Browsing Tag

child kidnap

ପିଲାଚୋରି ଗୁଜବକୁ ନେଇ ବୋଲଗଡରେ ଛାତିଥରା ଘଟଣା, ନୀରିହର ଜୀବନ ଯାଇଥିବା ଅଭିଯୋଗ

ବେଗୁନିଆ(କେନ୍ୟୁଜ): ପିଲାଚୋରି ଗୁଜବକୁ ନେଇ ଘଟୁଛି ଅଭାବନୀୟ ଘଟଣା । କେଉଁଠି ନୀରିହ କିଏ ମାଡ ଖାଇ ଲହୁଲୁହାଣ ହେଲାଣି ତ ଆଉ କେଉଁଠି କିଏ ମୃତ୍ୟୁବରଣ କଲାଣି । ପୁଣି କେଉଁ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେଲାଣି । ସେପଟେ ବୋଲଗଡ ଅଞ୍ଚଳରେ କନ୍ଧମାଳ ଜିଲ୍ଲାର ଜୈନିକ ବ୍ୟକ୍ତିକୁ ନେଇ ଥାନାରେ…

ହାତରେ ହଜିଲା ପୁଅର ଫଟୋକୁ ଧରି ଦୀର୍ଘ ଦୁଇ ବର୍ଷ ହେଲା ଖୋଜୁଛି ଏଇ ମାଆ

କଣ୍ଟାମାଳ(କେନ୍ୟୁଜ): ଦିନେ କି ଦୁଇଦିନ ନୁହେଁ ଆଜିକୁ ଦୁଇ ବର୍ଷ ହେଲା ଅପହୃତ ହୋଇଯାଇଛି ନାବାଳକ ପୁଅ । ପୁଅର ବାଟକୁ ଅନାଇ ଅନାଇ ମାଆ ଆଖିରୁ ଲୁହ ସୁଖୁନାହିଁ । ହେଲେ ହଜିଲା ପୁଅ ଆଉ ମାଆ କୋଳକୁ ଫେରୁନାହିଁ । ନ୍ୟାୟ ପାଇଁ ପ୍ରତିଦିନ ଥାନାକୁ ଅସହାୟ ମାଆଟି ଧାଉଁଛି ସିନା ହେଲା ପୋଲିସ…

ଶିଶୁ କନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣା, ମାଷ୍ଟର ମାଇଣ୍ଡ ସମେତ ୪ ଅଭିଯୁକ୍ତ ଗିରଫ

ଦେବଗଡ଼ (କେନ୍ୟୁଜ): ଦେବଗଡ଼ ଜିଲ୍ଲାର ଶିଶୁକନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣାର କାର୍ଯ୍ୟାନୁଷ୍ଠାନ । ମାଷ୍ଟରମାଇଣ୍ଡ ସହ ୪ ଅଭିଯୁକ୍ତ ଗିରଫ । ଅପହରଣରେ ବ୍ୟବହୃତ କାର, ଦୁଇଟି ବାଇକ ଓ ୪ଟି ମୋବାଇଲ ଫୋନ ଜବତ କରିଛି କଲା ଦେବଗଡ଼ ପୋଲିସ । ସମସ୍ତ ଅଭିଯୁକ୍ତ ଦେବଗଡ଼ ଜିଲ୍ଲାର। ଗିରଫ ଅଭିଯୁକ୍ତ…

ବାପା ରଚିଥିଲା ପୁଅ ଅପହରଣ ନାଟକ

ଭୁବନେଶ୍ୱର (କେନ୍ୟୁଜ) : ବାପାକୁ ଭଲ ଲାଗୁନଥିଲା ସ୍ତ୍ରୀ । ନିଜ ଠୁ ଦୂରେଇ ଦେବାକୁ ଚାହୁଁଥିଲା । ସେଇଥିପାଇଁ ସ୍ତ୍ରୀ ରାଗ ସୁଝାଇଲା ପୁଅ ଉପରେ । ଏ କେମିତିକା ବାପା । ସ୍ତ୍ରୀକୁ ରାସ୍ତାରୁ ହଟାଇବା ପାଇଁ ନିଜେ ନିଜ ପୁଅକୁ କଲା ଅପହରଣ । ବାପା ରଚିଥିଲା ପୁଅ ଅପହରଣର ନାଟକ । ସ୍ତ୍ରୀ ଆଗରେ…

