Browsing Tag

Commonwealth Games 2022

ବ୍ୟାଡମିଣ୍ଟନ ଷ୍ଟାର ଲକ୍ଷ୍ୟ ସେନଙ୍କ ନାମରେ ମାମଲା, ବୟସ ଜାଲିଆତି କରିଥିବା ଅଭିଯୋଗ

ଦେଶର ଏକ ନମ୍ୱର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବେଙ୍ଗାଲୁରୁରେ ଏହି ମାମଲା ଦାଏର ହୋଇଛି । ଲକ୍ଷ୍ୟ ସେନଙ୍କ ଉପରେ ବୟସ ଜାଲିଆତି କରିଥିବା ଅଭିଯୋଗ ହୋଇଛି । ଏଫଆଇଆରରେ ତାଙ୍କ ଏକାଡେମୀ(ପ୍ରକାଶ ପାଦୁକୋନ ଏକାଡେମୀ)ର କୋଚ ବିମଲ କୁମାର, ବାପା…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ଉଦ୍‌ଯାପିତ, ଭାରତ ହାତେଇଲା ୨୨ ସ୍ୱର୍ଣ୍ଣ ଓ ୧୬ଟି ରୌପ୍ୟ

ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ଉଦ୍‌ଯାପିତ ହୋଇଯାଇଛି। ଭାରତ ଚଳିତ ବର୍ଷ ମୋଟ ୬୧ଟି ମେଡାଲ ଜିତିଛି । ଏହା ମଧ୍ୟରେ ୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଏବଂ ୨୩ଟି ବ୍ରୋଞ୍ଜ ଜିତିଛି ଭାରତ। ମେଡାଲ ତାଲିକାରେ ଭାରତ ୪ ନଂ ସ୍ଥାନରେ ରହିଛି। କୁସ୍ତିରେ ସର୍ବାଧିକ ୧୨ଟି ମେଡାଲ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟେବୁଲ ଟେନିସରେ ସ୍ବର୍ଣ୍ଣ ପଦକ ଜିତିଲେ ଶରତ କମଲ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଟେବୁଲ ଟେନିସ ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଶରତ କମଳ | କହିବାକୁ ଗଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତ ପାଇଁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଥିଲା | ଶରତଙ୍କ ବ୍ୟତୀତ ପିଭି ସିନ୍ଧୁ ଓ ଲକ୍ଷ ସେନ ବ୍ୟାଡ୍ମିଣ୍ଟନ ସିଂଗଲସରେ ସ୍ବର୍ଣ୍ଣ ଜିତିଥିବା ବେଳେ…

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ବ୍ୟାଡମିଣ୍ଟନରେ ଡବଲ ଧମାକା, ପୁରୁଷ ସିଙ୍ଗିଲ୍ସରେ ସ୍ୱର୍ଣ୍ଣ ଜିତିଲେ ଲକ୍ଷ୍ୟ ସେନ୍‌

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗିଲ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି ଲକ୍ଷ୍ୟ ସେନ୍‌ । ଫାଇନାଲରେ ମାଲେସିଆର ଜି ୟଙ୍ଗଙ୍କୁ ହରାଇଛନ୍ତି ଲକ୍ଷ୍ୟ। ଫାଇନାଲକୁ ୧୯-୨୧, ୨୦-୦୯, ୨୧-୧୬ରେ ମାତ୍‌ ଦେଇଛନ୍ତି। ଭାରତକୁ ଏପର୍ଯ୍ୟନ୍ତ ୨୦ଟି ସ୍ୱର୍ଣ୍ଣ, ୧୫ ରୌପ୍ୟ ଏବଂ ୨୨…

କମନୱେଲଥ ଗେମ୍ସ ୨୦୨୨ : ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଜିତିଲେ ପିଭି ସିନ୍ଧୁ, ଫାଇନାଲରେ କାନାଡା…

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି ପିଭି ସିନ୍ଧୁ। ଭାରତର ପିଭି ସିନ୍ଧୁ କାନାଡାର ମିସେଲ ଲିଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଛନ୍ତି।ଏହି ମ୍ୟାଚ୍ ପୂର୍ବରୁ ସିନ୍ଧୁଙ୍କ ବାମ ଗୋଡରେ ଆଘାତ ଲାଗିଥିଲା, ଏପରିକି ମ୍ୟାଚ୍ ମଝିରେ ସେ ଆହତ ହୋଇଥିଲେ।…

ବ୍ରୋଞ୍ଜ ଜିତିବା ପରେ ‘ସବସେ୍‌ ଆଗେ ହୋଙ୍ଗେ ହିନ୍ଦୁସ୍ତାନୀ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଭାରତୀୟ ମହିଳା ହକି…

ଭାରତୀୟ ମହିଳା ହକି ଟିମ୍‌ ୧୬ ବର୍ଷ ପରେ କମନୱେଲଥ ଗେମ୍ସରେ ପଦକ ଜିତିବାରେ ସଫଳ ହୋଇଛି। ଏହା ପୂର୍ବରୁ ୨୦୦୨ରେ ସ୍ୱର୍ଣ୍ଣ ଏବଂ ୨୦୦୬ରେ ରୌପ୍ୟ ଜିତିଥିଲା ଭାରତୀୟ ମହିଳା ହକି ଟିମ୍‌ । ଏହାପରେ ଚଳିତ ବର୍ଷ ବ୍ରୋଞ୍ଜ ପଦକ ଅକ୍ତିଆର କରିଛି ଭାରତୀୟ ଦଳ । ଭାରତ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ…

