ରାଜନୀତିର ଅଣଚାଶ ପବନକୁ ସାମ୍ନା କରି ୨୫ ବର୍ଷର ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି ନବୀନ ପଟ୍ଟନାୟକ
କେନ୍ୟୁଜ୍(ବ୍ୟୁରୋ): ୨୫ ବର୍ଷ ସମୟ । ରାଜନୀତିରେ ଏକ ଲମ୍ବା ଯାତ୍ରା। ଏହି ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାପା ବିଜୁ ପଟ୍ଟନାୟଙ୍କ ଦେହାନ୍ତ ପରେ ରାଜନୀତିରେ ପାଦ ଥାପିଥିବା ନବୀନ, ୧୯୯୭ ଜୁନ ୧ରେ ପ୍ରଥମ ଥର ଲାଗି ଲୋକସଭାକୁ ନିର୍ବାଚିତ…