Browsing Tag

child died

ଅଙ୍ଗନବାଡିରେ ଏକ୍ସପାଏରୀ ଔଷଧ ଖାଇ ଶିଶୁର ମୃତ୍ୟୁ, ମୃତଦେହ ଧରି ରାସ୍ତାରୋକ କଲେ ପରିବାର

ଗଜପତି (କେନ୍ୟୁଜ): ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଜାଜପୁର ଗ୍ରାମରେ ରାସ୍ତାରୋକ। ଗତ ଏପ୍ରିଲ ୧୧ ତାରିଖରେ ଅଙ୍ଗନବାଡିରେ ଏକ୍ସପାୟର ଔଷଧ ଖାଇବା ଫଳରେ ଶିଶୁ ଗୁରୁତର ହୋଇ କଟକ ଶିଶୁ ଭବନରେ ଚିକିତ୍ସୀତ ହେଉଥିବା ସମୟରେ ମୁତ୍ଯୁ ହୋଇଛି। ଫଳରେ ଜାଜପୁର ଗ୍ରାମରେ ଆଜି ସକାଳୁ ସକାଳୁ ରାସ୍ତା…

ପୋଖରୀରେ ବୁଡି ୩ ବର୍ଷର ଶିଶୁ ମୃତ, ପରିବାରରେ ଖେଳିଯାଇଛି ଶୋକର ଛାୟା

ଆନନ୍ଦପୁର (କେନ୍ୟୁଜ): ଆନନ୍ଦପୁର ଥାନା ବଳଦୁଆଁ ଗାଁରେ ଘଟିଛି ଅଘଟଣ। ଗାଁର ରବିନ୍ଦ୍ର ଖଣ୍ଡାଙ୍କ ତିନିବର୍ଷର ନାବାଳକ ପୁଅ ପୋଖରୀରେ ବୁଡି ମୃତ। ସୂଚନା ଅନୁଯାୟୀ ନାବାଳକ ପୁଅଟି ଘରେ ମା ପାଖରେ ଶୋଇଥିବା ବେଳେ ଅଚାନକ଼୍ ଉଠି ବାହାରକୁ ଚାଲିଯାଇଥିଲା । ଅସାବଧାନତା ବଶତଃ ଘର ନିକଟରେ ଥିବା…

ରାଜସ୍ଥାନ: ଅଜଣା ରୋଗକୁ ନେଇ ଆତଙ୍କିତ ଲୋକେ, ଗଲାଣି ୭ ଶିଶୁଙ୍କ ଜୀବନ; ଅନେକ ଅସୁସ୍ଥ

ନୂଆଦିଲ୍ଲୀ : ରାଜସ୍ଥାନର ସିରୋହି ଜିଲ୍ଲାରେ ଅଜ୍ଞାତ ରୋଗ ହେତୁ ୭ ପିଲାଙ୍କ ମୃତ୍ୟୁକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ପିଲାମାନଙ୍କ ମଧ୍ୟରୁ ତିନିଜଣ ଗୋଟିଏ ପରିବାରର ଥିଲେ ବୋଲି ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପିଲା ଅସୁସ୍ଥ ଥିବାର କୁହାଯାଉଛି । ଯଦିଓ ଚିକିତ୍ସା ବିଭାଗ…

ଗଜପତି ମହେନ୍ଦ୍ରଗଡ ଗାଁରେ ଅଘଟଣ: କୂଅରେ ପଡି ଶିଶୁ ମୃତ, ୧୪ଘଣ୍ଟା ପରେ କରାଗଲା ଉଦ୍ଧାର

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଘର ପଛପଟେ ଥିବା ଏକ କୁଅ ପାଖରେ ଖେଳୁଥିବା ସମୟରେ ଦୁଇ ବର୍ଷର ଶିଶୁପୁତ୍ର କୁଅ ଭିତରେ ଖସି ପଡି ମୃତ୍ୟୁ ବରଣ କରିଛି । ମୃତକ ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି ନିକଟସ୍ଥ…

ମୟୂରଭଞ୍ଜ: ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳାରୁ ଚାଲିଗଲା ଶିଶୁର ଜୀବନ, ହସ୍ପିଟାଲ ନେବା ବାଟରେ ଗାଡି ଅଟକାଇ…

ମୟୂରଭଞ୍ଜ : ୧୦୮ ଆମ୍ବୁଲାନ୍‌ସ କର୍ମଚାରୀଙ୍କ ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତରଖାନାରୁ କଟକ ବଡ଼ ଡାକ୍ତରଖାନାକୁ ଗୁରୁତର ଅସୁସ୍ଥ ଶିଶୁକୁ ନିଆଯାଉଥିବା ବେଳେ ଘଟିଛି ଏଭଳି ଅଘଟଣ । କଟକ ଯିବା ବାଟରେ ଏକ ହୋଟେଲରେ ଆମ୍ବୁଲାନ୍‌ସ କର୍ମଚାରୀ ଦୀର୍ଘ…

ପ୍ରସବ ବେଳେ ଛିଡିଗଲା ନବଜାତର ମୁଣ୍ଡ-ଗଣ୍ଡି

ଆମ ଦେଶରେ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଇଥାଏ। କିନ୍ତୁ  ଯେତେବେଳେ ଡାକ୍ତରମାନେ ନିଜ କାମ ଦାୟିତ୍ୱର ସହ କରିନଥାନ୍ତି ବା ଅଣଦେଖା କରିବା ଯୋଗୁ ଯଦି କାହାର ଜୀବନ ଚାଲିଯାଏ ତେବେ ସେହି ହତ୍ୟାର ଦାୟୀ କିଏ ହେବ? ଏଭଳି ଏକ ଘଟଣା ତେଲେଙ୍ଗାନାର ନଗରକୁରନୁଲ ଜିଲ୍ଲାରେ ଦେଖିବାକୁ…

କେନ୍ଦ୍ରାପଡ଼ା: ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ମୃତ୍ୟୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଚିକିତ୍ସାରେ ଅବହେଳା ଅଭିଯୋଗ କରି ସ୍ଥାନୀୟ…

ଖେଳ ହେଲା କାଳ, ପୋଖରୀରେ ପଡି ୨ ବର୍ଷର ଶିଶୁକନ୍ୟା ମୃତ

ଘଟଗାଁ : ଖେଳ ହେଲା କାଳ । ପୋଖରୀରେ ଗୋଡି ଖସି ୨ ବର୍ଷର ଶିଶୁକନ୍ୟା ମୃତ। ଘଟଣାଟି ଘଟିଛି ଘଟଗାଁ ପୁରୁମୁଣ୍ଡା ଗାଁରେ । ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଧର୍ମେ ମୁଣ୍ଡାଙ୍କ ଦୁଇ ବର୍ଷର ଝିଅ ହୁଲି ମୁଣ୍ଡା ଘର ପଛପଟ ପୋଖରୀ ନିକଟରେ ଖେଳୁଥିବା ବେଳେ ଗୋଡ ଖସିଯିବାରୁ ବୁଡିଯାଇଥିଲେ।…