Below header
Browsing Tag

children

ଦୁଷ୍ଟ ଛୁଆଙ୍କୁ ସମ୍ଭାଳିବା ପାଇଁ ଆପଣାନ୍ତୁ ଏହି ସବୁ ସହଜ ଉପାୟ

ପିଲାମାନଙ୍କୁ ଲାଳନ ପାଳନ କରିବା ଏକ ସହଜ କାର୍ଯ୍ୟ ନୁହେଁ । ପିଲାମାନଙ୍କୁ ଭଲ ମଣିଷ କରିବା ପାଇଁ ହେଲେ ସେମାନଙ୍କୁ ଶୃଙ୍ଖଳାରେ ରଖିବା ଆବଶ୍ୟକ। ତଥାପି, ଅଧିକାଂଶ ପିତାମାତା ପାଠପଢା ସମୟରେ ପିଲାମାନଙ୍କୁ ଗାଳିଗୁଲଜ କରନ୍ତି କିମ୍ବା ମାରପିଟ କରିଥାନ୍ତି ଯାହା ସମ୍ପୂର୍ଣ୍ଣ ଭୁଲ୍ । ଆପଣ…

ଶୀତଦିନେ ବୟସ୍କ ଓ ଶିଶୁଙ୍କର କେମିତି ନେବେ ଯତ୍ନ, ଜାଣନ୍ତୁ ପୁରା ଟିପ୍ସ

ବର୍ତ୍ତମାନ ଶୀତର ପ୍ରଭାବ ଧିରେ ଧିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଯୁବାବସ୍ଥାରେ ଥିବା ଲୋକଙ୍କର ଶୀତ ସହିବାର କ୍ଷମତା ରହିଥାଏ। କିନ୍ତୁ ଛୋଟ ଛୁଆ ଓ ବୟସ୍କ ବ୍ୟକ୍ତି ଶୀତ ସହିବା କଠିନ ହୋଇଥାଏ। ବିଶେଷଜ୍ଞଙ୍କ ମତରେ ବୟସ୍କ ଲୋକଙ୍କର ରକ୍ତ ଅପେକ୍ଷାକୃତ ଥଣ୍ଡା ହୋଇଥିବାରୁ ସେମାନେ ଶୀତ…

ପିଲାଙ୍କୁ କୋଭିଡ ଟିକାକରଣ ନେଇ ଆଜିଠୁ ଦିଆଯିବ ତାଲିମ, ପ୍ରଥମେ ରାଜ୍ୟସ୍ତରରେ ପରେ ଜିଲ୍ଲା ସ୍ତରରେ

ପିଲାଙ୍କୁ କୋଭିଡ ଟିକାକରଣ ନେଇ ଆଜିଠୁ ଦିଆଯିବ ତାଲିମ। ଭର୍ଚୁଆଲ୍‌ ମାଧ୍ୟମରେ କେନ୍ଦ୍ର ସରକାର ତାଲିମ ଦେବେ। ଏଥିସହିତ ପ୍ରଥମେ ରାଜ୍ୟସ୍ତରରେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତାଲିମ ଦିଆଯିବ । ପରେ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟକର୍ମୀ ଟ୍ରେନିଂ ନେବେ । ରାଜ୍ୟରେ ୨ରୁ ୧୮ ବର୍ଷ ବୟସ ଭିତରେ ୧ କୋଟି…

ଶୋଚନୀୟ ରାସ୍ତାକୁ ସଜାଡ଼ିବାକୁ ଅଣ୍ଟା ଭିଡିଲେ କୁନି କୁନି ପିଲା, ନିଜ ହାତରେ ଖାଲରେ ପକାଇଲେ ମେଣ୍ଟାଲ

