Below header
Browsing Tag

Coronavirus

ଭାରତରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ, କରେଳରେ ୩ ବର୍ଷ ଶିଶୁର ଆସିଲା ପଜେଟିଭ୍‌ ରିପୋର୍ଟ

କରେଳ: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । କରେଳରେ ଜଣେ ୩ ବର୍ଷର ଶିଶୁ କରୋନା ସଂକ୍ରମଣର ଶିକାର ହୋଇଛି । ଶିଶୁକୁ ଚିକିତ୍ସା ପାଇଁ ଏର୍ଣ୍ଣାକୁଲମ ମେଡିକାଲ କଲେଜର ଆଇାସୋଲେସନ୍‌ ଓ୍ଵାର୍ଡରେ ଭର୍ତ୍ତି କରାଯାଇଛି । ଶିଶୁଟି ନିକଟରେ ପରିବାର ସହ ଇଟାଲି ଯାଇଥିଲା ।…

ରାଜ୍ୟରେ ନାହିଁ କରୋନା ଭୟ: କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସିତ ଆୟର୍ଲାଣ୍ଡ ନାଗରିକଙ୍କ ସମେତ ୧୦ ଜଣ ସନ୍ଦିଗ୍ଧଙ୍କ…

ଭୁବନେଶ୍ବର: କରୋନାକୁ ନେଇ ସାରା ଦେଶରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ଏଯାଏ କେହି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସିତ ଆୟର୍ଲାଣ୍ଡ ନାଗରିକଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ଏସସିବି, ଏମକେସିଜି, ଭିମସାର ଓ କ୍ୟାପିଟାଲ…

କରୋନା ମୁକାବିଲା : ସ୍ଥାପନ ହେଲା ୫୨ଟି ଯାଞ୍ଚକେନ୍ଦ୍ର ଏବଂ ୫୭ଟି ସହାୟକ ନମୁନା ସଂଗ୍ରହ କେନ୍ଦ୍ର

ସମଗ୍ର ଦୁନିଆରେ କରୋନା ନିଜର କାୟା ମେଲାଇ ଚାଲିଛି। ଏହି ଭାଇରସ ଏବେ ୯୬ ଟି ଦେଶରେ ବ୍ୟାପିବାରେ ଲାଗିଛି। ଏହି ଭାଇରସରେ ୩୪୬୬ ଲୋକ ମୃତ୍ୟୁବରଣ କରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷରେ ପହଞ୍ଚିଗଲାଣି। କରୋନା ମୁବାକିଲା ପାଇଁ ଭାରତ ସରକାର ଏବଂ ସମସ୍ତ ରାଜ୍ୟ ସରକାର ସ୍ୱତନ୍ତ୍ର…

ଘରେ ତିଆରି କରନ୍ତୁ ହ୍ୟାଣ୍ଡ ସାନିଟାଇଜର, କରୋନା ଭାଇରସକୁ କରିବ ମୂଳପୋଛ; ଜାଣନ୍ତୁ ପ୍ରସ୍ତୁତି ବିଧି

ବର୍ତ୍ତମାନ ଯେଉଁ ଅନୁପାତରେ କରୋନା ଭାଇରସ୍‌ ବ୍ୟାପିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି। ଏଥିପାଇଁ ସରକାର ମଧ୍ୟ ସବୁସ୍ତରରେ ଲୋକଙ୍କୁ ସଚେତନ କରାଉଛନ୍ତି। ତେବେ କରୋନା ଭାଇରସ୍‌ କବଳରୁ ନିଜକୁ ରକ୍ଷା କରିବା ପାଇଁ ସବୁଠାରୁ ସହଜ…

କରୋନାକୁ ନେଇ କୋକୁଆ ଭୟ, ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ଟପିଥିବା ବେଳେ ୩ ହଜାର ୪୯୪ ଜଣ ହରାଇ…

କେନ୍ୟୁଜ୍:କରୋନାକୁ ନେଇ କୋକୁଆ ଭୟ । ସମଗ୍ର ଦେଶରେ ଆତଙ୍କ ଖେଳାଇଛି କରୋନା । ବିଶ୍ୱବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଭାଇରସ୍‌ ୯୩ଟି ଦେଶକୁ ବ୍ୟାପିଲାଣି । ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ଟପିଥିବା ବେଳେ ୩ ହଜାର ୪୯୪ ଜଣ ପ୍ରାଣ…

କରୋନା ଭାଇରସ ନେଇ ଭୁଲ ତଥ୍ୟ ପ୍ରସାରଣ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଲେ Google ଓ Apple କମ୍ପାନୀ

ଆପଲ ଓ ଗୁଗୁଲ ପରି କମ୍ପାନୀ କୋରୋନା ଭାଇରସ ବିରୋଧରେ ଲଢେଇ ଆରମ୍ଭ କରି ଦେଇଛନ୍ତି । କମ୍ପାନୀର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ଏଣିକି କରୋନା ଭାଇରସ ନେଇ ଭୁଲ ସୂଚନା ଦେଉଥିବା ବିଭିନ୍ନ ଆପ ଗୁଡିକୁ ନିଜ ନିଜ ପ୍ଲେ ଷ୍ଟୋରରୁ ଡିଲିଟ କରିବା ଆରମ୍ଭ କରି ଦେଇଛନ୍ତି । ଏକ ମିଡ଼ିଆ ରିପୋର୍ଟ…