ଏସପ୍ଲାନେଡ଼ ମଲ ଆଗରୁ ଯୁବକଙ୍କୁ ଅପହରଣ, ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱର ଏସପ୍ଲାନେଡ଼ ମଲ ଆଗରୁ ଯୁବକଙ୍କୁ ହୋଇଛି ଅପହରଣ। ଅପହୃତ ଯୁବକ ହେଲେ ପ୍ରିୟବ୍ରତ ସାହୁ । ସେ ଆନନ୍ଦପୁର,ବେଲବହାଳି ଗାଁ ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ପୁଅ ବୋଲି ଜଣା ଯାଇଛନ୍ତି । ଆଜି ସନ୍ଧ୍ୟାରେ ସାଙ୍ଗଙ୍କ ସହ ରଶୁଲଗଡରୁ ଏକ୍ସପ୍ଲାନେଡ଼ ଆସୁଥିଲେ ସେ । ଏହି…

ଶ୍ୱଶୁର ଘର ଲୋକଙ୍କୁ ଆକ୍ରମଣ, ସ୍ତ୍ରୀ ଓ ଝିଅଙ୍କୁ ଅପହରଣ କଲା ଜ୍ୱାଇଁ

ଜଳେଶ୍ୱର(କେନ୍ୟୁଜ୍‌): ଶ୍ୱଶୁର ଘର ଲୋକଙ୍କୁ ଆକ୍ରମଣ, ସ୍ତ୍ରୀ ଓ ଝିଅଙ୍କୁ ଅପହରଣ କଲା ଜ୍ୱାଇଁ। ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଆଳୁମେଦା ଗାଁରେ ଘଟିଛି ଘଟଣା। ଅଭିଯୋଗ ଅନୁଯାୟୀ, ଆଳୁମେଦା ଗାଁର ବ୍ରଜମୋହନ ମହାନ୍ତିଙ୍କ ଝିଅ ସୌମ୍ୟା ସୁଚୟତାଙ୍କ ସହ ରାଇପୁର ଗାଁର ଦେବେନ୍ଦ୍ର…

ସାବଧାନ ! ଭୁବନେଶ୍ବରରେ ମାତିଛନ୍ତି ପିଲା ଚୋର, ବଡ଼ଗଡ଼ ଥାନା ଅଞ୍ଚଳରୁ ଅପହରଣକାରୀ ମହିଳା ଅଟକ

ଭୁବନେଶ୍ବର(କେନ୍ୟୁଜ୍): ବଡ଼ଗଡ଼ ଥାନା ଅଞ୍ଚଳରେ ଶିଶୁ ଅପହରଣ ଘଟଣା । ଅପହରଣକାରୀ ମହିଳା ପୁଲିସ ଦ୍ୱାରା ଅଟକ। ମହିଳା ଜଣକ ଶିଶୁଟିକୁ ଖେଳୁଥିବା ସମୟରେ ଅପହରଣ କରିଥଲା । ମହିଳା ଜଣକ ହାଇଦ୍ରାବାଦର ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଛି । ବଡଗଡ଼ରୁ ଚୋରି ହୋଇଥିବା ଛୁଆକୁ…

ମା’ କୋଳକୁ ଫେରିଲା ଚୋରି ଶିଶୁ, ସ୍ଥାନୀୟ ବଜାରରୁ ଉଦ୍ଧାର କଲେ କିଛି ମହିଳା

ରାୟଗଡ଼ା(କେନ୍ୟୁଜ୍): ମା' କୋଳକୁ ଫେରିଲା ଚୋରି ଶିଶୁ। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ଶିଶୁ ସ୍ଥାନୀୟ ବଜାରରୁ ଉଦ୍ଧାର ହୋଇଛି। ଗୁମ୍ମା ନିକଟ ବଡ଼ ବାଲେଶ୍ୱର ଗାଁର କଳିତ୍‌ ହିକକା ନିଜ ପୁଅର ଦେହ ଖରାପ ପାଇଁ ମୁଖ୍ୟ ଚିକିତ୍ସାଲୟକୁ ଯାଇଥିଲେ। ସେ ବାହାରେ ଶୋଇଥିବା ବେଳେ ତାଙ୍କ…

