Browsing Tag

coming

ମହାବଳ ବାଘକୁ ମିଳିବ ବାନ୍ଧବୀ

ଭୁବନେଶ୍ବର: ମଧ୍ୟପ୍ରଦେଶ ବାନ୍ଧଗଡ଼ରୁ ଆସୁଛି ବାନ୍ଧବୀ। କାହ୍ନା ଉଦ୍ଯାନର ମହାବଳକୁ ମିଳିବ ସାଥୀ। ବାନ୍ଧବଗଡ଼ ଜାତୀୟ ଉଦ୍ୟାନରୁ ୨ବର୍ଷ ୨ ମାସର ଏକ ବାଘୁଣୀକୁ ସ୍ୱତନ୍ତ୍ର ଗାଡିରେ ଓଡ଼ିଶା ଅଣାଯାଉଛି। ସାତକୋଶିଆରୁ ଏକ ଟିମ୍‌  ସେଠାକୁ ଯାଇ ମାଇ ବାଘକୁ ଧରି ଫେରୁଛନ୍ତି। ଆଜି ବାଘୁଣୀଟି…