Browsing Tag

coronavirus in odisha

ପୁଣି ରାଜ୍ଯରେ ୧୦୨ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି

ଭୁବନେଶ୍ବର: ପୁଣି ରାଜ୍ଯରେ ୧୦୨ ନୂଆ କରୋନା ପଜିଟିଭ୍ ଚିହ୍ନଟ । ଏମାନଙ୍କ ଭିତରୁ ଯାଜପୁରରୁ ୩୧,ଜଗତସିଂପୁରରୁ ୨୩, ଭଦ୍ରକରୁ ୨୧,କେନ୍ଦ୍ରାପଡାରୁ ୮,ଖୋଦ୍ଧାରୁ ୪,ଅନୁଗୁଳରୁ ୨,ବାଲେଶ୍ବରରୁ ୨,ସମ୍ବଲପୁରରୁ ୨,କଟକ ୪,ପୁରୀ ୪ ଏବଂ ନୟାଗଡ଼ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏକା…

୧୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ନିଜ କବ୍ଜାକୁ ନେଇସାରିଲାଣି କରୋନା, ସ୍ପଷ୍ଟ କଲେ ସରକାର

ସରକାରଙ୍କ କଡ଼ା ଆଇନ ସତ୍ତ୍ୱେ ରାଜ୍ୟରେ ବ୍ୟାପିବାରେ ଲାଗିଛି କରୋନା। ଏବେ ଓଡ଼ିଶାର ୧୮ଟି ଜିଲ୍ଲାରେ କରୋନା ପ୍ରକୋପ ଜାରି ରହିଛି। ସେହିପରି ୧୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ନିଜ କବ୍ଜାକୁ ନେଇଛି ଏହି ମାରାତ୍ମକ ଭାଇରସ। ଗତକାଲି ନୂତନ ଭାବେ ଜଗତସିଂହପୁର ଓ ଆଜି ମୟୂରଭଞ୍ଜରେ ନୂତନ…

ବଲାଙ୍ଗିର ଜିଲ୍ଲାର ୧୮ଟି ଗାଁ ସଟ୍‌ଡାଉନ୍‌, ଦୁଇ କରୋନା ରୋଗୀ ଚିହ୍ନଟ ହେବା ପରେ ଘୋଷଣା କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ୧୮ ଗାଁ ସଟ୍‌ଡାଉନ୍‌। ଲିଖିରିଆ ଗାଁରେ ଗତ ୧ ତାରିଖରେ ୨ଜଣ କରୋନା ରୋଗୀ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ଏହି ଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ପୂର୍ବରୁ ୪ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା ହୋଇଥିବାବେଳେ ଏବେ ପୁଣି ୬ ତାରିଖ ମଧ୍ୟରାତ୍ର…

ରାୟଗଡା ଜିଲ୍ଲାରୁ ନିଜ ରାଜ୍ୟକୁ ଗଲେ ୪୭ ପ୍ରବାସୀ, ଏକମାସ କ୍ୱାରେଣ୍ଟାଇନରେ ରହିବା ପରେ ସେମାନଙ୍କୁ ସ୍ୱତନ୍ତ୍ର…

ରାୟଗଡା: ଏକମାସ କ୍ୱାରେଣ୍ଟାଇନରେ ରହିବା ପରେ ନିଜ ରାଜ୍ୟକୁ ଗଲେ ଲୋକେ। ଗତ ମାର୍ଚ୍ଚ ୨୯ତାରିଖରୁ ରାଜସ୍ଥାନର ୩୭ଜଣ ଓ ଛତିଶଗଡ଼ର ୧୦ଜଣଙ୍କୁ ରାୟଗଡ଼ା ଜିଲ୍ଲାର କେରେଡ଼ା ଗାଁର କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ଜିଲ୍ଲା ପ୍ରଶାସନର ଉଦ୍ୟମ ପରେ ସେମାନଙ୍କୁ ଗୋଟିଏ ବସ ଓ ଦୁଇଟି ବୋଲେରୋ…

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୨୯ ରୁ ୧୪୩ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି

ଭୁବନେଶ୍ବର: ଆଜି ୧୫ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୨୯ ରୁ ୧୪୩ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରାଯାଇ । ତେବେ ସୂଚନା ଅନୁସାରେ ସମସ୍ତ କରୋନା ଆକ୍ରାନ୍ତଙ୍କର ରହିଛି କୋଲକାତା…

5T ସଚିବଙ୍କ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଗସ୍ତ, କୋଭିଡ୍‌ ସ୍ଥିତି ନେଇ କରିଛନ୍ତି ସମୀକ୍ଷା

ଝାରସୁଗୁଡ଼ା/ସୁନ୍ଦରଗଡ଼: 5T ସଚିବ ଭି. କେ ପାଣ୍ଡିଆନ୍‌ ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଗସ୍ତ। ଏକ ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବା ପରେ ଜିଲ୍ଲାରେ କୋଭିଡ୍‌ ସ୍ଥିତି ନେଇ ସମୀକ୍ଷା…

ଦେଶରେ ରେଡ୍‌ ଜୋନ୍‌ରେ ଥିବା ୧୩୦ଟି ଜିଲ୍ଲାର ପ୍ରକାଶ ପାଇଲା ତାଲିକା, ସେଥିରୁ ଓଡ଼ିଶାର ୩ଟି ଜିଲ୍ଲା ସାମିଲ୍

