Browsing Tag

chandbali news

ହରିହରକୁ କିଏ ହେବ ସାହା ? ମାତ୍ର ୧୭ ବର୍ଷ ବୟସରେ ଚଳୁନି ହାତ ଗୋଡ଼, ପୁଅକୁ ଭଲ କରିଦେବାକୁ ମା’ର ଆକୁଳ ନିବେଦନ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ଗାଁର ହରିହର ବଳ । ବଜରାପୁର ଗାଁର ରମେଶ ଚନ୍ଦ୍ର ବଳ ଓ ସଂଜୁଲତା ବଳଙ୍କ ଏକମାତ୍ର ପୁଅ ହରିହର । ଏବେ ସେ କଲେଜରେ ପଡୁଥାନ୍ତା । ହେଲେ ନାଁ ସେ ଠିଆ ହୋଇପାରୁଛି ନାଁ ଯାଆସ କରିପାରୁଛି । କି ରୋଗ ହୋଇଛି ହୋଇଛି କିଛି ବି ଜଣାପଡୁନି ।…

୫ହଜାର ୩ଶହ ଟଙ୍କାର ଜାଲି ନୋଟ ଜବତ କଲା ଚାନ୍ଦବାଲି ପୋଲିସ୍, ଜଣେ ଗିରଫ

ଚାନ୍ଦବାଲି: ଜାଲନୋଟ କାରବାର ଅଭିଯୋଗରେ ଜଣକୁ ଗିରଫ କରିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପୋଲିସ । ୫ହଜାର ୩ଶହ ଜାଲ ନୋଟ ଜବତ କରିଛି । ସୂଚନା ମୁତାବକ ଯାଜପୁର ବିଞ୍ଝାରପୁର ନାଉପାଳ ଗାଁର ଜଣେ ଯୁବକ ଚାନ୍ଦବାଲି ବଜାରରେ ଜାଲି ନୋଟ ଦେଇ ମିଠା କିଣୁଥିବାର ପୋଲିସ ଖବର ପାଇଥିଲା । ତେବେ…

ଚାନ୍ଦବାଲି ଶାସ୍ତ୍ରୀ ନଗରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧ ହଜାରରୁ ଉର୍ଦ୍ଧ୍ବ ଧାନ ବସ୍ତା ସହ ଲକ୍ଷାଧିକ ଟଙ୍କାର…

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହର ଶାସ୍ତ୍ରୀ ନଗରରେ ଥିବା ଏକ ଧାନ ଗୋଡାଉନ ଏବଂ ଗୋଟିଏ ସାନିଟାଇଜର ଗୋଡାଉନରେ ଭୟାବହ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳିଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ତେବେ ଧାନ ଗୋଡାଉନରେ ପାଖାପାଖି ୧ହଜାରରୁ ଉର୍ଦ୍ଧ୍ବ…

ଚାନ୍ଦବାଲି ପଞ୍ଚାୟତ ସମିତି ବୈଠକରେ ବିଜେପି ଓ ବିଜେଡି ଜନପ୍ରତିନିଧିଙ୍କ ଭିତରେ ଯୁକ୍ତିତର୍କ, ପରସ୍ପର ଉପରେ ଦୋଷ…

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଞ୍ଚାୟତ ସମିତି ସଭା ଗୃହରେ ନବମ ସାଧାରଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ବୈଠକରେ ଭଦ୍ରକ ସାଂସଦ ଚାନ୍ଦବାଲି ବିଧାୟକ ଯୋଗଦାନ କରିଥିଲେ। ପ୍ରଥମରୁ ବୈଠକ ସୁରୁଖୁରୁରେ ଚାଲୁଥିବା ବେଳେ ବୈଠକ ଅଧାରୁ ବିଜେପି ସମର୍ଥିତ ସରପଞ୍ଚ ଓ ସମିତି…

