ ମୂଲ୍ୟରେ ହେଉଥିବା ରପ୍ତାନୀ ପ୍ରଭାବିତ ହେବ। ଗତ ଅଗଷ୍ଟ ୮ ତାରିଖରେ କେନ୍ଦ୍ର ସରକାର…

ଘରେ ବସି ବସି ଟଙ୍କା ରୋଜଗାର କରିବାର ବହୁତ ମଉକା, ବାସ୍ ଗୋଟେ ପ୍ରବନ୍ଧ ଲେଖନ୍ତୁ ୩୦ହଜାର ଜିତନ୍ତୁ

ମାଗଣା ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ରହିଛି ବଢ଼ିଆ ସୁଯୋଗ। ଘରେ ବସି ବସି ଟଙ୍କା ରୋଜଗାର କରିବାର ବହୁତ ବଢ଼ିଆ ତରିକା ରହିଛି ଆପଣଙ୍କ ପାଖାରେ। ବିନା ଗୋଟିଏ ଟଙ୍କା ଖର୍ଚ୍ଚ କରି ଆପଣ ପାଇପାରିବେ ୩୦ ହଜାର ଟଙ୍କା। ହଁ ଆଜ୍ଞା କେନ୍ଦ୍ର ସରକାର ଏକ…

ଆଗାମୀ ୩ ଦିନରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିବ ବଡ଼ ଅପଡେଟ , ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିବ ଖୁସି ଖବର

କେନ୍ଦ୍ର ସରକାର ନିଜ କର୍ମଚାରୀ ତଥା ପେନସନଭୋଗୀଙ୍କ ପାଇଁ ମାର୍ଚ୍ଚ ମାସରେ ମହଙ୍ଗା ଭତ୍ତା ଘୋଷଣା କରିଥିଲେ । କେନ୍ଦ୍ର ସରକାର ଗତ ମାର୍ଚ୍ଚରେ ଚଳିତ ବର୍ଷର ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଥିଲେ। ଛଅ ମାସ ପରେ ପରବର୍ତ୍ତୀ ମହଙ୍ଗା ଭତ୍ତା ଘୋଷଣା କରାଯାଇଥାଏ । ପ୍ରତି ଛଅ ମାସ ଆଧାରରେ ଏଥର…

8th Pay Commission କୁ ନେଇ ଆସିଲା ବଡ଼ ଅପଡେଟ୍, ୪୪% ବଢିବ ସରକାରୀ କର୍ମଚାରୀଙ୍କ ଦରମା

8th Pay Commission କୁ ନେଇ ଆସିଲା ସରକାରଙ୍କ ତରଫରୁ ବଡ ଅପଡେଟ । ନୂଆ ବେତନ କମିଶନ ଲାଗୁ ହେବା ପରେ କର୍ମଚାରୀଙ୍କ ଦରମା ପୁଣି ଥରେ ବଢିବ। ଏନେଇ କଣ ରହିଛି ପୁରା ଖବର ଜାଣି ନିଅନ୍ତୁ.. ଗତ ୨୪ ତାରିଖରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା ଡିଏ କୁ ୪% ବୃଦ୍ଧି…

ମହଙ୍ଗା ଭତ୍ତା ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଆଉ ଏକ ଖୁସି ଖବର, ବଢିବ ଘର ଭଡ଼ା ଭତ୍ତା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର । ବିଗତ ଦିନରେ ମହଙ୍ଗା ଭତ୍ତା ବୃଦ୍ଧି ହେବା ପରେ ବର୍ତ୍ତମାନ କର୍ମଚାରୀଙ୍କ ହାଉସ ରେଣ୍ଟ ଆଲାଉନ୍ସ ବା HRA ମଧ୍ୟ ବୃଦ୍ଧି ହେବାକୁ ଯାଉଛି । ନିକଟ ଅତୀତରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା 4% ବୃଦ୍ଧି କରିଛନ୍ତି। ଯାହା ପରେ କର୍ମଚାରୀମାନେ…

