ସଚିବଙ୍କ ଗସ୍ତ ଉପରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ଦୁଆରକୁ ଯାଉଛି ସିଏମଓ
କେନ୍ୟୁଜ୍(ବ୍ୟୁରୋ): ହଟ୍ଟଗୋଳ ଭିତରେ ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଚିବଙ୍କ ଗସ୍ତ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ଦୁଆରକୁ ଯାଉଛି ସିଏମଓ । ଲୋକଙ୍କଠାରୁ ଅଭିଯୋଗ ଶୁଣୁଛି । ସମସ୍ୟାର ସମାଧାନ ଦିଗରେ ନିଆଯାଉଛି ତ୍ବରିତ…