ପୁଣି ଚୀନ୍ ଘେରାବନ୍ଦୀରେ ତାଇଓ୍ଵାନ, ବଢ଼ୁଛି ଉତ୍ତେଜନା
ନୂଆଦିଲ୍ଲୀ : ଚୀନ୍-ତାଇଓ୍ଵାନ ସାନି ଉତ୍ତେଜନା ସୃଷ୍ଟି ହୋଇଛି । ପୁଣି ଚୀନ୍ ଘେରାବନ୍ଦୀରେ ତାଇଓ୍ଵାନ । ତାଇଓ୍ଵାନ୍ ଚାରିପାଖ ସମୁଦ୍ର ଓ ଆକାଶରେ ଚୀନ୍ର ମିଳିତ ସମରାଭ୍ୟାସ ଜାରି ରହିଛି । ଚକ୍କର କାଟୁଛନ୍ତି ଯୁଦ୍ଧ ଜାହାଜ ଓ ଫାଇଟର ଜେଟ୍ । ସାନି ସମରାଭ୍ୟାସ ଆରମ୍ଭ କରିଛି ପିପୁଲ୍ସ…