ଏବେ ସୋସିଆଲ ମିଡ଼ିଆ ସଂସ୍ଥା ବିରୋଧରେ ଅଭିଯୋଗ କରିପାରିବେ ୟୁଜର୍ସ, କେନ୍ଦ୍ର ସରକାର ଗଠନ କଲେ ନୂଆ GAC

ସୋସିଆଲ ମିଡ଼ିଆ ଜମାନାରେ ଅନେକ ୟୁଜର୍ସ ଏହାର ସାହାଯ୍ୟ ନେଇ ଟଙ୍କା ରୋଜଗାର କରୁଛନ୍ତି। କିନ୍ତୁ ଏହାକୁ ବ୍ୟବହାର କରିବା ପାଇଁ କିଛି ନିୟମ ରହିଛି। ଯାହାକୁ ମାନିବା ଉଚିତ। ମନ ଇଚ୍ଛା ଏହାକୁ ବ୍ୟବହାର କଲେ ହୁଏତ କିଛି ଭୁଲ ପୋଷ୍ଟରେ ଆପଣଙ୍କୁ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ଏହାକୁ…

ଖୁବ ଶୀଘ୍ର ବେସିକ ସାଲେରୀରେ ମିଳିବ ଜବରଦସ୍ତ ଏରିଅର, ଆସିଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ସୂଚନା

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା କୁ ନେଇ ଆସିଲା ଆଉ ଏକ ବଡ଼ ଅପଡ଼େଟ। ପୂଜା ଅବସରରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪% ରୁ ବଢ଼ି ୩୮% ହୋଇଛି। ତେବେ ପ୍ରତ୍ୟେକ ବିଭାଗର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଭିନ୍ନ ଭିନ୍ନ ହୋଇଥାଏ। ବେସିକ ସାଲେରି ଆଧାରରେ ଏହାକୁ ନିର୍ଣ୍ଣୟ…

କେନ୍ଦ୍ର ସରକାରଙ୍କ One Nation One Charger ପଲିସି, ଗୋଟିଏ Chargerରେ ଚାର୍ଜ ହେବ ସବୁ ଇଲେକଟ୍ରୋନିକ ଡିଭାଇସ୍‌

ଏବେ ଡିଜିଟାଲ ଦୁନିଆରେ ସବୁ କାମ ଫୋନରେ । ଫୋନରେ ଅଫିସ କାମ ମଧ୍ୟ ବାଦ ପଡୁନି। କିଛି ଜରୁରୀ ସୂଚନା ଜାଣିବା ପାଇଁ ହେଲେ ଆମେ ଫୋନକୁ ପ୍ରଥମେ ବାହାର କରିଥାଉ। ଏମିତିରେ ଏହି ଡିଭାଇସ୍‌ ଠିକ ରହିବା ନିହାତି ଜରୁରୀ। ସେଥିପାଇଁ ଫୋନର ଚାର୍ଜର ଏସବୁ ପାଇଁ ଏକ ବଡ଼ ଭୂମିକା ସାଜିଥାଏ। ଏବେ…

PM Kisanର ଅପାତ୍ର ଲୋକଙ୍କଠୁ ସରକାର ଫେରାଇନେବେ ଟଙ୍କା, ଆସିଲା କଡ଼ା ନିୟମ

ପିଏମ କିସାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ କୃଷକଙ୍କ ଖାତାକୁ ୧୨ତମ କିସ୍ତି ଖୁବ ଶୀଘ୍ର ଆସିବ। କିନ୍ତୁ ଏଥିରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏବେ ଏହି ଯୋଜନାରେ ପତି ପତ୍ନୀ ଦୁହିଁଙ୍କୁ ଟଙ୍କା ମିଳିବ । ପିଏମ କିସାନ ସମ୍ମାନ ନିଧି ଯୋଜନାରେ ସରକାର କୃଷକ ମାନଙ୍କ ଖାତାକୁ ବାର୍ଷିକ…