ଏବେ ଆଉ ଚିନ୍ତା ନାହିଁ, ଯେଉଁ ଦେଶରୁ ବ୍ୟାପିଥିଲା କରୋନା ଭାଇରସ ସେଠାରୁ ଆସିଲା ବଡ଼ ଖୁସି ଖବର

ଚୀନରେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ୧୬୮୧ ଜଣ ରୋଗୀଙ୍କର ଚିକତ୍ସା ପରେ ସେମାନେ ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯାଇଛନ୍ତି ବୋଲି ନେସନାଲ ହେଲଥ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କୁ ନିକଟରେ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି । ସୂଚନା ଅନୁଯାୟୀ ବର୍ତ୍ତମାନ…

ଭୁବନେଶ୍ୱରର ଏକ ହୋଟେଲରୁ ଠାବ ହେଲେ ଚମ୍ପଟ ମାରିଥିବା କରୋନା ସନ୍ଦିଗ୍ଧ

ଭୁବନେଶ୍ୱର: ଠାବ ହେଲେ କରୋନା ସନ୍ଦିଗ୍ଧ ଆୟରଲାଣ୍ଡର ଯୁବକ। ଭୁବନେଶ୍ୱରର ଏକ ହୋଟେଲରୁ ତାଙ୍କୁ ଠାବ କରାଯାଇଛି। କମିଶନରେଟ ପୋଲିସର ଏକ ଟିମ୍‌ ଦ୍ୱାରା ଉଦ୍ଧାର କରିଛି। ଡାକ୍ତରୀ ଟିମ୍‌ ସହାୟତାରେ ନମୂନା ସଂଗ୍ରହ ପାଇଁ ଉଦ୍ୟମ ଚାଲିଛି। ସରକାରଙ୍କ ପ୍ରୋଟକଲ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ…

କଟକ ଏସ୍‌ସିବି ମେଡିକାଲ୍‌ରୁ ଚମ୍ପଟ୍‌ ମାରିଲେ କରୋନା ସନ୍ଦିଗ୍ଧ ! ମଙ୍ଗଳାବାଗ ଥାନାରେ ଅଭିଯୋଗ କଲେ ମେଡିକାଲ୍‌…

କଟକ : କଟକ ଏସ୍‌ସିବି ମେଡିକାଲ୍‌ରୁ ଚମ୍ପଟ୍‌ ମାରିଲେ କରୋନା ସନ୍ଦିଗ୍ଧ ! ଗତକାଲି ରାତିରୁ ଉକ୍ତ ବ୍ୟକ୍ତି ଜଣକ କେଉଁଆଡ଼େ ଚମ୍ପଟ ମାରିଥିବା ନେଇ ବୋଲି ସୂଚନା ମିଳିଛି। ଏନେଇ ମଙ୍ଗଳାବାଗ ଥାନାରେ ମେଡିକାଲ୍‌ କର୍ତ୍ତୃପକ୍ଷ ମୌଖିକ ଅଭିଯୋଗ କରିଛନ୍ତି। ଚମ୍ପଟ୍ ମାରିଥିବା ବ୍ୟକ୍ତି ଜଣଙ୍କ…

କରୋନା ଭାଇରସ ମୁକାବିଲା ନେଇ ପୁରୀ ପ୍ରଶାସନର ଜରୁରୀ ବୈଠକ, ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଆକ୍ରାନ୍ତଙ୍କ ପାଇଁ…

ପୁରୀ : କରୋନା ଭାଇରସ ମୁକାବିଲା ନେଇ ପୁରୀ ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ । ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ସିଡିଏମଓ, ପିଡି ଡିଆରଡିଏ, ଏସପି ଓ ବିଭିନ୍ନ ବିଭାଗର ଅଧିକାରୀ ଏଥିରେ ଯୋଗ ଦେଇଥିଲେ । ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ସମ୍ଭାବ୍ୟ କରୋନା ଆକ୍ରାନ୍ତଙ୍କ ପାଇଁ…

ଇଟାଲୀରେ କିସ୍‌ ଉପରେ ଲାଗିଲା ବ୍ୟାନ, ଜାଣନ୍ତୁ କଣ ରହିଛି ଏହା ପଛରେ ଭୟାନକ କାରଣ

କରୋନା ଭାଇରସ ବ୍ୟାପିବାର ଅନେକ କାରଣ ରହିଛି, ଯାହାର ସଂକ୍ରମଣ ପାଇବା କଷ୍ଟକର ହୋଇପଡିଛି। ବିଶ୍ୱର ଭିନ୍ନ ଭିନ୍ନ ଦେଶରେ କରୋନାରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ଅନୁଯାୟୀ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଅନୁଯାୟୀ ଇଟାଲୀ ସରକାର ନୂଆ ପଦକ୍ଷେପ ଜାରି କରିଛନ୍ତି। ସରକାର ଲୋକଙ୍କୁ…

ୟୁନିସେଫ୍‌ ସେୟାର କଲା ‘ହାତଧୁଆ ଡ୍ୟାନ୍ସ’, କରୋନାକୁ ମାତ୍‌ ଦେବାରେ ହେବ ସହାୟକ; ଦେଖନ୍ତୁ ଭିଡିଓ

କରୋନା ଭାଇରସ୍‌ ଧୀରେ ଧୀରେ ସାରା ପୃଥିବୀକୁ ନିଜ କବଳକୁ ନେବା ଆରମ୍ଭ କଲାଣି। ଏହି ଭାଇରସ୍‌ ଏବେ ଚୀନ୍‌ ସମେତ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ମଧ୍ୟ ବ୍ୟାପିଲାଣି। ତେବେ କରୋନାରୁ ମୁକ୍ତି ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲେ ମଧ୍ୟ ଏହି ରୋଗ ଥମିବାର…