Browsing Tag

commisionarate police

ବେଣାପଞ୍ଜରି ନିକଟରେ ଡକାୟତି ପ୍ଲାନ୍‌ କରୁଥିବା ଗ୍ୟାଙ୍ଗକୁ ଧରିଲା କମିଶନରେଟ୍‌ ପୋଲିସ୍‌

ଭୁବନେଶ୍ୱର(କେନ୍ୟୁଜ୍‌) : ରାତି ହେଲେ ମାତୁଥିଲେ ଲୁଟେରା ଗ୍ୟାଙ୍ଗ । ଲଙ୍କାଗୁଣ୍ଡ ପରିବର୍ତ୍ତେ ହାତରେ ଧରି ବୁଲୁଥିଲେ ବୋମା । ଲୁଟ୍‌ ପାଇଁ କରୁଥିଲେ ସବୁବେଳେ ନୂଆ ନୂଆ ଯୋଜନା । କିନ୍ତୁ ତାଙ୍କର ସବୁ ଯୋଜନାକୁ ପଣ୍ଡ କରିଛନ୍ତି କମିଶନ୍‌ରେଟ୍‌ ପୋଲିସ । କାରଣ ରାତି ଅଧରେ ବଡ ଧରଣର ଲୁଟ…

ନିର୍ବାଚନ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌) : ନିର୍ବାଚନ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ । ଆଗକୁ ଏନଫୋର୍ସମେଣ୍ଟ ଡ୍ରାଇଭ ବଢ଼ାଇବାକୁ ସମସ୍ତ ଆଇଆଇସିଙ୍କୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ଵରରେ ଥିବା ୧୧୦୭ ବୁଥରୁ ୧୪୯ ବୁଥ ସମ୍ବେଦନଶୀଳ ରହିଛି । ସେଗୁଡିକ ଉପରେ ରହିବ କଡା ନଜର ବୋଲି ପୋଲିସ…

ଆଗକୁ ନିର୍ବାଚନ, ଏହା ପୂର୍ବରୁ ସବୁ ମାମଲାର ତଦନ୍ତ ଶେଷ କର: ଡିଜିପି

ଭୁବନେଶ୍ୱର (କେନ୍ୟୁଜ): ଆଗକୁ ନିର୍ବାଚନ । ପୋଲିସ ଉପରେ କାର୍ଯ୍ୟଚାପ ପଡ଼ିବ । ଏହା ପୂର୍ବରୁ ମାମଲାର ତଦନ୍ତ ଶେଷ କରିବାକୁ ସବୁ ଜିଲ୍ଳାର ଏସପି, ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଅରୁଣ ଷଡଙ୍ଗୀ । ଏଥିସହ ସବୁ ଥାନା ଅଧିକାରୀଙ୍କୁ ଡାକି ଏ ନେଇ ଆଲୋଚନା କରିବାକୁ ପରାମର୍ଶ…

କମିଶନରେଟ ପୋଲିସର କଡ଼ା ପଦକ୍ଷେପ : ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ) :  ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ କରିବାକୁ ନିର୍ଦ୍ଦେଶ। ସାଧାରଣ ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି। ନିର୍ବାଚନ ସମୟରେ କେହି ଯେମିତି ଲାଇସେନ୍ସ ପ୍ରାପ୍ତ ବନ୍ଧୁକର ଅପବ୍ୟବହାର ନକରିବ ସେଥିଲାଗି ପୋଲିସ କଡ଼ା ପଦକ୍ଷେପ ନେଇଛି । ତେଣୁ…

ପାର୍ବଣ ପୂର୍ବରୁ କମିଶନରେଟ ପୋଲିସର ନବକଳେବର: ବଦଳିଲେ ୨ ଏସିପି, ୨୬ ଥାନା ଅଧିକାରୀ

ଭୁବନେଶ୍ୱର(କେନ୍ୟୁଜ୍): ପାର୍ବଣ ପୂର୍ବରୁ କମିଶନରେଟ ପୋଲିସର ନବକଳେବର । ବଦଳିଲେ ୨ ଏସିପି, ୨୬ ଥାନା ଅଧିକାରୀ । କମିଶନରେଟ ପୋଲିସ ପକ୍ଷରୁ ଟ୍ଵିନସିଟିରେ ବଡ଼ ଧରଣର ଅଦବଳ ବଦଳ ହୋଇଛି । ଏସିପି, ଆଇଆଇସି ଓ ଏସଆଇ ସ୍ତରରେ ନବକଳେବର କରାଯାଇଛି । କ୍ୟାପିଟାଲ ଥାନାକୁ ଗଲେ ପଦ୍ମନାଭ ପ୍ରଧାନ ।…

