Browsing Tag

commonwealth game

କମନୱେଲଥ ଗେମ୍ସ ପୂର୍ବରୁ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି ଅଲମ୍ପିକ୍ସ ବିଜେତା ଲଭଲିନା ବୋରଗୋହେନ, ଟ୍ଵିଟ୍‌ କରି…

ଟୋକିଓ ଅଲିମ୍ପିକ ୨୦୨୦ରେ ଭାରତ ପାଇଁ ପଦକ ଜିତିଥିବା ମହିଳା ବକ୍ସର ଲଭଲିନା ବୋରଗୋହେନ ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ ଉପରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ଟ୍ଵିଟ୍‌ କରି କହିଛନ୍ତି , ତାଙ୍କ କୋଚଙ୍କ ସହ ଠିକ୍ ବ୍ୟବହାର କରାଯାଉ ନାହିଁ ଏବଂ ଏହି…

କମନୱେଲଥ ଗେମ୍ସ ୨୦୨୨ : ଡୋପିଂ ଟେଷ୍ଟରେ ଧରାପଡିଲେ ପୁଣି ଜଣେ ଭାରତୀୟ ଆଥ୍‌ଲେଟ୍‌, ସଙ୍କଟରେ ୪୦୦ ମିଟର ରିଲେ ଟିମ୍‌

କମନୱେଲଥ ଗେମ୍ସ ଆରମ୍ଭ ହେବା ପୂର୍ବରୁ ପୁଣି ଭାରତକୁ ଆଉ ଏକ ଝଟକା ଲାଗିଛି। ଭାରତ ପକ୍ଷରୁ ପୂର୍ବରୁ ୪୦୦ ମିଟର ରିଲେ ରେସରେ ଭାଗ ନେବାକୁ ଥିବା ଧାବିକା ଧନଲକ୍ଷ୍ମୀ ଡୋପ ଟେଷ୍ଟରେ ଧରାପଡିଥିଲା। ଏବେ ଆଉ ଜଣେ ପ୍ରତିଯୋଗୀ ଡୋପ ଟେଷ୍ଟରେ ଧରାପଡିଛନ୍ତି। ଏନଏଡିଏ ପକ୍ଷରୁ ଭାରତୀୟ ଆଥଲେଟ୍‌ଙ୍କ…

ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ୨ଟି ଇଭେଣ୍ଟରେ ଭାଗନେବେ ଦୂତୀ ଚାନ୍ଦ୍

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ଶହେ ମିଟର ଦୌଡରେ ଭାଗ ନେବେ ଦୂତୀ ଚାନ୍ଦ। ଶହେ ମିଟର ଦୌଡ଼ରେ ଭାଗ ନେବାକୁ ଥିବା ଧନଲକ୍ଷ୍ମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡିବା ପରେ ଦୂତୀ ଚାନ୍ଦଙ୍କୁ ଶହେ ମିଟର ଦୌଡ଼ ପାଇଁ ଚୟନ କରାଯାଇଛି। ଦୂତୀ ଚାନ୍ଦ ଶହେ ମିଟର ଦୌଡ଼ ଏବଂ ଶ୍ରାବଣୀ…

କମନୱେଲଥ ଗେମ୍ସ ୨୦୨୨ : ଭାରତକୁ ଝଟକା, ଡୋପ ଟେଷ୍ଟରେ ଧରାପଡିଲେ ଧାବିକା ଧନଲକ୍ଷ୍ମୀ

ବର୍ମିଂହାମରେ ଖେଳାଯିବାକୁ ଥିବା କମନୱେଲଥ ଗେମ୍ସ  ଆରମ୍ଭ ହେବା ପୂର୍ବରୁ ଭାରତକୁ ବଡ ଝଟକା ଲାଗିଛି। ଭାରତର ଷ୍ଟାର ଧାବିକା ଧନଲକ୍ଷ୍ମୀ ଡୋପ୍‌ ଟେଷ୍ଟରେ ପଜିଟିଭ ଆସିଛି। ଏହି କାରଣରୁ ଭାରତୀୟ ଆଥଲେଟିକ ଟିମ୍‌ ୪X୧୦୦ ମିଟର ରିଲେ ରେସରେ ମଡେଲ ଜିତିବା ସମ୍ଭାବନା ବହୁତ କମ୍‌ ରହିଛି।…

କମନୱେଲଥ ଗେମ୍ସ ୨୦୨୨ ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଘୋଷଣା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ସହିତ ହେବ ଟକ୍କର

କମନୱେଲଥ ଗେମ୍ସରେ ଭାଗ ନେବ ଭାରତୀୟ ମହିଳା କ୍ରିକେଟ ଟିମ୍‌। ଦୀର୍ଘ ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ୍ କମନୱେଲଥ ଗେମ୍ସ (ସିଡବ୍ଲ୍ୟୁଜି)ରେ ଭାଗ ନେବାକୁ ଯାଉଛି । ଶେଷଥର ପାଇଁ ଭାରତ ଗତ ୧୯୯୬ରେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲା । ଏହି ଇଭେଣ୍ଟ ପାଇଁ…

କମନୱେଲ୍‌ଥ ଗେମ୍‌ ୨୦୨୨: ଭାରତୀୟ ଟିମ୍‌ ଘୋଷଣା, ୩୭ ଜଣଙ୍କ ମଧ୍ୟରେ ନୀରଜ ଚୋପ୍ରା ସାମିଲ

ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଇତିହାସ ରଚିଥିଲେ। ତେବେ ଏହି ବର୍ଷ ୨୮ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ବର୍ମିଂହାମରେ ହେବାକୁ ଥିବା କମନୱେଲ୍‌ଥ ଗେମ୍‌ ପାଇଁ ଚୟନ ହୋଇଛନ୍ତି ନୀରଜ ଚୋପ୍ରା। ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା ନାମିତ ୩୭ ସଦସ୍ୟ ଟିମ୍‌ ମଧ୍ୟରେ ନୀରଜ…