Browsing Tag

charges after monthly limit

ପହିଲାରୁ ମହଙ୍ଗା ହେବ ଏଟିଏମରୁ ଟଙ୍କା ଉଠାଣ ଓ ଅନ୍ୟାନ୍ୟ ସେବା

ନୂଆବର୍ଷ ନ ଆସୁଣୁ ସାଧାରଣ ଜନତାଙ୍କୁ ଘାରିଲାଣି ଚିନ୍ତା । କାରଣ ନୂଆ ବର୍ଷରୁ ଅନେକ କିଛି ସେବା ମହଙ୍ଗା ହେବାକୁ ଯାଉଛି । ଏପରିକି ଏଟିଏମ୍ ବ୍ୟବହାରରେ ବି ମହଙ୍ଗା ହେବାକୁ ଯାଉଛି। ଆରବିଆଇ ସମସ୍ତ ବ୍ୟାଙ୍କକୁ ଜାନୁଆରୀ ୧, ୨୦୨୨ ରୁ ଏଟିଏମ୍ କାରବାର ପାଇଁ ଦେୟ ବୃଦ୍ଧି କରିବାକୁ ଅନୁମତି…