Browsing Tag

Coronavirus

ଦୁନିଆର ସମସ୍ତ ବ୍ୟକ୍ତିଙ୍କୁ ଛୁଇଁବ କି କରୋନାର ନୂଆ ଭ୍ୟାରିଏଣ୍ଟ ‘ଓମିକ୍ରନ୍‌’? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା…

କରୋନା ଭାଇରସ୍‌ର ନୂଆ ଭ୍ୟାରିଏଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟେକ୍ନିକାଲ ମୁଖ୍ୟ ମାରିଆ ଭ୍ୟାନ୍‌ କେରଖୋଭେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି, ଯାହା ସାରା ବିଶ୍ୱ ବାସୀଙ୍କୁ ଚମକାଇ ଦେଇଛି। ରବିବାର ଦିନ ମାରିଆ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ କରୋନାର ନୂଆ…

ମାର୍ଚ୍ଚ ୧୧ ସୁଦ୍ଧା କୋଭିଡ଼ ଏକ ସାଧାରଣ ରୋଗରେ ପରିଣତ ହୋଇପାରେ : ICMR ମହାମାରୀ-ତତ୍ତ୍ୱ ବିଭାଗ ମୁଖ୍ୟ

କେନ୍ଯୁଜ୍: ମାର୍ଚ୍ଚ ୧୧ ସୁଦ୍ଧା କୋଭିଡ଼ ଏକ ସାଧାରଣ ରୋଗରେ ପରିଣତ ହୋଇପାରେ। ଏହା କହିଛନ୍ତି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ମହାମାରୀ-ତତ୍ତ୍ୱ ବିଭାଗ ମୁଖ୍ୟ ସମୀରନ ପଣ୍ଡା। ଯଦି ଆମେ କୋଭିଡ଼ କଟକଣା ମାନିବାରେ ହେଳା ନକରୁ ଏବଂ ଯଦି କୌଣସି ନୂଆ ଭାରିଆଣ୍ଟର ଉଦ୍ଭବ ନହୁଏ, ତେବେ…

କରୋନା ମହାମାରୀ ଯୋଗୁ ୨୧ ମାସରେ ଅନାଥ ହୋଇଛନ୍ତି ଲକ୍ଷାଧିକ ଶିଶୁ, କିଏ ହରାଇଛି ବାପାଙ୍କୁ ତ ଆଉ କିଏ ପୂରା ପରିବାର

କରୋନା ଯୋଗୁ ଅନେକ ପରିବାର ଛାର ଖାର ହୋଇଯାଇଛି। ହଜାର ହଜାର ଶିଶୁ ନିଜ ବାପା ମା’ଙ୍କୁ ହରାଇ ଅନାଥ ହୋଇଛନ୍ତି। ଏ ସମ୍ପର୍କରେ ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ (NCPCR) ସୁପ୍ରିମକୋର୍ଟରେ ଏକ ବଡ଼ ଖୁଲାସା କରିଛନ୍ତି। ଆୟୋଗ ପକ୍ଷରୁ ଜାରି କରାଯାଇଥିବା ତାଜା ରିପୋର୍ଟ ମୁତାବକ, କରୋନା…

କରୋନାର ଚିକିତ୍ସା ପାଇଁ ୮ ମାସରେ ଖର୍ଚ୍ଚ ହେଲା ୮ କୋଟି ଟଙ୍କା, ବିକିଲେ ୫୦ ଏକର ଜମି; ତଥାପି ବଞ୍ଚିଲାନି ଜୀବନ

ଦେଶରେ କରୋନା ଭାଇରସ୍‌ର ସଂକ୍ରମଣ ଲଗାତାର ବଢ଼ି ଚାଲିଛି। ଇତି ମଧ୍ୟରେ ମଧ୍ୟ ପ୍ରଦେଶର ରୀବାରୁ ଏକ କଷ୍ଟଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ ୮ ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ଜଣେ ଚାଷୀଙ୍କ ଚିକିତ୍ସାରେ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା, ତଥାପି ତାଙ୍କ ଜୀବନ…

ରାଜଧାନୀରେ ବେକାବୁ ହେଲାଣି କରୋନା, ସମସ୍ତ ପ୍ରାଇଭେଟ୍‌ ଅଫିସ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ

ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଟିକା ନେଇସାରିଥିଲେ ମଧ୍ୟ ସଂକ୍ରମଣ କମିବାର ନାଁ କିନ୍ତୁ ଧରୁନି। ଏବେ ତୃତୀୟ ଲହର ରୂପେ ଓମିକ୍ରନ୍‌ ସାରା ଦେଶରେ କାୟା ବିସ୍ତାର କରିସାରିଲାଣି। ତେବେ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବା ଦେଖି ରାଜ୍ୟ ସରକାର କଠୋର ହୋଇଛନ୍ତି।…

ଓମିକ୍ରନ୍‌ର ଚିକିତ୍ସା ପାଇଁ ‘ମୋଲନୁପିରାଭିର’ କୌଣସି ଯାଦୁକରୀ ଔଷଧ ନୁହେଁ, ହାଲ୍‌କା ଲକ୍ଷଣ ଥିଲେ ଘରେ କରିପାରିବେ…

କୋଭିଡ୍‌-୧୯ ରୋଗ ପାଇଁ ଆଣ୍ଟି ଭାଇରାଲ ‘ମୋଲନୁପିରାଭିର’ କୌଣସି ଯାଦୁକରୀ ଔଷଧ ନୁହେଁ। ଲୋକଙ୍କୁ ପରାମର୍ଶ ଦେବା ଅବସରରେ ଏଭଳି କହିଛନ୍ତି ଏମ୍‌ସ ଡାକ୍ତର। କରୋନା ଭାଇରସ୍‌ର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ ଯୋଗୁ ବଢ଼ୁଥିବା ମାମଲାକୁ ଦେଖି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ର…

ଦେଶରେ ଲକ୍ଷେ ଟପିଲା କରୋନା ସଂକ୍ରମଣ: ଦିନକରେ ୧ ଲକ୍ଷ ୧୭ ହଜାର ୧୦୦ ସଂକ୍ରମିତ ଚିହ୍ନଟ, ୩୦୨ ମୃତ

ଦେଶରେ ଲକ୍ଷେ ଟପିଲା କରୋନା ସଂକ୍ରମଣ। ଗୋଟିଏ ଦିନରେ ୧ଲକ୍ଷ ୧୭ ହଜାର ୧୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ ୨୮.୮ ପ୍ରତିଶତ ବଢ଼ିଛି ସଂକ୍ରମଣ। ୧୦ ଦିନରେ ଦୈନିକ ମାମଲା ୧୮ ଗୁଣା ବୃଦ୍ଧି ପାଇଛି। ଡିସେମ୍ବର ୨୮ ତାରିଖରେ ଦେଶରେ କରୋନା ସଂକ୍ରମଣ ଥିଲା ୬ହଜାର ୩୫୮। ଅନ୍ୟପଟେ…

ଟେଲି ଅଭିନେତ୍ରୀ ଦ୍ରଷ୍ଟୀ ଧାମିଙ୍କୁ କରୋନା, ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଦେଲେ ସୂଚନା

କୋଭିଡର ନୂତନ ପ୍ରକାର ଭାରିଆଣ୍ଟ୍ ଓମିକ୍ରନ୍ ବାହାରିବା ପରଠାରୁ ସାରା ବିଶ୍ୱରେ ଭୟର ବାତାବରଣ ଖେଳିଯାଇଛି ଦେଶରେ ସର୍ବାଧିକ କରୋନା ମାମଲା ଦେଶରେ ମହାରାଷ୍ଟ୍ରରେ ହୋଇଥିବା ବେଳେ ଅନେକ ବଲିଉଡ ସେଲିବ୍ରେଟ୍ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ମଧୁବାଲା ଫେମ୍ ଟେଲି ଅଭିନେତ୍ରୀ…

