Browsing Tag

commits suicide

ପୁରୀ: ଟ୍ରେନ ଆଗକୁ ଡେଇଁ ବୃଦ୍ଧଙ୍କ ଆତ୍ମହତ୍ୟା, ମୃତଙ୍କ ମିଳିନି ପରିଚୟ

ପୁରୀ (କେନ୍ୟୁଜ): ଟ୍ରେନ ଆଗକୁ ଡେଇଁ ବୃଦ୍ଧଙ୍କ ଆତ୍ମହତ୍ୟା। ମୃତ ବୃଦ୍ଧଙ୍କ ପରିଚୟ ମିଳିପାରିନାହିଁ। ଗୁଣୁପୁର - ପୁରୀ ପାସେଞ୍ଜର ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ସୂଚନା।ଜିଆରପି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଭଞ୍ଜନଗର ସବ୍ ଜେଲରୁ ବିଚାରଧୀନ କଏଦୀର ଝୁଲନ୍ତା ମୃତଦେହ ଉଦ୍ଧାର

ଭଞ୍ଜନଗର(କେନ୍ୟୁଜ୍): ଭଞ୍ଜନଗର ସବ୍ ଜେଲରୁ ଜଣେ ବିଚାରଧୀନ କଏଦୀର ଝୁଲନ୍ତା ମୃତଦେହ ଉଦ୍ଧାର। ଜେଲ୍ ର ଗାଧୁଆ ଘରୁ ମୃତଦେହ ଉଦ୍ଧାର ପରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ଡୁମାକୁମ୍ପା ଗାଁର ତୋଫାନ…

ମନରେ ଆସୁଛି କି ସୁଇସାଇଡ କରିବାର ବିଚାର, ଜାଣନ୍ତୁ କିପରି ହ୍ୟାଣ୍ଡେଲ କରିବେ ଏହି ସ୍ଥିତିକୁ

ଆଜିକାଲି ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଆତ୍ମହତ୍ୟାର ଅନେକ କାରଣ ଥିଲେ ମଧ୍ୟ ନିମ୍ନରେ ଦିଆଯାଇଥିବା କିଛି ମୁଖ୍ୟ କାରଣ ଏଥିପାଇଁ ଦାୟୀ ବୋଲି ମନସ୍ତତ୍ୱବିତ କୁହନ୍ତି । ଟେନସନ ଯୋଗୁ ବ୍ୟକ୍ତି କେବେ କେବେ ଡିପ୍ରେସନକୁ ଆସି ଯାଆନ୍ତି । କେବେ ଏପରି ସ୍ଥିତିରେ ବ୍ୟକ୍ତିକୁ…

ଭୁବନେଶ୍ୱରରେ ବିଟେକ ଛାତ୍ରୀଙ୍କ ଆତ୍ମହତ୍ୟା; ପାରିବାରିକ କଳହ ଯୋଗୁ ଓଢ଼ଣୀ ଲଗାଇ ଝୁଲି ପଡ଼ିଥିବା ସୂଚନା

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଣେ ଇଞ୍ଜିନିୟରିଙ୍ଗ ପଢ଼ୁଥିବା ବିଟେକ୍‌ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଚନ୍ଦ୍ରଶେଖରପୁର ଥାନା ରେଲବାଇ କଲୋନୀରେ ଏପରି ଅଘଟଣ ଘଟିଛି। ପାରିବାରିକ କଳହ ଯୋଗୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଓଢ଼ଣିରେ ଫାସି ଦେଇ ସେ ଆତ୍ମହତ୍ୟା କରିଛନ୍ତି। ମୃତ…

ଆତ୍ମହତ୍ୟା ପାଇଁ ଯୁବଛାତ୍ର ଆପଣାଇଲେ ଯନ୍ତ୍ରଣାଦାୟକ ବାଟ, ହାତକୁ ଇଲେକ୍ଟ୍ରି ତାରରେ ବାନ୍ଧି କରେଣ୍ଟ ଲଗାଇଦେଲେ

