ରୋଚକ ହେଉଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ମଲ୍ଲିକାର୍ଜୁନ ଖଡ୍ଗେ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା
କେନ୍ୟୁଜ୍(ବ୍ୟୁରୋ):ନାମାଙ୍କନ ଦାଖଲ ପରେ ରୋଚକ ହୋଇଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ । ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁରଙ୍କ ଭିତରେ ପ୍ରତିନ୍ଦ୍ୱନ୍ଦିତା ହେବ । ଗତକାଲି ଶେଷ ଦିନରେ ଗତକାଲି ଅଧ୍ୟକ୍ଷ ନିର୍ବାଚନ ରେସରେ ଏଣ୍ଟ୍ରି ମାରିଥିଲେ ଖଡଗେ । ତେବେ ନିର୍ବାଚନରେ ଗାନ୍ଧି ପରିବାର…