Below header
Browsing Tag

chhattisgarh

ଛତିଶଗଡ଼ରେ ମାଓ ହିଂସା ପରେ ଓଡ଼ିଶାରେ ସବୁ ସୀମାନ୍ତ ଜିଲ୍ଲାରେ ହାଇ ଆର୍ଲଟ ଜାରି

(କେନ୍ୟୁଜ): ଛତିଶଗଡ଼ରେ ମାଓ ହମ୍ଲା ପରେ ଓଡ଼ିଶାରେ ସବୁ ସୀମାନ୍ତ ଜିଲ୍ଲାରେ ଏବେବି ହାଇ ଆର୍ଲଟ ଜାରି । ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ହାଇ ଆଲର୍ଟ କରାଯାଇଥିବା ବେଳେ ଏବେ ବରଗଡ଼ ଓ କଳାହାଣ୍ଡିରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । କହିବାକୁ ଗଲେ ରାଜ୍ୟକୁ ୯୦…

ନକ୍ସଲ ହମ୍‌ଲାରେ ୧୦ ଯବାନ ସହିଦ ଘଟଣା : ହାଇ ଆଲର୍ଟରେ ମାଲକାନଗିରି ଜିଲ୍ଲା

ମାଲକାନଗିରି (କେନ୍ୟୁଜ): ଛତିଶଗଡ଼ ଅରଣପୁର ବିସ୍ଫୋରଣ ପରେ ଛତିଶଗଡ଼ ସୀମାନ୍ତବର୍ତ୍ତି ଜିଲ୍ଲାଗୁଡିକରେ ହାଇଆଲର୍ଟ ଜାରି । ମାଲକାନଗିରି ଜିଲ୍ଲା ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ସମେତ ନୁଆପଡା ସୀମାରେ ଜାରି ହୋଇଛି ହାଇ ଆଲାର୍ଟ । ବିଶେଷକରି ନୂଆପଡା ଜିଲ୍ଲାର ସୁନାବେଡା ଅଭୟାରଣ୍ୟ…

ଛତିଶଗଡ ସୀମାନ୍ତ ଜିଲ୍ଲାରେ ବଢୁଛି କୋଭିଡ ସଂକ୍ରମଣ, ସତର୍କ ରହିବା ପରାମର୍ଶ ଦେଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

(କେନ୍ୟୁଜ): ଛତିଶଗଡ ସୀମାନ୍ତ ଜିଲ୍ଲାରେ ବଢୁଛି କୋଭିଡ ସଂକ୍ରମଣ। ନବରଙ୍ଗପୁର ମାଲକାନଗିରି ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ନବରଙ୍ଗପୁର, ସମ୍ବଲପୁର, ନୂଆପଡାରେ କୋଭିଡ କେଶ ବଢୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।…

ଶାରୀରିକ ସମ୍ପର୍କକୁ ନେଇ ଝଗଡ଼ା ପରେ କୂଅକୁ ଡେଇଁଲା ସ୍ତ୍ରୀ, ସ୍ୱାମୀ ପ୍ରଥମେ ଉଦ୍ଧାର କଲା…ପୁଣି କଲା ବୀଭତ୍ସ ହତ୍ୟା

ଛତିଶଗଡ଼ର ଯଶପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ମଦ ନିଶାରେ ଜଣେ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଛି। ପ୍ରଥମେ ସେ ନିଜ ସ୍ତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। କିନ୍ତୁ ସ୍ତ୍ରୀ ଏଥିରେ ରାଜି ନ ହେବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫଳରେ…

ଛତିଶଗଡ଼: ରାଇସ୍‌ ମିଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କା ମୂଲ୍ୟର ଧାନ ଓ ଅଖାବସ୍ତା ପାଉଁଶ

ଛତିଶଗଡ଼ର ଦୁର୍ଗ ଜିଲ୍ଲାର ଚନ୍ଦକୁରୀ ଗାଁରେ ଥିବା ରାକେଶ ରାଇସ୍‌ ମିଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଧାନ ଓ ଅଖାବସ୍ତା ଜଳି ପାଉଁଶ ହୋଇଯାଇଛି। ରାଇସ୍‌ ମିଲରେ ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା…

ଛତିଶଗଡ଼ରେ ସାମ୍ବାଦିକଙ୍କୁ ଧମକ ଦେଲେ ଯିବେ ଜେଲ୍‌! ଲାଗୁ ହେଲା ସାମ୍ବାଦିକ ସୁରକ୍ଷା ଆଇନ

ଆଜି ଛତିଶଗଡ଼ ବିଧାନସଭାରେ ସାମ୍ବାଦିକ ସୁରକ୍ଷା ବିଲ୍ ପାଇଁ ଏକ ପ୍ରସ୍ତାବ ପାରିତ ହୋଇଛି। ସର୍ବସମ୍ମତି କ୍ରମେ ଏହାକୁ ପାରିତ କରାଯାଇଛି। ଯଦିଓ ଏହି ସମୟରେ ବିରୋଧୀ ବିଜେପି କେତେକ ପ୍ରସଙ୍ଗକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲା ଏବଂ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ପାଇଁ…

ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ୍ ପରିବାରର ୧୧ ମୃତ, ଅନେକ ଗୁରୁତର

ନୂଆଦିଲ୍ଲୀ : ପିକଅପ୍ ଭ୍ୟାନ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଗଲା ୧୧ ଜୀବନ । ମୃତକ ସମସ୍ତେ ଗୋଟିଏ ପରିବାରର। ଛତିଶଗଡ଼ ବଲୋଦା ବଜାର ଭାତପରାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଅନ୍ୟ ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ…

ଛତିଶଗଡ଼: ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ବେଳେ ଅଟୋକୁ ପିଟିଲା ଟ୍ରକ୍‌; ଘଟଣାସ୍ଥଳରେ ୮ ଛାତ୍ରଛାତ୍ରୀଙ୍କ ମୃତ୍ୟୁ

ଛତିଶଗଡ଼ର କୋଙ୍କେର ଜିଲ୍ଲାରେ ଗୁରୁବାର ଦ୍ୱିପ୍ରହରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋକୁ ଏକ ଟ୍ରକ୍‌ ଜୋର୍‌ରେ ଧକ୍କା ଦେଇଛି। ମିଳିଥିବା ସୂଚନା ମୁତାବକ, ଏହି ଦୁର୍ଘଟଣାରେ ୮ ଜଣ ଛାତ୍ରଛାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି।…

ପିଶାଚ ପ୍ରେମିକର ବର୍ବରକାଣ୍ଡ! ଫୋନ୍‌ରେ କଥା ହେବାକୁ ମନା କରିବାରୁ ୫୧ ଥର ଭୁସି ପ୍ରେମିକାକୁ କଲା ହତ୍ୟା

ପ୍ରେମିକାକୁ ସ୍କ୍ରୁଡ୍ରାଇଭରରେ ଭୁସି ବୀଭତ୍ସ ହତ୍ୟା । ଛତିଶଗଡ଼ କୋର୍‌ବା ଜିଲ୍ଲାରେ ପ୍ରେମିକର ବର୍ବରକାଣ୍ଡ । କଥା ହେବାକୁ ମନା କରିବାରୁ ସ୍କ୍ରୁଡ୍ରାଇଭରରେ ୫୧ ଥର ଭୁସି ହତ୍ୟା କଲା ପ୍ରେମିକ । କୋର୍‌ବାର ଏସଇସିଏଲ ପମ୍ପ ହାଉସ କଲୋନୀରେ ଘଟିଛି ଏଭଳି ଘଟଣା । ଘରେ ଏକୁଟିଆ ଥିବାବଳେ ଜଣେ…

ଗଛରେ ପିଟି ହେବା ପରେ କାର୍‌ରେ ଲାଗିଲା ଭୀଷଣ ନିଆଁ; ୨ ଜୀବନ୍ତ ଦଗ୍ଧ…ରାସ୍ତାରେ ଯାଉଥିବା ଯୁବକ ଫେସ୍‌ବୁକ ଲାଇଭ୍‌ କରି…

ଛତିଶଗଡ଼ର ମନେନ୍ଦ୍ରଗଡ଼-ଚିରମିରୀ-ଭରତପୁର ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଦ୍ରୁତ ଗତିରେ ଯାଉଥିବା ଏକ କାର୍‌ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ କାର୍‌ରେ ହଠାତ୍‌ ନିଅାଁ ଲାଗିଯିବାରୁ ସେଥିରେ ବସିଥିବା ୨ ବ୍ୟକ୍ତି ଜୀବନ୍ତ…

ଦୀପାବଳିରେ ବୋନସ୍‌ ନ ମିଳିବାରୁ ଲୁଟେରା ସାଜିଲେ କର୍ମଚାରୀ! ନିଜର ହିଁ କମ୍ପାନୀକୁ ଲୁଟିନେଲେ; ଜାଣନ୍ତୁ ପୂରା ଘଟଣା

କୁହାଯାଏ, ଦରକାର ପଡ଼ିଲେ ମଣିଷ କିଛି ବି କରିପାରେ। କିନ୍ତୁ ପରେ ଅନୁତାପ କରେ ଯେ ସେ କେତେ ବଡ଼ ଅପରାଧ କରିଛି। ଛତିଶଗଡ଼ର ରାୟପୁରରୁ ଠିକ୍‌ ଏମିତି ହିଁ ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମନ ପସନ୍ଦର ଦରମା ଏବଂ ଦୀପାବଳି ବୋନସ୍‌ ନ ମିଳିବାରୁ ଜଣେ କର୍ମଚାରୀ ଲୁଟେରା ସାଜିଥିଲେ। ସେ କିଛି…

ଛତିଶଗଡ଼ରେ ଭୂକମ୍ପର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୮

ନୂଆଦିଲ୍ଲୀ : ପୁଣି ଛତିଶଗଡ଼ରେ ଭୂକମ୍ପ ଝଟକା। ଆଜି ଭୋର ୫ ଟା ୨୮ ରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର (National Centre for seismology ) ପକ୍ଷରୁ ସୂଚନା ମିଳିଛି । ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରହିଥିବା ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି । ଭୂକମ୍ପର…