୧୧ କିଲୋ ସୁନା ଏବଂ ୧୦୧ ହୀରାର ମୁକୁଟ ରାମଲାଲାଙ୍କୁ ଦାନ କରିବାକୁ ଚାହୁଁଛି ସୁକେଶ ଚନ୍ଦ୍ରଶେଖର, ଜେଲରୁ ପଠାଇଲା ଚିଠି
ଦିଲ୍ଲୀ ଜେଲରେ ସଜା କାଟୁଥିବା ସୁକେଶ ଚନ୍ଦ୍ରଶେଖର ପୁଣି ଏକ ନୂଆ ଇଚ୍ଛା ଜାହିର କରିଛନ୍ତି । ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କ ପାଇଁ ୧୧ କିଲୋ ସୁନା ଏବଂ ୧୦୧ ହୀରା ଖଚିତ ମୁକୁଟ ଦାନ କରିବାକୁ ଇଚ୍ଛା ରଖିଛି ସୁକେଶ । ଏଥିପାଇଁ ଜେଲରୁ ଏକ ଚିଠି ଲେଖି ମୂର୍ତ୍ତି ଦାନ କରିବା…