Browsing Tag

corbevax

କୋଭାକ୍ସିନ ନେଇଥାନ୍ତୁ କି କୋଭିସିଲଡ, ବୁଷ୍ଟର ଡୋଜ ଭାବରେ ନେଇପାରିବେ “କୋର୍ବେବ୍ୟାକ୍ସ”, ମିଳିଲା…

କେନ୍ଦ୍ର ସରକାର ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ "କୋର୍ବେବ୍ୟାକ୍ସ ଭ୍ୟାକସିନ"କୁ ବୁଷ୍ଟର ଡୋଜ ଭାବରେ ଜରୁରୀ କାଳୀନ ବ୍ୟବହାର ନେଇ ଅନୁମତି ପ୍ରଦାନ କରିଛନ୍ତି । କହିରଖିବା ଉଚିତ ହେବକି ଗତ ମାସରେ ଟୀକାକରଣ ଉପରେ ରାଷ୍ଟ୍ରୀୟ ଟେକନିକାଲ ପରାମର୍ଶଦାତା ୧୮ ବର୍ଷ ବୟସରୁ ଅଧିକ ବୟସ୍କ…

କୋର୍ବେଭାକ୍ସ ଏବଂ କୋଭୋଭାକ୍ସ ଭ୍ୟାକ୍ସିନ୍‌କୁ ଅନୁମତି, ଏହି କରୋନା ଔଷଧକୁ ବି ମିଳିଲା ଗ୍ରିନ୍ ସିଗନାଲ୍

ନୂଆଦିଲ୍ଲୀ : କୋଭିଡ୍ ବିରୋଧୀ ଲଢ଼େଇରେ ଦେଶକୁ ମିଳିଛି ଆଉ ଏକ ସଫଳତା । ମିଳିଲା କୋର୍ବେଭାକ୍ସ ଓ କୋଭୋଭାକ୍ସ ଭ୍ୟାକ୍ସିନ୍‌କୁ ବ୍ଯବହାର ପାଇଁ ଅନୁମତି । ଦେଶର ସେଣ୍ଟ୍ରାଲ୍ ଡ୍ରଗ୍ସ ଅଥରିଟିର ଏକ ବିଶେଷଜ୍ଞ କମିଟି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଡ୍ ଟିକା କୋଭୋଭାକ୍ସ ଏବଂ…

ସବୁଠୁ ଶସ୍ତା କରୋନା ଟିକା ହେବ କର୍ବେଭାକ୍ସ, ମାତ୍ର ୫୦୦ ଟଙ୍କାରେ ମିଳିପାରେ ୨ ଟି ଡୋଜ୍‌

ନୂଆଦିଲ୍ଲୀ :  ଦେଶରେ ଗୋଟିଏ ପରେ ଗୋଟିଏ କରୋନା ଟିକା ବିକଶିତ ହେବାରେ ଲାଗିଛି । ହେଲେ ଏହି ଟିକା ମଧ୍ୟରେ ସବୁଠୁ ଶସ୍ତା ଟିକା ପ୍ରସ୍ତୁତ କରିବାକୁ ଯାଉଛି ହାଇଦ୍ରାବାଦ ସ୍ଥିତ ବାୟୋଲୋଜିକାଲ ଇ ଲିମିଟେଡ ପକ୍ଷରୁ ପ୍ରସ୍ତୁତ ଟିକା କର୍ବେଭାକ୍ସ । ଏହା ଦେଶର ସବୁଠୁ ଶସ୍ତା ଟିକା ହେବ ବୋଲି…

ଭାରତ: କରୋନାକୁ ମାତ୍ ଦେବା ପାଇଁ ନୂଆ ଭ୍ୟାକସିନ ପ୍ରସ୍ତୁତ, ଆଗୁଆ ୩୦ କୋଟି ଡୋଜ ବୁକ

କରୋନାର ୨ୟ ଲହରୀକୁ ଦୃଷ୍ଟିରେ ରଖି ଦେଶର ନାମୀ ଫାର୍ମା କମ୍ପାନୀ ବାୟୋଲୋଜିକାଲ ନୂଆ ଭ୍ୟାକସିନ ବାହାର କରିବାକୁ ଯାଉଛି । Corbevax ନାମକ ଭ୍ୟାକସିନ ଖୁବ ଶୀଘ୍ର ଭାରତରେ ବ୍ୟବହାର କରାଯିବ । ସରକାରଙ୍କ ପକ୍ଷରୁ ଏଥିପାଇଁ ୩୦ କୋଟି ଡୋଜ ଆଗୁଆ ବୁକ ହୋଇସାରିଛି । ଏଥପାଇଁ ୧୫୦୦ କୋଟି ଟଙ୍କା…