ଫ୍ରାନ୍ସରୁ ମିଳିଲା କରୋନାର ଆଉ ଏକ ନୂତନ ଭାରିଆଣ୍ଟ୍ IHU, ଦେଖାଗଲାଣି ୪୬ ମ୍ୟୁଟେସନ୍

ନୂଆଦିଲ୍ଲୀ : କରୋନା ଏବଂ ଓମିକ୍ରନ୍ ବିପଦ ମଧ୍ୟରେ ଫ୍ରାନ୍ସରେ ଆଉ ଏକ ନୂତନ ପ୍ରକାର ଭାରିଆଣ୍ଟ୍ ଚିହ୍ନଟ କରାଯାଇଛି। ଏହି ନୂତନ ଭାରିଆଣ୍ଟ ଦ୍ୱାରା ଦକ୍ଷିଣ ଫ୍ରାନ୍ସରେ ୧୨ ଜଣ ଲୋକ ସଂକ୍ରମିତ ହୋଇଥିବା ଖବର ସାମନାକୁ ଆସିଛି । ବିଶେଷଜ୍ଞ ମାନେ ଏହାକୁ ବି.୧.୬୪୦.୨ ବୋଲି ଚିହ୍ନଟ କରିଛନ୍ତି ।…

ବିହାରରେ ଓମିକ୍ରନ୍‌ର ପ୍ରଥମ କେସ୍‌, ମାସେ ଭିତରେ ୧୦ ଗୁଣ ବଢ଼ିଲା ସଂକ୍ରମଣ

କରୋନାର ତୃତୀୟ ଲହରୀ ଏବେ ସାରା ଦେଶରେ ଆରମ୍ଭ ହୋଇଛି। ଏଥରକ ନୂଆ ଭ୍ୟାରିଏଣ୍ଟ ଭାବେ ଓମିକ୍ରନ୍‌ କାୟା ବିସ୍ତାର କରିବାରେ ଲାଗିଛି। ଓମିକ୍ରନ୍‌ର ଭୟାବହତା ପୂର୍ବ ଦୁଇଟି ଲହରୀ ଠାରୁ ଯଥେଷ୍ଟ ଅଧିକ ରହିବ ବୋଲି ଏକ୍ସପର୍ଟମାନେ ମତବ୍ୟକ୍ତ କରିଛନ୍ତି। ଏଣୁ ଲୋକଙ୍କ ଭିତରେ ପୁଣିଥରେ ଭୟର…

ଶ୍ରଦ୍ଧାଳୁଙ୍କ ପାଇଁ ରାତିରେ ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ, ସକାଳ ଏବଂ ସନ୍ଧ୍ୟା ଆଳତିରେ ମଧ୍ୟ ସାମିଲ…

ଶିରିଡି ସାଇବାବା ଭକ୍ତଙ୍କ ପାଇଁ ନିରାଶ ଖବର। କରୋନା ନୂଆ ଭାରିଏଣ୍ଟ ଓମିକ୍ରନ ବଢୁଥିବା ମାମଲା ଦେଖି ମହାରାଷ୍ଟ୍ର ସରକାର ସଂପୂର୍ଣ୍ଣ ରାଜ୍ୟରେ ରାତି ୯ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଦୃଷ୍ଟିରେ ଦେଖି ଶିରିଡି ସାଇ ବାବା ସଂସ୍ଥା ପକ୍ଷରୁ…

ପୁରୁଷଙ୍କ ଶୁକ୍ରାଣୁର କ୍ୱାଲିଟିକୁ ନଷ୍ଟ କରି ଦେଉଛି କରୋନା ଭାଇରସ୍‌, ସାମ୍ନାକୁ ଆସିଲା ନୂଆ ଗବେଷଣାର ତଥ୍ୟ

କରୋନା ସଂକ୍ରମଣକୁ ନେଇ ଏକ ନୂତନ ଗବେଷଣାରେ ଆଶ୍ଚର୍ଯ୍ୟ କରି ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଲଣ୍ଡନ ବିଶ୍ୱବିଦ୍ୟାଳୟର ଗବେଷଣାରୁ ଜଣାପଡିଛି ଯେ କୋଭିଡ-୧୯ ସଂକ୍ରମଣ ସ୍ପର୍ମର କ୍ୱାଲିଟିକୁ ଡ୍ୟାମେଜ କରି ଦେଇଥାଏ। ସଂକ୍ରମଣରୁ ସୁସ୍ଥ ହେବା ପରେ ମାସ ମାସ ଧରି ପୁରୁଷଙ୍କ ସ୍ପର୍ମଙ୍କ ଉପରେ…