Browsing Tag

chief minister naveen patnaik

ନୂତନ ଟେକ୍ନୋଲୋଜି ସହ ନିଜକୁ ବଦଳାଇଲେ କାମରେ ଦକ୍ଷତା ଓ ସ୍ବଚ୍ଛତା ଆସିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ନୂଆ ଟେକ୍ନୋଲୋଜି ଦକ୍ଷତା ଓ ସ୍ୱଛତା ବୃଦ୍ଧି କରିବ। କାର୍ଯ୍ୟରେ ଦକ୍ଷତା ଓ ସ୍ୱଛତା ବୃଦ୍ଧି କରିବାରେ ଏହା ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୦୬ଜଣ ଜୁନିଅର ଇଞ୍ଜିନିୟର ଜଳସମ୍ପଦ ବିଭାଗରେ ଯୋଗ ଦେଇଛନ୍ତି। ରାଜ୍ୟ ଷ୍ଟାଫ୍‌ ସିଲେକ୍ସନ…

ଭୁବନେଶ୍ୱରରେ ଗଡ଼ିବ ଇ-ବସ୍ ଓ ଇ-ରିକ୍ସା , ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ୍

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ କାଲିଠୁ ଚାଲିବ ଇ-ବସ୍‌ । ମୋ ବସ୍‌ର ସଫଳତା ପରେ ଇ-ବସ୍‌ ସେବା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ୍‌ ଚାଲିବ । ଶୁକ୍ରବାର ସନ୍ଧ୍ୟାରେ ଇ-ବସ୍‌ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇ-ବସ୍‌ ସହ ଇ-ରିକ୍ସା ମଧ୍ୟ ଚାଲିବ ବୋଲି ମୋ…

ଖୁବଶୀଘ୍ର ଉଡ଼ିବ ଦୁବାଇ-ଭୁବନେଶ୍ୱର ବିମାନ, ପ୍ରବାସୀ ଓଡ଼ିଆଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

(କେନ୍ୟୁଜ): ଉଡ଼ିବ ଦୁବାଇ-ଭୁବନେଶ୍ୱର ବିମାନ । ଓଡ଼ିଶାରୁ ଦୁବାଇକୁ ବିମାନ ସେବା ଆରମ୍ଭ ନେଇ ଆମେ ଆଶାବାଦୀ ଅଛୁ । ଖୁବଶୀଘ୍ର ଏହା ବାସ୍ତବରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା ଅବସରରେ…

ଦିଲ୍ଲୀରେ ମୋଦି-ନବୀନ ଭେଟଘାଟ୍‌ : ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ହେଲା ଆଲୋଚନା

ନୂଆଦିଲ୍ଲୀ : ମୋଦି-ନବୀନ ଭେଟଘାଟ୍‌ । ତିନି ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପିଏମ୍‌ ମୋଦିଙ୍କୁ ଭେଟିଛନ୍ତି । ପ୍ରାୟ ୩୦ ମିନିଟ୍‌ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ରାଜ୍ୟ ସ୍ୱାର୍ଥ ସମ୍ବଳିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି…

ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଆଜିଠୁ ପ୍ରଥମ ବ୍ୟାଚ ଏମବିବିଏସ ପାଠ୍ୟକ୍ରମ ଆରମ୍ଭ, ମୁଖ୍ୟମନ୍ତ୍ରୀ କରିବେ ଶୁଭ…

ପୁରୀ (କେନ୍ୟୁଜ): ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଆଜିଠୁ ପ୍ରଥମ ବ୍ୟାଚ ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସରିଛି ସମସ୍ତ…

ସଂସଦ ଭବନରେ ମୁଖ୍ୟମନ୍ତ୍ରୀ : ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗଦେଲେ ନବୀନ

ନୂଆଦିଲ୍ଲୀ : ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦ ଭବନରେ ପହଞ୍ଚି ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗଦେଇଛନ୍ତି । ଦଳୀୟ ସାଂସଦଙ୍କ ସହ ଆଲୋଚନା କରିଛନ୍ତି ନବୀନ । ପାର୍ଲାମେଣ୍ଟରେ ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗ ଉଠାଇବାକୁ ଦଳୀୟ ସାଂସଦଙ୍କୁ ପରାମର୍ଶ ପରାମର୍ଶ ଦେଇଛନ୍ତି…