ଭଦ୍ରକ(କେନ୍ଯୁଜ୍): ଶୋଚନୀୟ ରାସ୍ତାକୁ ସଜାଡ଼ିଲେ କୁନି କୁନି ପିଲା। ଖାଲରେ ମେଣ୍ଟାଲ ପକାଇବାକୁ କିଏ ଅଖାରେ ତ ଆଉ କିଏ ସାଇକେଲରେ ବୋହି ନେଇ ଖାଲରେ ଢାଳୁଛନ୍ତି। ଦୟନୀୟ ହୋଇ ପଡ଼ିଥିବା ରାସ୍ତାକୁ ସଜାଡ଼ିବାକୁ ଲାଗି ପଡ଼ିଛନ୍ତି ଭଦ୍ରକ ବ୍ଲକ ଗେଲଟୁଆ ପଞ୍ଚାୟତର କୁନି କୁନି ପିଲା। ଆଦିବାସୀ…

କରୋନାରୁ ସୁସ୍ଥ ପରେ ବଡ଼ ଲୋକଙ୍କ ସହ ଛୋଟ ପିଲା ହେଉଛନ୍ତି ଡାଇବେଟିସର ଶିକାର, ରିସର୍ଚ୍ଚରୁ ପ୍ରକାଶ

କରୋନା  ଭାଇରସକୁ ନେଇ ଏକ ନୂତନ ତଥ୍ୟ ସାମ୍ନାକୁ ଅ।।ସିଛି । ଏହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କରୋନା ଭାଇରସ କେବଳ ମଧୁମେହ ବା ଡାଇବେଟିସ ଲୋକଙ୍କ ପାଇଁ କ୍ଷତିକାରକ ନୁହେଁ ବରଂ ଏହା ଲୋକଙ୍କ ମଧ୍ୟରେ ଡାଇବେଟିସ ସମସ୍ୟା ମଧ୍ୟ ସୃଷ୍ଟି କରୁଛି ।ଏହାକୁ ନେଇ କେବଳ ବଡ଼ ଲୋକ…

ବିପଦପୂର୍ଣ୍ଣ ହୋଇପାରେ ପିଲାଙ୍କୁ ଉଚ୍ଚ କୋଲେଷ୍ଟ୍ରଲ ସମସ୍ଯା, ଏହି ଲକ୍ଷଣ ଏବଂ କାରଣକୁ କରନ୍ତୁନି ଅଣଦେଖା

ଯଦି ଆପଣ ଭାବୁଥାନ୍ତି, କେବଳ ବୟସ୍କ ଲୋକଙ୍କୁ ଉଚ୍ଚ କୋଲେଷ୍ଟ୍ରଲ ସମସ୍ଯା ହୋଇଥାଏ ବୋଲି, ତେବେ ଆପଣଙ୍କ ଧାରଣା ବିଲକୁଲ ଭୁଲ। କେବଳ ବୟସ୍କ ନୁହେଁ ବରଂ ପିଲାଙ୍କୁ ମଧ୍ୟ ଏହି ସମସ୍ଯା ଦେଖାଦେଇଥାଏ। ଖାସ୍ କରି ହୃଦୟ ରୋଗ ସମସ୍ଯା। ଏମିତିରେ ଯେଉଁ ପିଲାଙ୍କୁ ଉଚ୍ଚ କୋଲେଷ୍ଟ୍ରଲ ସମସ୍ଯା…

ଏହି ଗାଁରେ ୭ ବର୍ଷ ହେବ ଜନ୍ମ ହେଇନାହାନ୍ତି ଜଣେ ହେଲେବି ଶିଶୁ, ପିଲାଙ୍କ ଅଭାବ ପୂରଣ କରୁଛି କଣ୍ଢେଇ

