Below header
Browsing Tag

cm naveen patnaik

ବିଜୟୀ ହକି ଟିମ୍‌ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଅଗଷ୍ଟ ୧୬ରେ ଆସିବେ ଭୁବନେଶ୍ୱର

ଭୁବନେଶ୍ୱର(କେନ୍ଯୁଜ୍): ଅଗଷ୍ଟ ୧୬ରେ ଆସିବ ଭାରତୀୟ ପୁରୁଷ ହକି ଟିମ୍‌। ଭୁବନେଶ୍ୱର ଆସିବ ବିଜୟୀ ହକି ଟିମ୍‌। ହକି ଟିମ୍‌କୁ ସ୍ୱାଗତ କରିବାକୁ ଅପେକ୍ଷା। ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ହକି ଟିମ୍‌ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି। କହିଲେ ସ୍ୱାଗତ ପାଇଁ ଅପେକ୍ଷା କରିଛୁ।…

ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ): ଜାତୀୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସମଗ୍ର ରାଜ୍ୟରେ ‘ଗୋଟିଏ ଦେଶ, ଗୋଟିଏ ରେସନ କାର୍ଡ’ ବ୍ୟବସ୍ଥା ଗତକାଲିଠୁ ଲାଗୁ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ…

ରେତ ନଦୀରେ ଅନ୍ତଃନଦୀ ଜଳାଶୟ ବ୍ୟାରେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୬୫ କୋଟି ଟଙ୍କା

ରେତ ନଈରେ ଅନ୍ତଃନଦୀ ଜଳାଶୟ ବ୍ୟାରେଜ ପ୍ରକଳ୍ପ ନିର୍ମାଣ ହେବ । ଏହାଦ୍ୱାରା ୩ଟି ପଞ୍ଚାୟତର ୭ ଗାଁକୁ ଜଳଯୋଗାଣ କରାଯିବ। ଏଥିପାଇଁ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି । ଏହି ଅବସରରେ କଳାହାଣ୍ଡି କେସିଙ୍ଗା ବ୍ଲକର ଜୋଲକୋଠାରେ…

ଆଜି ମୁଖ୍ୟମନ୍ତ୍ରୀଙ୍କ ଏରିଏଲ୍‌ ସର୍ଭେ: ଅପରାହ୍ନରେ ଆକାଶମାର୍ଗରୁ ବାତ୍ୟା ଅଞ୍ଚଳ କରିବେ ପରିଦର୍ଶନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀଙ୍କ ଏରିଏଲ୍‌ ସର୍ଭେ। ଅପରାହ୍ନରେ ଆକାଶମାର୍ଗରୁ ବାତ୍ୟା ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ ନବୀନ। ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇଛି ୟସ୍‌। ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ୭ ଦିନ ରିଲିଫ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

ଆସନ୍ତା ମେ ୨୯ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିପାରେ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର: ଆସନ୍ତା ମେ ୨୯ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିପାରେ ମନ୍ତ୍ରୀ ପରିଷଦ ବୈଠକ । ଏହି ଦିନ ମୁଖ୍ୟମନ୍ତ୍ରୀ ପଞ୍ଚମ ପାଳିର ୨ବର୍ଷ ପୂରଣ କରିବାକୁ ଯାଉଛନ୍ତି। କରୋନା କଟକଣା ପାଇଁ ଭର୍ଚୁଆଲରେ ହେବ ବୈଠକ । ୨ବର୍ଷ ଭିତରେ ବିଭିନ୍ନ ବିଭାଗୀୟ ଉପଲବ୍ଧି ଓ ପରବର୍ତ୍ତୀ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୪ଜିଲ୍ଲାର ମୁକାବିଲା ପ୍ରସ୍ତୁତି ନେଇ ଆଲୋଚନା କରିବେ। ଅପରାହ୍ନରେ ମୁଖ୍ୟ ସଚିବ, SRCଙ୍କ ସହ ବୈଠକରେ ଆଲୋଚନା କରିବେ। ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ମାନେ ମଧ୍ୟ ବୈଠକରେ…

କରୋନା ମହାମାରୀ ମୁକାବିଲା ପାଇଁ ଆସନ୍ତା ୧୭ରେ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କରୋନା ମହାମାରୀ ମୁକାବିଲା ପାଇଁ ସର୍ବଦଳୀୟ ବୈଠକ। ଆସନ୍ତା ୧୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନାକେଦମ୍‌ କଲାଣି କୋଭିଡ୍‌ ଦ୍ୱିତୀୟ ଲହରୀ ସଂକ୍ରମଣ। ଆଜି ରେକର୍ଡ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ସଙ୍କଟ ସମୟରେ ମୁକାବିଲା…

ମୋ ପରିବାର କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ଯତ୍ନ ନେବାକୁ ଦେଲେ ପରାମର୍ଶ

ଭୁବନେଶ୍ବର: ଓଡ଼ିଶା ମୋ ପରିବାର କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ ହୋଇଛି । କୋଭିଡ ମହାମାରୀ ସମୟରେ ରାଜ୍ୟବାସୀଙ୍କ ଯତ୍ନ ନେବା ସହ ଅସହାୟଙ୍କୁ ସହାୟ ହୁଅ। ଏହାସହ ପ୍ରବାସୀ ଓଡ଼ିଆ ସଙ୍ଗଠନ…

ରାଜ୍ୟରେ କୋଭିଡ୍‌ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ କୋଭିଡ୍‌ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଆଗାମୀ ୧୫ ଦିନ ଓଡ଼ିଶା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଧର୍ମେନ୍ଦ୍ର କହିଛନ୍ତି। ରାଜ୍ୟରେ ଗାଁ ଓ ୱାର୍ଡ…

ଟିକା ଉପରୁ ସମସ୍ତ ଟିକସ ଉଠାଇବା ପାଇଁ କେନ୍ଦ୍ର ନିକଟରେ ରାଜ୍ୟ ସରକାରଙ୍କ ଦାବି

ଭୁବନେଶ୍ବର: ଟିକା ଉପରୁ ସମସ୍ତ ଟିକସ ଉଠାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି ଜଣାଇଛନ୍ତି। ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍‌ ଚାପ ପଡିବ। ସାର୍ବଜନୀନ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ବିଶେଷ ସହାୟକ ହେବ। ଏହାସହ କେନ୍ଦ୍ର ସରକାର ବିଭିନ୍ନ ସେସ୍‌ ଓ ସରଚାର୍ଜ…

କୋଭିଡ ମହାମାରୀ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭କୋଟି ୬୨ଲକ୍ଷ ଟଙ୍କା ଦେଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ବର: କୋଭିଡ ମହାମାରୀ ପରିଚାଳନା ପାଇଁ ୩ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୭ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁର । ପୁରୀକୁ ୨ କୋଟି, ସୁବର୍ଣ୍ଣପୁରକୁ ୧ କୋଟି ଓ ସମ୍ବଲପୁରରୁ ୪ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ପୁରୀକୁ…

କୋଭିଡ ପରିଚାଳନା ପାଇଁ କଟକ ମୁନିସିପାଲିଟିକୁ ୧୦ କୋଟି ଟଙ୍କା ମଞ୍ଜୁର

କଟକ: କୋଭିଡ ପରିଚାଳନା ପାଇଁ କଟକ ମୁନିସିପାଲିଟିକୁ ୧୦ କୋଟି ଟଙ୍କା ମଞ୍ଜୁର। କଟକ ମହାନଗର ଅଞ୍ଚଳରେ କୋଭିଡ ସଂକ୍ରମଣ ବୁଦ୍ଧି ପାଉଥିବାରୁ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି।…