କମିଶନରରେଟ ପୋଲିସ ହାତରେ ବଡ ନକଲି ସାର୍ଟିଫିକେଟ୍ରେ ଚାକିରି ରାକେଟ, ୫ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ
ଭୁବନେଶ୍ବର(କେନ୍ୟୁଜ୍): କମିଶନରେଟ ପୋଲିସ ହାତରେ ଆଉ ଏକ ବଡ ନକଲି ସାର୍ଟିଫିକେଟ୍ରେ ଚାକିରି ରାକେଟ । ଗତକାଲି ମାଷ୍ଟର ମାଇଣ୍ଟ ରଣପୁର ସବ୍ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗ ଜୁନିଅର ଆସିଷ୍ଟାଣ୍ଟ ବିଭୂତି ଭୂଷଣ ମିଶ୍ରକୁ ଗିରଫ କରିଛି ଳକ୍ଷ୍ମୀସାଗର ଥାନା ପୋଲିସ । ୩ ଶହ ଚାକିରି…