କମିଶନରେଟ ପୋଲିସ କବଜାରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗ: ରକ୍ତ ଲଗା ଖଣ୍ଡା, ସୁନା ଗହଣା ସହିତ ମୋବାଇଲ ଜବତ

କମିଶନରେଟ ପୋଲିସ କବ୍ଜାରେ ରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗ । ୨୧ ଟି ମୋବାଇଲ,ଗୋଟିଏ ରକ୍ତ ଲଗା ଖଣ୍ଡା, ସୁନା ମୁଦି, ଟଙ୍କା ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ । ଟାର୍ଗେଟ ରେ ଥିଲେ ରାତିରେ ଏକୁଟିଆ ଯାଉଥିବା ବ୍ୟକ୍ତି । ଏହି ଗ୍ୟାଙ୍ଗ କଳିଙ୍ଗ ଟିଭିର ଜଣେ ସାମ୍ବାଦିକ ଙ୍କ ଠାରୁ ମଧ୍ୟ…

ଏଜି ଛକରେ ଚାଲିଛି ଜୋରଦାର ଚେକିଙ୍ଗ, ଅମାନିଆଙ୍କୁ ଧରି ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି କମିଶନରେଟ ପୋଲିସ୍

ଭୁବନେଶ୍ବର: ଏଜି ଛକରେ ଚେକିଙ୍ଗ ଜୋରଦାର କରିଛି କମିଶନରେଟ ପୋଲିସ। ଅମାନିଆଙ୍କୁ ଧରି ମୋଟା ଅଙ୍କର ଫାଇନ ଆଦାୟ କରିଛି। ଯେଉଁମାନେ ଆବଶ୍ୟକୀୟ କାର୍ଯ୍ୟ ନଥାଇ ଅଯଥାରେ ଭିଡ଼ ଜମାଉଛନ୍ତି ସେମାନଙ୍କଠାରୁ ଫାଇନ ଆଦାୟ ହେଉଛି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ବିଭିନ୍ନ ଚେକିଂ ପୋଷ୍ଟ…

ରାଜଧାନୀରେ ଅପରାଧ କମାଇବାକୁ ନୂଆ ରଣନୀତି, କମିଶନରେଟ ପୋଲିସ ପକ୍ଷରୁ ଜାରି ହେଲା ହ୍ଵାଟସଆପ ନମ୍ବର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଯେ କୌଣସି ସ୍ଥାନରେ ଅପରାଧ ଘଟିଲେ ତୁରନ୍ତ କମିଶନରେଟ ପୋଲିସକୁ ଯୋଗାଯୋଗ ପାଇଁ ଜାରି ହେଲା ହ୍ଵାଟସଆପ ନମ୍ବର । ୭୦୭୭୭୯୮୧୧୧ରେ ଜନସାଧାରଣ ପୋଲିସକୁ ସୂଚନା ଦେଇପାରିବେ । ଆଜିଠୁ ଏହା କାର୍ଯ୍ୟକ୍ଷମ ହେବ । ଏହି ନମ୍ବରକୁ ଫୋନ ନକରି ଅପରାଧ ଓ…

ଚିନ୍ତା ବଢ଼ାଉଛି ସାଇବର କ୍ରାଇମ୍: ଖାରବେଳ ନଗର ଅଞ୍ଚଳର ଜଣେ ଯୁବକଙ୍କଠାରୁ ୫୨ହଜାର ଟଙ୍କା ଚଳୁ କଲେ ଠକ