ପୃଥିବୀର ଅନ୍ୟତମ ବିକଶିତ ଦେଶ ଭାବେ ଜଣା ଜାପାନର ଲୋକ ସଂଖ୍ୟା ଦିନ କୁ ଦିନ କମିବାରେ ଲାଗିଛି । କମୁଥିବା ଲୋକସଂଖ୍ୟା ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଜାପାନର ଜଣେ ମହିଳା ଏକ ଭିନ୍ନ ପଦକ୍ଷେପ ନେଇଛନ୍ତି । ଏମିତିକି ଲୋକ ସଂଖ୍ୟା କମୁଥିବାରୁ ଜାପାନର ଏକ ଗାଁକୁ ଭୁତ ଗାଁ ବି କୁହାଯାଉଛି ।…

ଜାଣନ୍ତୁ ସ୍କୁଲ ପିଲାଙ୍କ ଠାରେ କାହିଁକି ଅଧିକ ମାତ୍ରାରେ ଦେଖାଦେଉଛି ଏହି ସମସ୍ୟା

ବର୍ତ୍ତମାନ ସମୟରେ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ବିନ୍ଧାବିନ୍ଧି ଭଳି ଯନ୍ତ୍ରଣାରେ  ପୀଡିତ । କାହାର ଅଣ୍ଟା ବିନ୍ଧୁଛି ତ କାହାର ଗୋଡହାତ ବିନ୍ଧୁଛି । କେହି କେହି ଏହାକୁ ଅତି ସାଧାରଣ ସମସ୍ୟା ଭାବି ଏଡାଇ ଦେଇଥାନ୍ତି । କିନ୍ତୁ ଆପଣ ଜାଣନ୍ତିକି ଏହି ଛୋଟ ସମସ୍ୟା…

ଏଠାରେ ଟ୍ରେନ ଚଳାଇବାଠୁ ନେଇ ଟିକେଟ କାଟିବା ପର୍ଯ୍ୟନ୍ତ ସବୁ କାମ କରନ୍ତି ସ୍କୁଲ ପିଲା

ସାଧାରଣତଃ ରେଳରେ ଯାତ୍ରା କରିବା ଏକ ସାଧାରଣ ମଣିଷ ପାଇଁ ବହୁତ ସହଜ ଏବଂ ସୁଲଭ ହୋଇଥାଏ । ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ରେଳରେ ଯାତ୍ରା କରିଥାନ୍ତି । କିନ୍ତୁ ଦୁନିଆରେ ଏକ ଏପରି ଦେଶ ରହିଛି ଯେଉଁଠି ରେଲୱେର ସମସ୍ତ ଦାୟିତ୍ୱ ଛୋଟ ଛୋଟ ପିଲାମାନଙ୍କ ଉପରେ ରହିଛି । ଏହି ଦେଶରେ ଛୋଟ ପିଲାମାନେ…

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା, ସ୍କୁଲରେ ତାଲା ପକାଇଲେ ଅଭିଭାବକ

ଢେଙ୍କାନାଳ: କୁଳେଇ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣାରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ । ଶନିବାର ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ତାଳଚେର ମଣ୍ଡାପାଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।…

ଗଜପତି: ୧୦ ପିଲା ଥିବା ସ୍କୁଲ ବନ୍ଦ ହେବା ଘୋଷଣାକୁ ଗ୍ରହଣ କରୁନାହନ୍ତି ଅଭିଭାବକ, ଛାତ୍ର ଛାତ୍ରୀ ଦୂରକୁ ପାଠପଢି…

ଶିକ୍ଷାର ଉନ୍ନତି ପାଇଁ ସରକାରଙ୍କ ଅନେକ ଯୋଜନା । ଗାଁ ଗାଁରେ ବିଦ୍ୟାଳୟ । କିନ୍ତୁ ଏବେ ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତି ଯୋଗୁଁ ପାଠପଢା ଛାଡିଦେଉଛନ୍ତି ଛାତ୍ରଛାତ୍ରୀ । ଗଜପତି ଜିଲ୍ଲାରେ ରେ ୧୦ରୁ କମ ଛାତ୍ରଛାତ୍ରୀ ଥିବା ଅନେକ ସ୍କୁଲ ବନ୍ଦ ହେବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ…