Browsing Tag

chimpanzee viral video

ନାଗସାପକୁ ଦେଖି ବିଚଳିତ ହୋଇ ଡିଆଁ ମାରିଲେ ସିମ୍ପାଞ୍ଜି ଦଳ, ଭିଡିଓ ଦେଖି ହସି ହସି ଗଡିଯିବେ ଆପଣ

ମଣିଷ ହେଉ ଅବା ଜୀବଜନ୍ତୁ ସମସ୍ତଙ୍କ ଭିତରେ ଡର ବା ଭୟ ନିଶ୍ଚିତ ଭାବେ ରହିଥାଏ। ଯେଉଁ ଜିନିଷକୁ ମଣିଷ ପିଲା ଡରିଯାଏ, ସେହି ଜିନିଷକୁ ଦେଖି ଜୀବଜନ୍ତୁଙ୍କ ଛୁଆ ମଧ୍ୟ ଡରିଯାଆନ୍ତି। ଛୋଟ ପିଲା ଯେମିତି ସାପ ଦେଖିଲେ ଡରି ଦୌଡି ପଳାଏ, ସେହିପରି ସିମ୍ପାଞ୍ଜି ଛୁଆ ମଧ୍ୟ ଡରି ଡେଇଁ ପଳାଏ। ଏମିତି…

ସାବୁନ ଘଷି ହାତରେ ରଗଡି ରଗଡି ଡ୍ରେସ ସଫା କରୁଛି ସିମ୍ପାଞ୍ଜି, ଭିଡିଓ ଭାଇରଲ

ମଣିଷ ଏବଂ ଜୀବଜନ୍ତୁଙ୍କୁ ବୁଦ୍ଧି ବିବେକ ଏବଂ ଚିନ୍ତା କରିବାର ଶକ୍ତି ମଧ୍ୟରେ ବହୁତ ପାର୍ଥକ୍ଯ ରହିଥାଏ। କିନ୍ତୁ ସିମ୍ପାଞ୍ଜି ଏବଂ ଗୋରିଲା ଏଭଳି ଦୁଇଟି ଜନ୍ତୁ, ଯାହାର ୯୮.୮ ପ୍ରତିଶତ ଡିଏନଏ ମଣିଷ ଡିଏନଏ ସହିତ ସମାନ ରହିଥାଏ। ଆପଣ ଏହି ଜନ୍ତୁଙ୍କର ଅନେକ ଭାଇରଲ ଭିଡିଓ ଦେଖିଥିବେ।…