Browsing Tag

corona case

ପୁଣି ଦେଶରେ କରୋନାର କାୟା: ୫ ହଜାର ଟପିଲା ଦୈନିକ ସଂକ୍ରମଣ, ୬ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନାର ଲମ୍ବା ଲମ୍ଫ। ୫ ହଜାର ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୫ହଜାର ୩୩୫ ନୂଆ ମାମଲା ଚିହ୍ନଟ। ଯାହାକି ସେପ୍ଟେମ୍ବର ପରଠୁ ସର୍ବାଧିକ । ୬ଜଣଙ୍କ ଜୀବନ ନେଇଛି ଭାଇରସ। କର୍ଣ୍ଣାଟକରୁ ୨ଜଣ, କେରଳରୁ ଜଣେ, ମହାରାଷ୍ଟ୍ରରୁ ୨ ଓ ପଞ୍ଜାବରେ ଜଣଙ୍କ…

ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୦ କୋଭିଡ୍ ପଜିଟିଭ୍ , ଖୋର୍ଦ୍ଧାରୁ ସର୍ବାଧିକ…

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ୨୪ ଘଣ୍ଟାରେ ରାଜ୍ୟରେ ୧୦୩୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୧୧୭୪। କ୍ୱାରେଣ୍ଟିନରୁ ୬୦୩ ଓ ଲୋକାଲ କଣ୍ଟାକ୍ଟ କେସ୍‌ ୪୨୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷ ଭିତରେ ୧୭୯ ଜଣ ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାରୁ…

ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୨୨ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ କ୍ରମାଗତ ତିନି ଦିନ ସଂକ୍ରମଣ କମିବା ପରେ ଆଜି ପୁଣି କରୋନାର ଲମ୍ବା ଡିଆଁ । ହଜାରେ ଡେଇଁଛି ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୧୧୨୨ ନୂଆ କେସ୍‌ ସାମ୍ନାକୁ ଆସିଛି । ଖୋର୍ଦ୍ଧାରୁ ସର୍ବାଧିକ ୩୦୭ ନୂଆ କେସ୍‌ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୫୮ ଓ…

ପୁଣିଥରେ କାୟା ମେଲାଇଲାଣି କରୋନା, ଅହମ୍ମଦାବାଦ ଓ ଓଡ଼ିଶାରେ ଶତାଧିକ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ

ପୁଣିଥରେ କାୟା ମେଲାଇଲାଣି କରୋନା ଭାଇରସ୍‌। ଗୁଜରାଟ ଓ ଓଡ଼ିଶାରେ କରୋନାର ଚିନ୍ତାଜନକ ସଂଖ୍ୟା ସାମ୍ନାକୁ ଆସିଛି। ଗୁଜରାଟର ଏକ ଡିଜାଇନିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ ୨୪ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ବେଳେ ଓଡ଼ିଶାର ଏକ ସ୍କୁଲରେ ୬୪ ଛାତ୍ରଛାତ୍ରୀ କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି।…

ପୁଣି ବଢୁଛି ଚାଇନା ଭୂତାଣୁ , ନୂଆ କରୋନା କେସକୁ ନେଇ ଚିନ୍ତାରେ ଚୀନ

ନୂଆଦିଲ୍ଲୀ : ଚୀନ୍‌ରେ ବଢ଼ୁଥିବା ନୂଆ କରୋନା କେସକୁ ନେଇ ପୁଣି ଘାରିଲାଣି ଚିନ୍ତା । ଦିନକୁ ଦିନ ଦୈନିକ ସଂକ୍ରମଣ ବଢ଼ୁଛି। ଗତ ୨୪ ଘଣ୍ଟାରେ ୩ହଜାର ୩ଶହଟି ନୂଆ କେସ ଆସିଛି । ସଂକ୍ରମଣ ରୋକିବା ଦିଗରେ ତମାମ ପ୍ରୟାସ ହେଉଥିଲେ ମଧ୍ୟ ଗତ କିଛି ଦିନ ହେଲା ଚୀନରେ କେସ୍‌ ରେକର୍ଡ ଭାଙ୍ଗୁଛି ।…

ୱେଷ୍ଟଇଣ୍ଡିଜ ସହିତ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା: କରୋନା ପଜିଟିଭଙ୍କୁ ବାଦ୍‌ ଦେଇ…

ଭାରତୀୟ କ୍ରିକେଟ ଟିମ୍‌କୁ ବଡ ଝଟକା। ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା ଲାଗିଛି। ଭାରତୀୟ ଟିମ୍‌ର ଅନେକ ଖେଳାଳି ଦିନିକିଆ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଟିମ୍ ଇଣ୍ଡିଆର ୭ ସଦସ୍ୟ କରୋନା ପଜିଟିଭ୍‌ ହୋଇଛନ୍ତି । ଯେଉଁଥି ପାଇଁ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୭୧ କରୋନା ପଜିଟିଭ୍ ଚିହ୍ନଟ, ୬ ମୃତ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୭୧ କରୋନା ପଜିଟିଭ୍ ଚିହ୍ନଟ, ୬ ମୃତ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୬୮୩୩ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୪ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୯୭ ଜଣ…