ଭୁବନେଶ୍ବର: ରେଡ୍‌ ଜୋନ୍‌ରେ ଦେଶର ୧୩୦ ଜିଲ୍ଲା। ଦେଶର ମୋଟ ୭୩୩ ଜିଲ୍ଲାକୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ରେଡ୍‌ ଜୋନ୍‌ରେ ଦେଶର ୧୩୦ , ଅରେଞ୍ଜ ଜୋନ୍‌ରେ ୨୮୪ ଓ ଗ୍ରୀନ୍‌ ଜୋନ୍‌ରେ ମୋଟ ୩୧୯ ଜିଲ୍ଲା ରହିଛନ୍ତି। ରେଡ୍‌ ଜୋନ୍‌ରେ ଓଡ଼ିଶାର ୩ଟି ଜିଲ୍ଲା ରହିଛି। ଅରେଞ୍ଜ ଜୋନ୍‌ରେ ୬ ଓ…

ସ୍ୱାସ୍ଥ୍ୟ ବିଭାଗର ସୂଚନା: ଟେଷ୍ଟିଂ ବେଳେ ୮୫ ପ୍ରତିଶତ ରୋଗୀଙ୍କ ପାଖରେ ନଥିଲା ଲକ୍ଷଣ, ଆକ୍ରାନ୍ତଙ୍କ ଭିତରେ ୧୦୧…

ଭୁବନେଶ୍ବର : କରୋନା ଲକ୍ଷଣ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ସୂଚନା । ଟେଷ୍ଟିଂ ବେଳେ କେବଳ ୧୫ ପ୍ରତିଶତ ଆକ୍ରାନ୍ତଙ୍କ ପାଖରେ କରୋନା ଲକ୍ଷଣ ଦେଖାଯାଉଛି । ସେହିପରି ୮୫ ପ୍ରତିଶତ ସଂକ୍ରମିତଙ୍କର କୌଣସି ଲକ୍ଷଣ ଦେଖାଯାଉ ନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଆଜିର ନୂଆ କରୋନା ସଂକ୍ରମିତ ମଧ୍ୟ କୋଲକାତା ଫେରନ୍ତା, ବ୍ୟକ୍ତି ଜଣକ କେଉଁ ମାନଙ୍କ ସଂଶ୍ପର୍ଶରେ ଆସିଛନ୍ତି ସେନେଇ…

ବାଲେଶ୍ୱର: ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣକ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି। ନୂଆ ସଂକ୍ରମିତ ବାଲେଶ୍ୱର ଜିଲ୍ଲାର ୫୮ ବର୍ଷୀୟ ପୁରୁଷ। ସେ କୋଲକାତାରୁ ଫେରିଥିବା ସୂଚନା ମିଳିଛି। ସଂକ୍ରମିତ ବ୍ୟକ୍ତି ଜଣକ…

କରୋନାକୁ ନେଇ ଚିନ୍ତା: ଯାଜପୁରରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କଲେ କୋବିଡ଼-୧୯ ପର୍ଯ୍ୟବେକ୍ଷକ ପି.କେ…

ଯାଜପୁର ଟାଉନ: ଯାଜପୁର ଜିଲ୍ଲାରେ ଚିନ୍ତା ଜନକ ରହିଛି କରୋନା। ବର୍ତ୍ତମାନ ସୁଦ୍ଧା ୧୨ ଜଣ କୋରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେତେକ ସୁପର ସ୍ପ୍ରେଡର ହେବାର ଆଶଙ୍କା ରହିଥିବାରୁ ଚିନ୍ତାରେ ଜିଲ୍ଲା ପ୍ରଶାସନ। ଯାଜପୁରରେ ସ୍ଥିତି ସମୀକ୍ଷା କରିବା ପାଇଁ…

ଭଦ୍ରକରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି

ଭଦ୍ରକ : ଚିନ୍ତା ବଢାଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା। ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ । ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ର । ନୂଆ ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗ ଫେରନ୍ତା। ତାଙ୍କ ବୟସ ୪୦ ବର୍ଷ । ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏଥିସହ…

ଗତ ୨ ମାସ ମଧ୍ୟରେ ୨୮ ଶହ ଲୋକ ପଶ୍ଚିମବଙ୍ଗରୁ ଆସିଛନ୍ତି ଓଡ଼ିଶା: କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ସୂଚନା, କହିଲେ…

ବାଲେଶ୍ୱର: ବାଲେଶ୍ୱରରେ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ ସାମଲ । ଗତ ୨ ମାସ ମଧ୍ୟରେ ୨୮ ଶହ ଲୋକ ପଶ୍ଚିମବଙ୍ଗରୁ ଓଡ଼ିଶା ଆସିଛନ୍ତି । ମାର୍ଚ୍ଚ ୨୮ ଓ ୨୯ରେ ପ୍ରାୟ ୧୫ ଶହ ଲୋକ ଓଡ଼ିଶା ଫେରିଛନ୍ତି । ସେମାନଙ୍କୁ ଗ୍ରାମ ପଞ୍ଚାୟତ କ୍ୱାରେଣ୍ଟାଇନ୍‌ରେ ରଖିବାକୁ କୁହାଯାଇଛି…