Browsing Tag

congress mla

ରାସ୍ତାରେ ଜମିଥିବା ବର୍ଷାପାଣିରେ ଗାଧୋଇଲେ କଂଗ୍ରେସ ବିଧାୟିକା! ଜାତୀୟ ରାଜପଥର ଶୋଚନୀୟ ଅବସ୍ଥାକୁ ନେଇ କଲେ ନିଆରା…

ଝାଡ଼ଖଣ୍ଡର ମହଗାମା କଂଗ୍ରେସ ବିଧାୟିକା ଦୀପିକା ପାଣ୍ଡେ ସିଂ ଜାତୀୟ ରାଜପଥ ଉପରେ ବସି ନିଆରା ପ୍ରତିବାଦ ଜଣାଇଛନ୍ତି। ସେ ନିଜ ନିର୍ବାଚନ ମଣ୍ଡଳୀ ଦେଇ ଯାଇଥିବା ୧୩୩ ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ବିରୋଧରେ ସ୍ୱର ଉଠାଇଛନ୍ତି। ବୁଧବାର ବିଧାୟିକା ସେଠାରେ ଧାରଣାରେ ବସିବା ସହ…

ହାୱଡାରେ ଜବତ ହେଲା ବିପୁଳ ପରିମାଣର ନଗଦ ଟଙ୍କା , ଗିରଫ ହେଲେ ୩ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର କୋଲକାତା ପରେ ବର୍ତ୍ତମାନ ହାୱଡାରେ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଏଥର ପୋଲିସ ଅନ୍ୟ ରାଜ୍ୟରୁ ତିନି ଜଣ କଂଗ୍ରେସ ବିଧାୟକଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଜବତ କରିଛି। ଏତେ ପରିମାଣର ଟଙ୍କା କାହାର , କେଉଁଠିକୁ ନିଆଯାଉଥିଲା, ତାହା ଏପର୍ଯ୍ୟନ୍ତ…

କର୍ଣ୍ଣାଟକ କଂଗ୍ରେସରେ ଫାଟ, ବିଧାନସଭାରୁ ଇସ୍ତଫା ଦେଲେ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକ ବେଲାରୀ ଜିଲ୍ଲାର ବିଜୟନଗର ବିଧାନସଭା କ୍ଷେତ୍ରରୁ କଂଗ୍ରେସରୁ ବିଜୟ ଲାଭ କରିଥିଲେ କଂଗ୍ରେସ ବିଧାୟକ ଆନନ୍ଦ ସିଂ । ଆଜି ଶ୍ରୀଯୁକ୍ତ ସିଂ ବିଧାନସଭାରୁ ଇସ୍ତଫା ଦେଇଥିବା ନେଇ ଗଣମାଧ୍ୟମକୁ ସୁଚନା ମିଳିଛି । ସେ ବାଚସ୍ପତି କେ.ଆର ରମେଶ କୁମାରଙ୍କୁ ତାଙ୍କ…

ମୋ ଭାଇ ବିଧାୟକ . . . ସିନେମାର ଦୃଶ୍ୟ ପରି ରାସ୍ତାରେ ଗୋଡାଇ ଗୋଡାଇ ପିଟିଲେ ପଞ୍ଜାବ କଂଗ୍ରେସ ବିଧାୟକଙ୍କ ଭାଇ

ନିଜର ବିଧାୟକ ଭାଇ ବଳରେ ବଳିୟାନ ହୋଇ ରାସ୍ତା ମଝିରେ ଜଣେ ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି ପଞ୍ଜାବର କଂଗ୍ରେସ ବିଧାୟକ ରାକେଶ ଚୌଧୁରୀଙ୍କ ଭାଇ ଓ ତାଙ୍କ ସହଯୋଗୀ । ଯହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା ତଳେ ପଡିଥିବା ବେଳେ ତାଙ୍କୁ ବିଧାୟକଙ୍କ ଭାଇ…