ଚୀନରେ ଫସିଲେ ୬ ଭାରତୀୟ, ପ୍ରବଳ ଜ୍ୱରରେ ପୀଡିତ କାରଣରୁ ଭାରତ ଆସିବାକୁ ମିଳିଲାନି ଅନୁମତି
କରୋନା ଭାଇରସର ବିପଦ ମଧ୍ୟରେ ଚୀନରେ ଫସି ରହିଥିବା କିଛି ଭାରତୀୟ ଛାତ୍ର ଓ କିଛି ନାଗରିକ ଗତକାଲି ସକାଳେ ଭାରତ ଫେରିଛନ୍ତି । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ୩୨୪ ଜଣ ଭାରତୀୟଙ୍କୁ ଚୀନରୁ ଭାରତକୁ ଫେରାଇ ଆଣିଛି । ତେବେ ଏହା ମଧ୍ୟରେ ଏକ ଖବର ଆସିଛି ଯେ ୬ ଜଣ ଭାରତୀୟ ପ୍ରବଳ ଜ୍ୱରରେ…