ଗୋପରେ ଗୋଟା କୁକୁଡା ହୋଇଗଲା ମାତ୍ର ୧୦ ଟଙ୍କା, ଚିକେନ ପ୍ରେମୀଙ୍କ ପାଇଁ ହୋଲି ପୁରା ରଙ୍ଗିଲା
ଗୋପ(କେନ୍ୟୁଜ୍): ଗୋଟା କୁକୁଡା ୧୦ ଟଙ୍କା । କଥାଟା ବିଶ୍ବାସ ନହେଉଥିଲେ ମଧ୍ୟ ସତ। କରୋନା ଭାଇରସର ଭୟ ଉଜାଡି ଦେଇଛି ଗୋପ କୁକୁଡ ଚାଷୀଙ୍କ ବ୍ୟବସାୟ। ଲୋକଙ୍କ ମନରେ କରୋନା ଡର ବସାବାନ୍ଧି ରହିଥିବାରୁ କୁକୁଡା ମାଂସ ଖାଇବାକୁ ମନ ବଳାଉନାହାନ୍ତି କେହି। ତେଣୁ କୁକୁଡା ମାଂସ ବଜାରରେ…