ଧୀରେ ଧୀରେ କମୁଛି ସଂକ୍ରମଣ, ଦେଶରେ ଚିହ୍ନଟ ହେଲେ ୨୪ ଘଣ୍ଟାରେ ୬୦ ହଜାର ୪୭୧ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର (କେନ୍ୟୁଜ୍‌) : କମୁଛି କରୋନା ଗ୍ରାଫ। ଦେଶରେ ୨୪ ଘଣ୍ଟାରେ ୬୦ ହଜାର ୪୭୧ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୭୫ ଦିନ ପରେ ଏହା ସର୍ବନିମ୍ନ ସଂକ୍ରମଣ। ଦିନକରେ ମୃତ୍ୟୁ ବରଣ କରିଛନ୍ତି ୨ହଜାର ୭୨୬। ସୁସ୍ଥ ହୋଇଛନ୍ତି ୧ଲକ୍ଷ ୧୭ହଜାର ୫୨୫। ଆଜିକୁ ମିଶାଇ ମୋଟ ସଂକ୍ରମିତଙ୍କ…

ଖୁସି ଖବର, ଦେଶରେ ୨୪ ଘଣ୍ଟାରେ କମିଛି କରୋନା ସଂକ୍ରମିତ ସଂଖ୍ୟା

ନୂଆଦିଲ୍ଲୀ (କେନ୍ୟୁଜ) : ଦେଶରେ ଗତ ୨୪ ଘଣ୍ଟାରେ କମିଛି କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା । ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ୩୦,୦୧୬ କୋଭିଡ୍‌ ରୋଗୀ । ଫଳରେ ମଙ୍ଗଳବାର ସୁଦ୍ଧା ଆକ୍ଟିଭ୍‌ କେସ୍‌ ଖସି ୩୭ ଲକ୍ଷ ୧୫ ହଜାର ୨୨୧ରେ ପହଞ୍ଚିଛି । ୧୩ଟି ରାଜ୍ୟରେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା…

ଦିନକୁ ଦିନ ଦେଶରେ ବଢିବାକୁ ଲାଗିଛି କରୋନା ସଂକ୍ରମଣ, ସାଢ଼େ ୩ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ

ଦେଶରେ ସାଢ଼େ ୩ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ । ଲଗାତର ଚତୁର୍ଥ ଦିନ ପାଇଁ ୩ ଲକ୍ଷ ଉପରେ କରୋନା ପଜିଟିଭ୍ ସଂଖ୍ୟା ଚିହ୍ନଟ ହୋଇଛନ୍ତି । ସେହିଭଳି ପଞ୍ଚମ ଦିନ ପାଇଁ ୨୦୦୦ ଉପରେ ମୃତ୍ୟୁସଂଖ୍ୟା ରହିଛି । ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୯ ହଜାର ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ…

ମହାରାଷ୍ଟ୍ରରେ କରୋନାରେ ହାହାକାର ! ଆମ୍ବୁଲାନ୍ସରେ ପଡ଼ିଥିଲେ ବାପା, ତ ପୁଅ କହିଲା, ‘ବେଡ୍‌ ଦେଇପାରିବେନି ଯଦି…

ମହାରାଷ୍ଟ୍ରରେ କରୋନା ଭାଇରସ୍‌ ମହାମାରୀ ଯୋଗୁ ସ୍ଥିତି ଜଟିଳ ହେବାରେ ଲାଗିଛି। ଏବେ ରାଜ୍ୟରେ ନୂଆ କରୋନା ରୋଗୀଙ୍କୁ ଚିକିତ୍ସା ନିମନ୍ତେ ଶଯ୍ୟା ସୁଦ୍ଧା ଉପଲବ୍ଧ କରାଯାଇପାରୁ ନାହିଁ। ଏମିତିରେ ପରିବାର ଲୋକଙ୍କୁ ନିଜ ସଂକ୍ରମିତ ସଦସ୍ୟଙ୍କୁ ଧରି ହସ୍ପିଟାଲ ଚକ୍କର କାଟିବାକୁ ପଡ଼ୁଛି। ଏବେ…

କରୋନା ପାଇଁ ଗର୍ଭବତୀ ମହିଳାଙ୍କୁ ତଡିଦେଲେ ଡାକ୍ତର, ରାସ୍ତା କଡ଼ରେ ଜନ୍ମ ଦେବାପରେ ମରିଗଲା ଛୁଆ

କେନ୍ଦୁଝର: କରୋନା ପଜିଟିଭ ବାହାରିବା ପରେ ଗର୍ବବତୀ ମହିଳାଙ୍କୁ ତଡିଦେଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ପ୍ରସବ ବେଦନାରେ ଶାଶୁ ସାଙ୍ଗରେ ଚାଲି ଚାଲି ସରକାରୀ ଡାକ୍ତରଖାନା ଯାଉଥିବା ବେଳେ ବାଟରେ ଜନ୍ମ ହେଲା ଶିଶି ପୁତ୍ର । କିନ୍ତୁ କିଛି ସମୟ ପରେ ମୃତ୍ୟୁ ବରଣ କଲା ନବଜାତ । ଏହା ହେଉଛି…