ବିଜେଡିକୁ ସମର୍ଥନ ପାଇଁ ସମସ୍ତ ଦଳୀୟ ପ୍ରାର୍ଥୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ): ନବୀନ ଦେଲେ ଆନ୍ତରିକ ଧନ୍ୟବାଦ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌ । ବିଜୟୀ ସମସ୍ତ ଦଳୀୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଅତୁଟ ବିଶ୍ୱାସ ରଖି ବିଜେଡିକୁ ବିପୁଳ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା: ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ଫେରାଇ ଆଣିବାର…

ଭୁବନେଶ୍ବର(କେନ୍ଯୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ଫେରାଇ ଅଣାଯିବ । ଏନେଇ ସମସ୍ତ ପରିବହନ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହି ପ୍ରସଙ୍ଗରେ ସମନ୍ଵୟ ରକ୍ଷା ପାଇଁ ଉନ୍ନୟନ କମିଶନର ତଥା ଏସଆରସି ପ୍ରଦୀପ…

ଆଜି ଲୋକାର୍ପିତ ହେବ ଦ୍ୱିତୀୟ ପର୍ଯ୍ୟାୟ ସ୍ମାର୍ଟ କ୍ଲାସ ରୁମ୍‌, ମୁଖ୍ୟମନ୍ତ୍ରୀ କରିବେ ଉଦ୍‌ଘାଟନ

ଭୁବନେଶ୍ୱର(କେନ୍ଯୁଜ୍): ଆଜି ଲୋକାର୍ପିତ ହେବ ଦ୍ୱିତୀୟ ପର୍ଯ୍ୟାୟ ସ୍ମାର୍ଟ କ୍ଲାସ ରୁମ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଏଥିପାଇଁ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିବେ ୫ ମନ୍ତ୍ରୀଙ୍କ ସମେତ ୨୩ ବିଧାୟକ। ହିଜିଂଳିକାଟୁ ନିର୍ବାଚନ ମଣ୍ଡଳୀରେ ୧୦ଟି ଉଚ୍ଚ ବିଦ୍ୟାଳୟର…

ଆଜି ୧୫ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍): ୧୫ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଆଜି ୧୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ହେବ । ୩ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ୧୧ଟିର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ୧୫ ଶହ ୩୭କୋଟି ବ୍ୟୟରେ ନିର୍ମିତ…

ଆସନ୍ତା ମେ ୨୯ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିପାରେ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର: ଆସନ୍ତା ମେ ୨୯ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିପାରେ ମନ୍ତ୍ରୀ ପରିଷଦ ବୈଠକ । ଏହି ଦିନ ମୁଖ୍ୟମନ୍ତ୍ରୀ ପଞ୍ଚମ ପାଳିର ୨ବର୍ଷ ପୂରଣ କରିବାକୁ ଯାଉଛନ୍ତି। କରୋନା କଟକଣା ପାଇଁ ଭର୍ଚୁଆଲରେ ହେବ ବୈଠକ । ୨ବର୍ଷ ଭିତରେ ବିଭିନ୍ନ ବିଭାଗୀୟ ଉପଲବ୍ଧି ଓ ପରବର୍ତ୍ତୀ…

ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ନେସନ୍‌ ସର୍ଭେ: ପୁଣି ଥରେ ଦେଶର ନମ୍ବର ୧ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ଦେଶର ପୁଣି ଥରେ ନମ୍ବର ୧ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ନେସନ୍‌ ସର୍ଭେରେ ମୁଖ୍ୟମନ୍ତ୍ରୀ ନମ୍ବର ୧ ହୋଇଛନ୍ତି । ଇଣ୍ଡିଆ ଟୁଡେର ଏହି ସର୍ଭେରେ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନିଜ ରାଜ୍ୟରେ ତାଙ୍କୁ…