ମଣିଷ ଯେତେବେଳେ ହାର ମାନିଯାଏ, ସେତେବେଳେ ଆପଣାଏ ଭିନ୍ନ ପନ୍ଥା। ଆଉ ନିଜ ଜୀବନକୁ କିଛି ନ ବୁଝି ବାଜି ଲଗାଇଦିଏ। ତେବେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ଛାତ୍ର ଏପରି ଆତ୍ମହତ୍ୟା କରିଛନ୍ତି, ଯାହା ବିଷୟରେ ଆପଣ ଜାଣିଲେ ହୁଏତ ସ୍ତବ୍ଧ ହୋଇଯିବେ। ଛାତ୍ର ଜଣକ ଆତ୍ମହତ୍ୟା ପାଇଁ ବହୁତ…

ପୁରୀ: ବାଙ୍ଗର ଜେଲରେ କଏଦୀର ଆତ୍ମହତ୍ୟା, ଗାମୁଛା ଲଗାଇ ବାଥରୁମରେ ଝୁଲିପଡିଲେ

ପୁରୀ (କେନ୍ୟୁଜ): ପୁରୀ ବାଙ୍ଗର ଜେଲରେ କଏଦୀର ଆତ୍ମହତ୍ୟା। ମୃତ ଯୁବକ ଜଣକ ହେଉଛି ବ୍ରହ୍ମଗିରି ଥାନା ଅନ୍ତର୍ଗତ ଶିଶାପୁର ଗ୍ରାମର ବିଶ୍ବନାଥ ବାରିକ। ବେକରେ ଗାମୁଛା ଲଗାଇ ବାଥରୁମ୍ ଘରେ ଆତ୍ମହତ୍ୟା କରିଥିବା ବେଳେ । ବିଶ୍ବନାଥ କାହିଁକି ଆତ୍ମହତ୍ୟା କଲେ ତାହା ଜଣା ପଡି ନାହିଁ ବଳାତ୍କାର…

ଶାଶୂଘର ନିର୍ଯାତନା ସହିନପାରି ଜୀବନ ହାରିଲେ ନବବଧୂ

ଭୁବନେଶ୍ୱର(କେନ୍ୟୁଜ୍): ଶାଶୂଘର ନିର୍ଯାତନା ଯୋଗୁ ନବବଧୂଙ୍କ ଆତ୍ମହତ୍ୟା ଅଭିଯୋଗ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଜିଜିପି କଲୋନୀରେ ଏଭଳି ଘଟଣା ଘଟିଛି । ମୃତ ମହିଳା ହେଲେ ନିଆଳିର ପ୍ରଜ୍ଞା ପରମିତା ସ୍ୱାଇଁ । ତାଙ୍କୁ ଶାଶୂଘର ଲୋକ ନିର୍ଯାତନା ଦେଉଥିବାରୁ ଆତ୍ମହତ୍ୟା କରିଥିବା ମହିଳାଙ୍କ…

ଯୁବକଙ୍କ ମୃତଦେହ ମିଳିଲା ପଟିଆ ଷ୍ଟେସନ୍‌ ଟ୍ରେନ୍‌ ଲାଇନ୍‌ରୁ: ପରିବାର ଲୋକେ କହୁଛନ୍ତି, କିଏ ମାରି ଦେଇଛି

ଭୁବନେଶ୍ୱର (କେନ୍ୟୁଜ୍‌) : ଟ୍ରେନ ଲାଇନ୍‌ରୁ ଉଦ୍ଧାର ହେଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ । ଜବତ କଲା ଜିଆରପି ପୋଲିସ । ଏକ ପ୍ରମୁଖ ଘରୋଇ ଚ୍ୟାନେଲରେ କାମ କରୁଥିବା ଯୁବକଙ୍କ ଆଇକାର୍ଡ଼ରୁ ପୋଲିସ୍‌ ତାଙ୍କ ପରିଚୟ ଜାଣି ପାରିଛି । ମୃତ ଯୁବକଙ୍କ ନାଁ ପାର୍ଥ ନାରାୟଣ ଦାସ । ତାଙ୍କ ଘର…

