ଏବେ ଅଜଣା କଲକୁ ରୋକିବ ଏହି ଫିଚର
ହ୍ଵାଟସଆପ୍ ରେ ୟୁଜର୍ସ ଙ୍କ ପାଇଁ ଏବେ ଅଜଣା ଅନିଚ୍ଛା କଲ କୁ ରିଜେକ୍ଟ କରିବା ହେଲା ସହଜ। ମେଟା ମାଲିକାନା ଇନଷ୍ଟାଣ୍ଟ ମେସେଜିଂ ଆପ୍ ନିକଟରେ Silence Unknown Callers କୁ ଜାରି କରିଛି। ମାନେ ୟୁଜର୍ସ ଅଜଣା ତଥା ସ୍ପାମ କଲକୁ ସାଇଲେଣ୍ଟ କରିବା ପାଇଁ ଅନୁମତି ପାଇବେ। ତେବେ ଏହି କଲ…