Browsing Tag

commonwealth game

ରାଜ୍ୟଗୋଷ୍ଠୀ ଅସି ଚାଳନା ଚାମ୍ପିଅନ୍‌ସିପ-୨୦୨୨ରେ କିଟ୍‌ ଛାତ୍ରୀ ଭବାନୀ ଦେବୀଙ୍କୁ ସ୍ୱର୍ଣ୍ଣ,ଲଗାତର ଦ୍ୱିତୀୟ ଥର…

କେନ୍ୟୁଜ୍(ବ୍ୟୁରୋ):  ଲଣ୍ଡନରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଅସି ଚାଳନା ଚାମ୍ପିଆନ୍‌ସିପ୍‌-୨୦୨୨ରେ ଭାରତର ଭବାନୀ ଦେବୀଙ୍କୁ ସ୍ୱର୍ଣ୍ଣ ପଦକ। ଅଷ୍ଟ୍ରେଲିଆର ଭେରୋନିକା ଭସିଲେଭାଙ୍କୁ ୧୫-୧୦ରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ର‍୍ୟାଙ୍କିଂରେ ଭବାନୀ ଦେବୀଙ୍କ ସ୍ଥାନ ୪୨। କିନ୍ତୁ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଆଜି ମହିଳା ରିଲେରେ ଭାରତୀୟ ଆଥ୍‌ଲେଟ୍‌ ଦେଖାଇବେ ଦମ୍‌, ଟିମ୍‌ରେ ଅଛନ୍ତି ଓଡ଼ିଶାର ଦୁଇ…

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଆଥଲେଟ୍ ଦେଖାଇଲେ ଦମ୍ । ୪ ଗୁଣା ୪୦୦ ମିଟର ମହିଳା ରିଲେ ରେସରେ ଫାଇନାଲରେ ପହଞ୍ଚିଛନ୍ତି ଭାରତୀୟ ମହିଳା ଟିମ୍ । ଏହି ଟିମ୍ରେ ଅଛନ୍ତି ଓଡ଼ିଶାର ଦୁଇ ଦୌଡ଼ରାଣୀ ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ । ନିଜ ହିଟରେ ଭାରତୀୟ ମହିଳା ଟିମ୍…

କମନୱେଲଥ ଗେମ୍ସ ୨୦୨୨ : ଭାରତୀୟ ଯୋଦ୍ଧାଙ୍କ ସ୍ୱର୍ଣ୍ଣ ବର୍ଷା, ବଜରଙ୍ଗ , ସାକ୍ଷୀ ଓ ଦୀପକ ଜିତିଲେ ସ୍ୱର୍ଣ୍ଣ

ଭାରତର ଷ୍ଟାର ରେସଲରତଥା ଅଲମ୍ପିକ ପଦକ ବିଜେତା ବଜରଙ୍ଗ ପୁନିୟା, ସାକ୍ଷୀ ମଲିକ ଏବଂ ଦୀପକ ପୁନିଆ ଭାରତ ପାଇଁ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତର ଅଂଶୁ ମଲ୍ଲିକ ଶୁକ୍ରବାର ଦିନ କମନୱେଲଥ ଗେମ୍ସ ରେସଲିଂ ଇଭେଣ୍ଟରେ ଡେବ୍ୟୁ କରିଥିଲେ। ଏହି ପଦକ ଜିତିବା ପରେ ରାଜ୍ୟଗୋଷ୍ଠୀ କ୍ରୀଡାରେ…

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨, ଜୁଡୋରେ ଭାରତର ସୁଶିଲା ଦେବୀଙ୍କୁ ମିଳିଲା ରୌପ୍ୟ

ଜୁଡୋରେ ୪୮ କେଜି ବର୍ଗରେ ଭାରତର ସୁଶିଲା ଦେବୀ ରୌପ୍ୟ ପଦକ ହାସଲ କରିଛନ୍ତି। ମହିଳାଙ୍କ ୪୮ କେଜି ବର୍ଗ ଫାଇନାଲରେ ଦ.ଅଫ୍ରିକାର ମାଇକେଲା ହ୍ୱାଇଟବୁଇଙ୍କ ଠାରୁ ହାରି ଯାଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତିବାର ସୁଯୋଗ ହରାଇଛନ୍ତି ଏବଂ ରୌପ୍ୟ ପଦକରେ ସନ୍ତୁଷ୍ଟ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ଆଉ ୩ ପଦକ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଭାରୋତ୍ତଳକ ଚମକିବା ପରେ ଏବେ ଜୁଡୋ କମାଲ। ଗତକାଲି ୪୮ କିଲୋଗ୍ରାମ ମହିଳା ବର୍ଗ ମୁକାବିଲାରେ ସୁଶିଲା ଦେବୀ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ୬୦ କିଲୋଗ୍ରାମ ପରୁଷ ବର୍ଗରେ ବିଜୟ ଯାଦବ ବ୍ରୋଞ୍ଜ ପଦକ ଜିତିଛନ୍ତି । ଭାରୋତ୍ତଳନରେ…

କମନୱେଲଥ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମର ଅଭିଯାନ ବିଜୟରୁ ଆରମ୍ଭ, ପ୍ରଥମ ମ୍ୟାଚରେ ଘାନାକୁ ୧୧-୦ ହରାଇଲା

ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳ ବିଜୟରୁ ଆରମ୍ଭ କରିଛି। ରବିବାର ଅନୁଷ୍ଠିତ ପୁଲ ବି’ ପ୍ରଥମ ମ୍ୟାଚରେ ଭାରତ ୧୧-୦ ଗୋଲରେ ଘାନାକୁ ପରାସ୍ତ କରିଛି ଭାରତ । ଭାରତୀୟ ଦଳ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆଧିତ୍ୟ ଜାରି ରଖି ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ୫ ଗୋଲ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟି 20ରେ ପାକିସ୍ତାନକୁ ୮ ୱିକେଟରେ ହରାଇଲା ଭାରତ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚାଲିଥିବା ଟି 20 ମ୍ୟାଚରେ ପାକିସ୍ତାନକୁ ହରାଇଛି ଭାରତ । ଭାରତୀୟ ମହିଳା ଦଳ ଉତ୍ତମ ବୋଲିଂଗ ପ୍ରଦର୍ଶନ କରିବା ପରେ ସ୍ମୃତି ମନ୍ଧନାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ପାକିସ୍ତାନ ଠାରୁ ମ୍ୟାଚ ହାତେଇ ପାରିଛି ଭାରତୀୟ ଦଳ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମହିଳା…

ରାଜ୍ୟଗୋଷ୍ଠୀରେ ଭାରତକୁ ଆଉ ଏକ ସଫଳତା; ଭାରୋତ୍ତୋଳନରେ ବ୍ରୋଞ୍ଜ ଜିତିଲେ ଗୁରୁରାଜା ପୂଜାରୀ

ଭାରତକୁ ଆଉ ଏକ ସଫଳତା। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶକୁ ମିଳିଛି ଦ୍ୱିତୀୟ ପଦକ। ଗୁରୁରାଜା ପୂଜାରୀ ପୁରୁଷ ଭାରୋତ୍ତୋଳନର ୬୧ କିଲୋ ଭାରବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଗୁରୁରାଜା ସ୍ନାଚ୍‌ରେ ୧୧୮ ସ୍କୋର ଏବଂ କ୍ଲିନ୍‌ ଆଣ୍ଡ ଜର୍କରେ ୧୫୮ ସ୍କୋର କରିଛନ୍ତି। ଅର୍ଥାତ୍‌ ସେ ମୋଟ ୨୬୯ ସ୍କୋର…

ପାନ ଦୋକାନୀଙ୍କ ପୁଅ ଦେଶ ପାଇଁ ଜିତିଲେ ପଦକ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରୋତ୍ତୋଳନରେ ସଂକେତ ସାଗରଙ୍କୁ ରୌପ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତର ପଦକ ଖାତା ଖୋଲିଛି। ସଙ୍କେତ ମହାଦେବ ସାଗର ପୁରୁଷ ଭାରୋତ୍ତୋଳନର ୫୫ କିଲୋ ବର୍ଗରେ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି। ସଙ୍କେତ ସରଗର ସ୍ନାଚ୍‌ ଏବଂ କ୍ଲିନ୍‌ ଓ ଜର୍କରେ ମୋଟ ୨୪୮ କେଜି ଭାର ଉଠାଇ ରୌପ୍ୟ ପଦକ ନିଜ ନାମରେ କରିଛନ୍ତି। ସେ ପ୍ରଥମ ରାଉଣ୍ଡ…

କମନୱେଲଥ ଗେମ୍ସ:ଅଷ୍ଟ୍ରେଲିଆ ଠାରୁ ୩ ଓ୍ଵିକେଟରେ ପ୍ରଥମ ମ୍ୟାଚ ହାରିଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

ଶୁକ୍ରବାରଠୁ ଆରମ୍ଭ ହୋଇଛି କମନୱେଲଥ ଗେମ୍ସ। ପ୍ରଥମ ଦିନରେ ମହିଳା ଟି-ଟ୍ୱେଣ୍ଟି କ୍ରିକେଟ୍ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହି ଗ୍ରୁପ୍-ଏ’ ମ୍ୟାଚରେ ଅଷ୍ଟ୍ରେଲିଆ ୩ ୱିକେଟରେ ଭାରତକୁ ପରାସ୍ତ କରିଥିଲା ।…

ଆଜିଠୁ ବର୍ମିଂହାମ୍‌ରେ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡାର ୨୨ତମ ସଂସ୍କରଣ

ଆଜିଠୁ ବର୍ମିଂହାମ୍‌ରେ ରାଜ୍ୟଗୋଷ୍ଠୀ କ୍ରୀଡାର ୨୨ତମ ସଂସ୍କରଣ । ୭୨ ଦେଶରୁ ୫ ହଜାର ୫୪ ଆଥଲେଟ୍‌ ଅଂଶଗ୍ରହଣ କରିବେ । ୨୦ଟି କ୍ରୀଡା ବିଭାଗର ୨୮୦ଟି ଇଭେଣ୍ଟରେ ପ୍ରତିଯୋଗୀ ପ୍ରତିଦ୍ୱନ୍ଦିତା କରିବେ । ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଏଥର ଶ୍ରେଷ୍ଠ ପ୍ରଦର୍ଶନ କରି ରେକର୍ଡ ସଂଖ୍ୟକ ପଦକ ହାସଲ…

ନୀରଜ ଚୋପ୍ରା ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାହାରିଲେ, ଜାଭେଲିନ୍‌ ଥ୍ରୋରେ ଭାରତର ପଦକ ଆଶା ମଉଳିଲା

ଚାମ୍ପିୟନ ଜାଭେଲିନ୍‌ ଆଥ୍‌ଲେଟ ନୀରଜ ଚୋପ୍ରା ଆଘାତଜନିତ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାହାରି ଯାଇଛନ୍ତି। ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନସିପ୍‌ର ଫାଇନାଲ ସମୟରେ ନୀରଜଙ୍କୁ ଆଘାତ ଲାଗିଥିଲା, ଯେଉଁ କାରଣରୁ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଖେଳିକି ନାହିଁ, ସେ ନେଇ କଳ୍ପନାଜଳ୍ପନା ପୂର୍ବରୁ…