ଚାନ୍ଦବାଲି ଖଟୁଆପାଟଣା ଗାଁରେ ହିତାଧିକାରୀଙ୍କୁ ସଠିକ ପରିମାଣରେ ଖାଉଟି ସାମଗ୍ରୀ ଦିଆଯାଉନଥିବା ଅଭିଯୋଗ, ସମସ୍ଯାର…

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଂଚାୟତ ଖଟୁଆପାଟଣା ଗାଁରେ କିଛି ହିତାଧିକାରୀଙ୍କୁ ସ୍ଥାନୀୟ ଡିଲର ଜାଣିଶୁଣି ହଇରାଣ କରିବା ସହ ସେମାନଙ୍କୁ ସଠିକ ପରିମାଣରେ ଖାଉଟି ସାମଗ୍ରୀ ଦିଆଯାଉନଥିବା ଅଭିଯୋଗ । ତାହାସହ ସରକାର ୧ଟଙ୍କାରେ ଚାଉଳ ପ୍ରଦାନ କରୁଥୁବା ବେଳେ…

ଧାମରା-ବାସୁଦେବପୁର ରାଜ୍ୟ ରାଜପଥର କରଞ୍ଜମାଳ ଛକରେ ମର୍ମନ୍ତୁଦ ଦୁର୍ଘଟଣା: ହାଇଓ୍ୱା ଓ ବାଇକ୍ ମିୁହାଁମୁହିଁ ଧକ୍କା,…

ଚାନ୍ଦବାଲି: ଧାମରା-ବାସୁଦେବପୁର ରାଜ୍ୟ ରାଜପଥର କରଞ୍ଜମାଳ ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ମୁତାବକ ଏକ ବାଇକରେ ବଇଁଚା ଯିବା ସମୟରେ ଏକ ହାଇଓ୍ୱା ଏବଂ ଏକ ବାଇକ ଭିତରେ …

ଭଗ୍ନ ଅବସ୍ଥାରେ ପଡିରହିଛି ନୂଆନଈ ଉପରେ ନିର୍ମାଣ ହୋଇଥିବା ସ୍ଲୁଇସ ଗେଟ୍: ହଇରାଣ ହେଉଛନ୍ତି ୧୦ଟି ପଂଚାୟତର ଶହ ଶହ…

ଚାନ୍ଦବାଲି : ଚାଷୀଙ୍କ କାମରେ ଆସୁନି ସ୍ଲୁଇସ ଗେଟ୍ । ଦୀର୍ଘ ବର୍ଷ ତଳେ ନିର୍ମାଣ କରାଯାଇଥିବା ସୁଇସଗେଟ ଭାଙ୍ଗିରୁଜି ଗଲାଣି । ହେଲେ ବିଭାଗୀୟ ଅ‌ଧିକାରୀଙ୍କ ଏଥିପ୍ରତି ନିଘା ନାହିଁ । ଫଳରେ ହଇରାଣ ହେଉଛନ୍ତି ଶହଶହ ଚାଷୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଂଚାୟତର ମନ୍ତେଇ…

ଚାନ୍ଦବାଲି: ବାଲିଗାଁ ଗାନ୍ଧିନଗର ଗାଁକୁ ଲାଗିଥିବା ପାଖାପାଖି ୪ ଏକର ଶ୍ମଶାନ ଜମି ହଡପ ଅଭିଯୋଗ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ.ଏ.ସି ଅନ୍ତର୍ଗତ ବାଲିଗାଁ ଗାନ୍ଧିନଗର ଗାଁକୁ ଲାଗିଥିବା ପାଖାପାଖି ୪ ଏକର ଏକ ଶ୍ମଶାନ ଜମିକୁ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଚଂଚକତା କରି ନିଜ ନାଁରେ କରିନେଇଥିବା ଅଭି‌ଯୋଗ କରିଛନ୍ତି ଗାନ୍ଧିନଗରବାସୀ । ତେବେ ଏ ନେଇ ଗାନ୍ଧିନଗରଠାରେ ଏକ…