ବାଲେଶ୍ୱର ସୋର ଥାନା ରେଳ ଷ୍ଟେସନ ନିକଟରୁ ଚକୋଲେଟ୍ ଲୋଭ ଦେଖାଇ ପିଲାକୁ ଅପହରଣ

ବାଲେଶ୍ୱର: ଚକୋଲେଟ୍ ଲୋଭ ଦେଖାଇ ଅପହରଣ। ବାଲେଶ୍ୱର ଜିଲ୍ଲା ସୋର ଥାନା ରେଳ ଷ୍ଟେସନ ନିକଟରୁ ଜଣେ ପିଲାକୁ ଚକୋଲେଟ୍ ଦେଇ ଅପହରଣ କରନିଆଯାଇଥିବା ଅଭିଯୋଗ ହୋଇଛି। ବାହାନଗା ଅଞ୍ଚଳର ବର୍ଷା ବିନ୍ଧାଣି ନାମକ ଜଣେ ମହିଳା ନିଜ ପିଲା ସହ ସୋର ଅଞ୍ଚଳରେ ଭିକ ମାଗି ଚଳୁଥିଲେ। ସଂଧ୍ୟାରେ ଘରକୁ…

ନୟାଗଡ଼: ୮ ବର୍ଷର ନାବାଳିକା ଅପହରଣକୁ ବିତିଗଲା ୩ଦିନ, ଏପର୍ଯ୍ୟନ୍ତ ଅପରାଧୀଙ୍କ ଟେର୍‌ ପାଉନି ପୋଲିସ୍

ନୟାଗଡ଼(କେନ୍ୟୁଜ୍) : ନୟାଗଡ଼ ଚାନ୍ଦପୁର ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ଅପହରଣର ତିନି ଦିନ ପରେ ବି ପୋଲିସ ହାତ ଖାଲି । ଗତ ୭ ତାରିଖ ଗୋପବନ୍ଧୁ ନଗରରେ ରାଜେସ ଚୌଧୁରୀଙ୍କ ୮ ବର୍ଷର ଝିଅ ମିତାଲି ଓ ତାର ଜଣେ ସମ୍ପର୍କୀୟ ଭାଇ ଖେଳୁଥିବା ସମୟରେ ଚକଲେଟ୍‌ ଦେବା ବାହାନାରେ…

ବିଶ୍ବାସରେ ଦେଲେ ବିଷ, ବନ୍ଧୁ ସାଜି ଅପହରଣ କରିନେଲେ ୨ ବର୍ଷର ଶିଶୁ

ବାରିପଦା (କେନ୍ଯୁଜ୍) : ବାରିପଦା ସହରରେ ଘଟିଛି ଏହି ଘଟଣା। ପେରେଡ ପଡିଆ ଅ଼ଞ୍ଚଳର ସେକ ରାହଜନଙ୍କ ୨ ବର୍ଷର ପୁଅକୁ ଅଞ୍ଜନା ମହନ୍ତ ନାମକ ଜଣେ ମହିଳା ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଗତ ଶନିବାର ସେକ୍‌ ରାଜନଙ୍କ ପୁଅର ଦେହ ଖରାପ ହେବାରୁ ତାକୁ ବାରିପଦା ମେଡିକାଲ ନିଆଯାଇଥିଲା। ସେଠାରେ…

ପିଲାଚୋରି ଅଭିଯୋଗରେ ୭ ଅଟକ, ୨ ଶିଶୁ ଉଦ୍ଧାର

ଘଟଗାଁ(କେନ୍ଯୁଜ୍) : ପିଲା ଚୋରି କରି ନେଉଥିବା ଅଭିଯୋଗରେ ଗ୍ରାମବାସୀ କାବୁ କରିଥିବା 7 ଜଣକୁ ପୋଲିସ ଉଦ୍ଧାର କରି ଥାନାରେ ଅଟକ ରଖିବା ସହ 2ଜଣ ଶିଶୁକୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ତୁରୁମୁଙ୍ଗା ଥାନା ଜାମୁନାଳିଆ ଫୁଟବଲ ପଡିଆରୁ 2ଜଣ ଶିଶୁଙ୍କୁ 7ଜଣ ଯୁବକ ଅପହରଣ କରି ନେଇଯାଉଥିବା…