ଭୁବନେଶ୍ବର: ଚିନ୍ତା ବଢ଼ାଉଛି ସାଇବର କ୍ରାଇମ୍ । କେତେବେଳେ ଲଟେରୀ ଲୋଭ ଦେଖାଇ ଲୁଟୁଛନ୍ତି ତ ଆଉ କେତେବେଳେ ଧମକ ଦେଇ ଗ୍ରାହକ ଠାରୁ ଲୁଟ କରୁଛନ୍ତି । ପ୍ରତିଦିନ ମାଳମାଳ ଅଭିଯୋଗ ସାଇବର ଥାନାରେ ରୁଜୁ ହୋଉଛି । ହ୍ପାଟସପ, ଫୋନ ପେ, ଗୁଗୁଲ ପେ, ଅନଲାଇନ୍‌ ଟ୍ରାଞ୍ଜାକ୍ସନ କୁ ହ୍ୟାକ କରି…

କରୋନା ନିୟମ କୋହଳ ପରେ ଏବେ ଟ୍ରାଫିକ୍‌ ନିୟମକୁ କଡାକଡି କରିଛି କମିଶନରେଟ୍‌ ପୋଲିସ୍, ରାଜଧାନୀର ୧୩ଟି ସ୍ଥାନରେ…

ଭୁବନେଶ୍ୱର: କରୋନା ନିୟମ କୋହଳ ପରେ ଏବେ ଟ୍ରାଫିକ୍‌ ନିୟମକୁ କଡାକଡି କରିଛି କମିଶନରେଟ୍‌ ପୋଲିସ । ଆଜି ଭୁବନେଶ୍ୱରର ୧୩ଟି ସ୍ଥାନରେ ଚେକିଂ କରିଛି ପୋଲିସ । ଚେକିଂ ବେଳେ ସାମାଜିକ ଦୂରତା ରକ୍ଷା କରିବା ସହ ହେଲମେଟ୍‌ ଓ ମାସ୍କ ଚେକିଂକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଭଳି ଭାବେ ଚେକିଂ…

ଟ୍ବିନ୍ ସିଟିରେ ଚଳିତ ବର୍ଷ ହେବନାହିଁ ଗଣେଶ ପୂଜା, କମିଶନରେଟ ପୋଲିସ୍ ପକ୍ଷରୁ ଟ୍ଵିଟ କରି ଦିଆଗଲା ସୂଚନା

ଭୁବନେଶ୍ୱର:କରୋନା ଯୋଗୁ ପୂଜା ବନ୍ଦ । ଭୁବନେଶ୍ୱର ଓ କଟକରେ ଏବର୍ଷ ହେବ ନାହିଁ ଗଣେଶ ପୂଜା । ବିଭିନ୍ନ ମଣ୍ଡପରେ ଅଗ୍ରପୂଜ୍ୟଙ୍କ ଆବାହନ କରାଯିବ ନାହିଁ । ଯିଏ ଚାହିଁବେ ନିଜ ନିଜ ଘରେ ପୂଜା କରି ପାରିବେ । ସାମୁହିକ ପୂଜାକୁ ମନା । ଧାର୍ମିକ କାର୍ଯ୍ୟରେ ଅଧିକ ଜନସମାଗମକୁ ବାରଣ କରାଯାଇଛି ।…

ଚଳନ୍ତା ଗାଡିରେ ଯାଉଥିବା ଲୋକଙ୍କଠାରୁ ଲୁଟ୍ କରୁଥିବା ୩ ଲୁଟେରାଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ୍

ଭୁବନେଶ୍ବର: କମିଶନରେଟ୍‌ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ । ଚଳନ୍ତା ଗାଡିରେ ଯାଉଥିବା ଲୋକଙ୍କ ଠାରୁ ଲୁଟୁଥିବା ୩ ଜଣଙ୍କୁ ଗିରଫ କଲା ପୋଲିସ । ଗତ ମାସ ୨୫ ତାରିଖରେ ସୁଲୋଚନା ପତି ଓ ତାଙ୍କ ସ୍ୱାମୀ ଭୁବନେଶ୍ୱର ଫେରୁଥିବା ବେଳେ ଭିଙ୍ଗାରପୁର ଛକ ନିକଟରେ ଲୁଟ୍‌ ହୋଇଥିଲା । ତିନି ଜଣ…