କିଛି ଏମିତି ଥିଲା ଚିତାଙ୍କୁ ଭାରତ ଆଣୁଥିବା ବିମାନ ଭିତରର ଦୃଶ୍ୟ, ଦେଖନ୍ତୁ ଭିଡିଓ…
୭ ଦଶନ୍ଧି ପରେ ଭାରତୀୟ ମାଟିରେ ଦୌଡିଲା ଚିତା । ବିମାନ ଯୋଗେ ନାମିବ୍ୟାର ଏହି ୮ ଚିତା ଅଣାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମ ଦିନରେ ଏହି ଆଫ୍ରିକୀୟ ଚିତା ବାଘ ଗୁଡ଼ିକୁ ଜଙ୍ଗଲରେ ଛାଡ଼ିଛନ୍ତି । ୧୯୫୨ରୁ ଭାରତରେ ଚିତା ବିଲୁପ୍ତ ହୋଇଯାଇଥିଲା । ଦୀର୍ଘ ୭୦ ବର୍ଷ ହେଲା…