ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଅବସର ନେଲେ ଜଷ୍ଟିସ କେ.ଏସ ଜାଭେରୀ, ଅଭିଭାଷଣ ବେଳେ ହେଲେ ଭାବବିହ୍ଵଳ
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଅବସର ନେଇଛନ୍ତି ଜଷ୍ଟିସ କେ.ଏସ ଜାଭେରୀ । ମୁଖ୍ୟ ବିଚାରପତି ଭାବେ ତାଙ୍କର କାର୍ଯ୍ୟକାଳ ଥିଲା ଏକ ବର୍ଷ ୪ ମାସ ୨୪ ଦିନ । ଏହି ୫୧୧ ଦିନର କାର୍ଯ୍ୟକାଳ ବେଶ ଘଟଣାବହୁଳ । ବିଦାୟକାଳୀନ ଅଭିଭାଷଣ ବେଳେ ସେ ବେଶ ଭାବବିହ୍ଵଳ ହୋଇପଡ଼ିଥିଲେ । ସଂସ୍ଥାର…