ପେନାଲିଟ୍‌ ସୁଟ୍‌ ଆଉଟ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଲା ମହିଳା ହକି ଟିମ୍‌, ଜିତିଲା ବ୍ରୋଞ୍ଜ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କମାଲ କଲା ଭାରତୀୟ ମହିଳା ହକି ଟିମ୍‌ । ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇ ବ୍ରୋଞ୍ଜ ମେଡାଲ୍‌ ଜିତିଛି । ସୁଟ୍‌ ଆଉଟରେ କିଓ୍ଵି ଦଳକୁ ୨-୧ରେ ହରାଇଛି ଭାରତୀୟ ମହିଳା ଟିମ୍‌ । ଫୁଲ୍‌ ଟାଇମ୍‌ ମ୍ୟାଚ୍‌ ୧-୧ରେ ବରାବର ରହିବା ପରେ ସୁଟ୍‌ ଆଉଟ୍‌ ହୋଇଥିଲା…

ବକ୍ସିଂରେ ଦୁଇଟି ସ୍ୱର୍ଣ୍ଣ ଆଣିଲେ ଭାରତୀୟ ଖେଳାଳି, ନୀତୁ ଏବଂ ଅମିତ କଲେ କମାଲ୍‌

ରାଜ୍ୟଗୋଷ୍ଠୀ କ୍ରୀଡ଼ରେ ଦମ୍‌ ଦେଖାଉଛନ୍ତି ଭାରତୀୟ ଖେଳାଳି । ଆଜି ବକ୍ସିଂରେ ଦୁଇଟି ସ୍ୱର୍ଣ୍ଣ ପଦକ ଆଣିଛି ଭାରତ । ମହିଳା ବକ୍ସିଂରେ ଗୋଲ୍‌ଡ ମେଡାଲ୍‌ ଜିତିଛନ୍ତି ନୀତୁ ଘନଘସ୍‌ । ସେ ୪୫-୪୮ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି । ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡର…

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୯ମ ଦିନରେ ୪ଟି ସ୍ୱର୍ଣ୍ଣ ସମେତ ୧୪ ମେଡାଲ ଜିତିଛି ଭାରତ

କେନ୍ୟୁଜ୍: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଖାତାରେ ଆଉ ୪ ସ୍ୱର୍ଣ୍ଣ । ୯ମ ଦିନରେ ୪ଟି ସ୍ୱର୍ଣ୍ଣ ସମେତ ୧୪ ମେଡାଲ ଜିତିଛି ଭାରତ । କେବଳ କୁସ୍ତିରେ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି । ୭୪ କିଲୋଗ୍ରାମ ପୁରୁଷ କୁସ୍ତିରେ ନବୀନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପାକିସ୍ତାନ ଖେଳାଳିକୁ ଏକ ତରଫା…

କମନୱେଲଥ ଗେମ୍ସ ୨୦୨୨ : ଭାରତୀୟ ଯୋଦ୍ଧାଙ୍କ ସ୍ୱର୍ଣ୍ଣ ବର୍ଷା, ବଜରଙ୍ଗ , ସାକ୍ଷୀ ଓ ଦୀପକ ଜିତିଲେ ସ୍ୱର୍ଣ୍ଣ

ଭାରତର ଷ୍ଟାର ରେସଲରତଥା ଅଲମ୍ପିକ ପଦକ ବିଜେତା ବଜରଙ୍ଗ ପୁନିୟା, ସାକ୍ଷୀ ମଲିକ ଏବଂ ଦୀପକ ପୁନିଆ ଭାରତ ପାଇଁ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତର ଅଂଶୁ ମଲ୍ଲିକ ଶୁକ୍ରବାର ଦିନ କମନୱେଲଥ ଗେମ୍ସ ରେସଲିଂ ଇଭେଣ୍ଟରେ ଡେବ୍ୟୁ କରିଥିଲେ। ଏହି ପଦକ ଜିତିବା ପରେ ରାଜ୍ୟଗୋଷ୍ଠୀ କ୍ରୀଡାରେ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୁରକ୍ଷା ଢ଼ିଲା! ଛାତରୁ ଖସିଲା ସ୍ପିକର, ମ୍ୟାଚ୍‌ ରୋକି ଷ୍ଟାଡିୟମ୍‌ କରାଗଲା ଖାଲି

ବର୍ମିଂହମ୍‌ରେ ଚାଲିଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶୁକ୍ରବାର ୮ମ ଦିନରେ ଟୁର୍ନାମେଣ୍ଟର ଆୟୋଜକମାନଙ୍କୁ ଲୋକଲଜ୍ଜା ହେବାକୁ ପଡ଼ିଛି। ଏଠାରେ କୁସ୍ତି ମୁକାବିଲାର ପ୍ରଥମ ସେସନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାର କିଛି ମିନିଟ୍‌ ପରେ ଛାତରୁ ସ୍ପିକର ଖସି ପଡ଼ିଥିଲା। ଯାହାଫଳରେ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ, ମହିଳା ଲନ ଵଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ପଦକ ଜିତିଲା ଟିମ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ । ମହିଳା ଲନ ଵଲରେ ଭାରତକୁ ମିଳିଲା ଆଉ ଏକ ପଦକ । ଦକ୍ଷିଣ ଆଫ୍ରିକା ଦଳକୁ ହରାଇ ସ୍ବର୍ଣ୍ଣ ଜିତିଲା ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ୧୭-୧୦ ପଏଣ୍ଟରେ ହରାଇଲା ଟିମ ଇଣ୍ଡିଆ । ଏଯାବତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ୪ଟି ସ୍ଵର୍ଣ ପଦକ…