କରୋନାକୁ ନେଇ ଆତଙ୍କ: ବିଦେଶ ଗସ୍ତରୁ ଫେରି ସ୍ୱାସ୍ଥ୍ୟ ବିଭାଗକୁ ନ ଜଣାଇଲେ ବିଭାଗକୁ ଅବଗତ ନକଲେ ନିଆଯିବ ଦୃଢ଼…
ଭୁବନେଶ୍ବର : ଯେଉଁ ବ୍ୟକ୍ତିମାନେ ବିଦେଶରୁ ଫେରୁଛନ୍ତି ଏବଂ ସ୍ବାସ୍ଥ୍ୟ ବିଭାଗକୁ ସେମାନଙ୍କ ଗସ୍ତ ବିଷୟରେ ସୂଚନା ଦେଉ ନାହାନ୍ତି କିମ୍ବା ଲୁଚୁଛନ୍ତି, ତେବେ ସେମାନଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏପରିକି ଦରକାର ପଡ଼ିଲେ ଗିରଫ ମଧ୍ୟ କରାଯିବ। ରାଜ୍ୟ ସରକାର ଖୁବଶୀଘ୍ର ୧୮୯୭ ମସିହା…