ଓଡିଆ ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ଆତ୍ମହତ୍ଯା, ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍ ଜବତ

ଭୁବନେଶ୍ବର(କେନ୍ୟୁଜ): ଓଡିଆ ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ଆତ୍ମହତ୍ଯା । ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରୁଛି ପୋଲିସ୍। ମୃତଦେହ ନିକଟରୁ ଜବତ ହୋଇଛି ସୁଇସାଇଡ଼ ନୋଟ୍। ଯେଉଁଥିରେ ଲେଖାଅଛି ମିସ ୟୁ ବାବା, ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି ।…

ସାବିତ୍ରୀ ପାଇଁ ବିଦେଶରୁ ଆସିଥିଲେ ସ୍ୱାମୀ, ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି କଲେ ଆତ୍ମହତ୍ୟା

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରଖିଆ ଗ୍ରାମରେ ଅଘଟଣ। ସ୍ତ୍ରୀର ପ୍ରେମ ସମ୍ପର୍କ ସହିନପାରି ସ୍ୱାମୀର ଆତ୍ମହତ୍ୟା। ତେବେ ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ସରଖିଆ ଗ୍ରାମର କାମଦେବ ଷେଣ୍ଢ ସେ ଦୀର୍ଘ ଦେଢ଼ ବର୍ଷ ହେଲା ଦୁବାଇରେ କାମକରୁଥିଲେ। ତାର…

ପାରିବାରିକ କଳହକୁ ନେଇ ମାନସିକ ଭାରସାମ୍ୟ ହରାଇଲେ ପ୍ରେମିକ, ପ୍ରେମିକା ଘର ଭିତରେ ପଶି କଲେ ଆତ୍ମହତ୍ୟା

ବ୍ରହ୍ମଗିରି(କେନ୍ୟୁଜ୍‌): ପ୍ରେମିକା ଘରେ ପ୍ରେମିକର ଆତ୍ମହତ୍ୟା। ଘର ଭିତରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ । ବ୍ରହ୍ମଗିରି ସାହୁପଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଯୁବକ ସେହି ଗାଁର ସୂର୍ଯ୍ୟକାନ୍ତ ବିଶ୍ୱାଳ। ସୂର୍ଯ୍ୟକାନ୍ତ ନିଜ ଘର ପାଖ ଜଣେ ଝିଅକୁ ଭଲ ପାଉଥିଲେ।…

ମୁହଁରେ ବ୍ରଣ ଦାଗ ଯୋଗୁ ୮ ଟି ଜାଗାରେ ଭାଙ୍ଗିଲା ବାହାଘର, ଚିନ୍ତାରେ ଦଉଡ଼ି ଦେଇ ଜୀବନ ହାରିଲେ ଯୁବତୀ

ଉତ୍ତର ପ୍ରଦେଶ: ବ୍ରଣ ଯୋଗୁ ଜୀବନ ହାରିଲେ ଯୁବତୀ। ମୁହଁରେ ବ୍ରଣ ଦାଗ ଥିବା ଯୋଗୁ ଚିନ୍ତାରେ ଘରେ ଫାଶୀ ଦେଇ ଆତ୍ମହତ୍ୟା କଲେ ଯୁବତୀ। ଶୁଣିବାକୁ ବିଶ୍ୱାସ ଯୋଗ୍ୟ ଲାଗୁନଥିଲେ ବି ଏହା ସତ। ଉତ୍ତର ପ୍ରଦେଶର ବାନ୍ଦ୍ରା ଜିଲ୍ଲାର ଜଣେ ଯୁବତୀ କେବଳ ଏଇଥିପାଇଁ ଜୀବନ ଦେଇ ଦେଲେ କାରଣ ତାଙ୍କ…