ନଦୀ ଘାଟ ନିକଟକୁ ଘାସ ଆଣିବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର

ଚାନ୍ଦବାଲି: କୁମ୍ଭୀର ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପଞ୍ଚୁଟିକ୍ରି ଗାଁର ନବଘନ ନାୟକ। ନବଘନ ନିଜ ଗାଈ ପାଇଁ ନିକଟସ୍ଥ ମନ୍ତେଇ ନଦୀ ପଂଚୁଟିକ୍ରୀ ଘାଟ ନିକଟକୁ ଘାସ ଆଣିବାକୁ ଯାଇଥିବା ବେଳେ ଜୁଆରୀଆ ମନ୍ତେଇ ନଦୀରେ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା ।…

କେବେ କାର୍ଯ୍ଯକାରୀ ହେବ ଗଦିଠାରେ ଥିବା ୩୩ /୧୧କେଭିର ଷ୍ଟ୍ରକଚର? ବିଦ୍ୟୁତ୍ ସେବାକୁ ନେଇ ବଢୁଛି ଲୋକଙ୍କ ଭିତରେ…

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓ ତିହିଡି ବ୍ଲକର ବିଦ୍ୟୁତ ସମସ୍ୟାର ସମାଧାନ ଉଦ୍ୟମ କରି ସରକାରଙ୍କ ଶକ୍ତିବିଭାଗ ତରଫରୁ ୨୦୧୪ ମସିହାରେ ଗଦି ଠାରେ ଏକ ୩୩ /୧୧କେଭିର ଷ୍ଟ୍ରକଚର କାମ ଆରମ୍ଭ କରାଯାଇଥିଲା। ୧୪ମାସ ଭିତରେ ଏହି କାର୍ଯ୍ୟ ଶେଷ ହେବା କଥା । ହେଲେ ୨୦୧୪ ମସିହା ଯାଇ ୨୦୨୦…

ଚାନ୍ଦବାଲିରେ ଥିବା ନାବିକ ପ୍ରଶିକ୍ଷଣ କେନ୍ଦ୍ରରେ ଡିଜି ସିପିଙ୍ଗକୁ ଅନୁମୋଦନ ଦାବି

ଚାନ୍ଦବାଲି: ଐତିହାସିକ ପ୍ରାଚୀନ ବନ୍ଦର ନଗରୀ ସହର ଚାନ୍ଦବାଲିର ନୌବାଣିଜ୍ଯ ପରମ୍ପରା ବହୁ ପୂରାତନ । ତାହାସହ ଚାନ୍ଦବାଲିରେ ଥିବା ନାବିକ ପ୍ରଶିକ୍ଷଣ କେନ୍ଦ୍ରକୁ ପୁରିସାରିଲାଣି ୪୧ବର୍ଷ । ହେଲେ ସରକାରଙ୍କ ତରଫରୁ ଡିଜି ସିପିଙ୍ଗ୍କୁ ଏପର୍ଯ୍ୟନ୍ତ ଅନୁମୋଦନ ମିଳିପାରିନାହିଁ । ତେଣୁ ଆମ…

ଇଲେକ୍ଟ୍ରି ବିଲ୍‌ ପାଇଁ ୪ ଦିନ ହେଲା ଅନ୍ଧାରରେ ଚାନ୍ଦବାଲିର ସୁନାରୀପୋଖରୀ ଗାଁ, ବିନା ନୋଟିସରେ ବିଦ୍ୟୁତ୍‌ କାଟ…

ଚାନ୍ଦବାଲି : ବିଦ୍ୟୁତ୍‌ ବିଲ୍‌ ପାଇଁ ୪ ଦିନ ହେଲାଣି ଅନ୍ଧାରରେ ଭଦ୍ରକ ଚାନ୍ଦବାଲି ବ୍ଲକ୍‌ ସୁନାରୀପୋଖରୀ ଗାଁ । ଏଠାରେ ୭୦ ପରିବାର ବସବାସ କରୁଥୁବା ବେଳେ ଅନ୍ଧାର ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ବିଶେଷ କରି ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ ପାଠ ପଢାରେ ସମସ୍ୟା…