କମ୍ ସମୟରେ ପ୍ରସ୍ତୁତ କରନ୍ତୁ ଜୁଆଣି ଆଳୁ ଚାଟ୍, ଖାଇବାକୁ ବହୁତ ଟେଷ୍ଟି
ଆଳୁ ବିନା ଆମ ଖାଦ୍ୟ ଅଧା। ପ୍ରତ୍ୟେକ ଘରେ ସବୁଦିନ କିଛି ନା କିଛି ଆଳୁରେ ଖାଦ୍ୟ ନିଶ୍ଚିତ ତିଆରି ହୋଇଥାଏ। ଆଉ ଯଦି ଆପଣ ଆଳୁ ଖାଇ ଖାଇ ବିରକ୍ତି ହେଲେଣି, ତେବେ କିଛି ନୂଆ ଟ୍ରାଏ କରିପାରିବେ। ଯାହା କରିବାକୁ ସହଜ ଏବଂ କମ୍ ସମୟ ଲାଗିଥାଏ। ଏଥିପାଇଁ ଦରକାର ସାମଗ୍ରୀ ପାଇଁଆପଣଙ୍କୁ ବଜାରକୁ…