Below header
Browsing Tag

Coronavirus

ରାସ୍ତା କଡ଼ରେ ଠେଲାବାଲା ନାଳ ପାଣିରେ ଧୋଉଛନ୍ତି ପ୍ଲେଟ୍‌, ଭିଡିଓ ଦେଖିଲେ ଆପଣ ବାନ୍ତି କରିପକାଇବେ, ଦେଖନ୍ତୁ ଭିଜୁଆଲ

ସୋସିଆଲ ମିଡିଆରେ ଏବେ ଏକ ଏମିତି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ ବାହାରର ଠେଲା ଗାଡ଼ିରୁ ଜଳଖିଆ ଖାଇବା ଛାଡ଼ିଦେବେ। ସୁବିଧାରେ ତଥା କମ୍‌ ଦାମ୍‌ ପଡ଼ୁଥିବାରୁ ଲୋକମାନେ ବାହାରର ଖାଦ୍ୟ ଖାଇଥାନ୍ତି। କିନ୍ତୁ ଲୋକଙ୍କ ଏହି ଆବଶ୍ୟକତାର ଫାଇଦା ଉଠାଉଛନ୍ତି ଠେଲା ଦୋକାନୀ। ଲୋକଙ୍କୁ…

କରୋନା ଆତଙ୍କ, ଘରେ ରହି କାମ କରିବାକୁ ୫୦୦୦ କର୍ମଚାରୀଙ୍କୁ କହିଲା ଟ୍ଵିଟର

କରୋନା ଭାଇରସ୍‌ର ଆତଙ୍କ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଚୀନ୍‌ର ବୁହାନ୍‌ ସହରରୁ ବ୍ୟାପୁଥିବା ଏହି ମାରାତ୍ମକ ଭାଇରସ୍‌ ଏବେ ଭାରତରେ ମଧ୍ୟ ପ୍ରବେଶ କରିସାରିଲାଣି। କରୋନାର ମାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର ସବୁ ଦେଶରେ ଥିବା ନିଜ କର୍ମଚାରୀଙ୍କୁ ଘରେ…

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି, ୭୦ ପ୍ରତିଶତ ଆଲକୋହଲ ଯୁକ୍ତ ବିଶୋଧକରେ ଅଫିସ ଉପକରଣ…

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ଏସ୍‌ଆରସି ପକ୍ଷରୁ ଆଡଭାଇଜିରି ଜାରି କରାଯାଇଛି । କାର୍ଯ୍ୟାଳୟରେ ସ୍ୱଚ୍ଛତା ରଖିବାକୁ ପରାମର୍ଶ ଦିଆଯାଇଛି । ଅଫିସର ସମସ୍ତ ଉପକରଣ ସଫା ରଖନ୍ତୁ । ଟେବୁଲ, ଡେସ୍କ, ଟେଲିଫୋନ୍‌ ଓ କି ବୋର୍ଡ ଗୁଡ଼ିକୁ ସଫା…

କରୋନା ଭୟ: ଚେନ୍ନାଇ ବନ୍ଦରରେ ବିଲେଇକୁ ନେଇ ବଢ଼ିଲା ଅଡୁଆ, ଚୀନରୁ ଆସିଥିବା ସନ୍ଦେହ କଲେ ପୋର୍ଟ ଅଧିକାରୀ, ଚିଠି ଜାରି…

ଚେନ୍ନାଇ ବନ୍ଦରରେ ଏବେ ଏକ ବିଲେଇ ଅଢ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଚେନ୍ନାଇ ପୋର୍ଟର ଅଧିକାରୀମାନଙ୍କ ଆଶଙ୍କା ଯେ ବିଲେଇଟି ଚୀନରୁ ଆସିଛି। ଏହା ସେଠାରୁ ଆସିଥିବା କଣ୍ଟେନର ସହ କୌଣସି ମତେ ଚାଲିଆସିଛି। ତେଣୁ ସେ କରୋନା ଭାଇରସ୍‌ରେ ଆକ୍ରାନ୍ତ ଥାଇପାରେ। ଏଥିପାଇଁ ଅଧିକାରୀମାନେ ତାକୁ ଚୀନ…

କରୋନା ଭାଇରସ୍‌ର ପ୍ରଭାବ ଯୋଗୁ ବିଳମ୍ବ ହୋଇପାରେ ଟୋକିଓ ଅଲିମ୍ପିକ୍ସ, ସୂଚନା ଦେଲେ ଜାପାନ ଅଲିମ୍ପିକ ମନ୍ତ୍ରୀ ସିକୋ…

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ପ୍ରଭାବ ଯୋଗୁ ବିଳମ୍ବ ହୋଇପାରେ ଟୋକିଓ ଅଲିମ୍ପିକ୍ସ । ଜାପାନ ଅଲିମ୍ପିକ ମନ୍ତ୍ରୀ ସିକୋ ହାସିମୋତେ ପାର୍ଲାମେଣ୍ଟରେ ଏନେଇ ସୂଚନା ଦେଇଛନ୍ତି । ୨୦୨୦ ଅଲିମ୍ପକ୍ସ ଜୁଲାଇ ୨୪ରୁ ଆରମ୍ଭ ହେବା କଥା । ମାତ୍ର କରୋନା ଭାଇରସ୍‌ ଆତଙ୍କ ଯୋଗୁ ଏହି ଇଭେଣ୍ଟ ବର୍ଷର ଶେଷ…

କରୋନା ଭାଇରସ୍‌ ଭାରତରେ ପହଞ୍ଚିବା ପରେ ତତ୍ପର କେନ୍ଦ୍ର ସରକାର, ଗତକାଲି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଆଜି…

ନୂଆଦିଲ୍ଲୀ: ସାରା ବିଶ୍ୱରେ ଦେଖିବାକୁ ମିଳୁଛି କରୋନାର କରାଳ ରୂପ । ଭାରତରେ ମଧ୍ୟ କରୋନାକୁ ନେଇ ଲୋକେ ଆତଙ୍କିତ । କେରଳରେ ତିନି ଜଣ, ନୋଏଡାରେ ଜଣେ, ତେଲେଙ୍ଗାନାରେ ଜଣେ ଓ ଆଗ୍ରାରେ ଜଣେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । କରୋନା ଭାଇରସ୍‌ ଭାରତରେ ପହଞ୍ଚିବା ପରେ ତତ୍ପର କେନ୍ଦ୍ର ସରକାର ।…

ଆଗ୍ରାରେ ଗୋଟିଏ ପରିବାରର ୬ ଜଣଙ୍କୁ କରୋନା, ପଠାଗଲା ଦିଲ୍ଲୀ

ଚୀନ ସମେତ ଅନ୍ୟ କେତେକ ଦେଶରେ ଆତଙ୍କ ସୃଷ୍ଟି କରିଥିବା କରୋନା ଏବେ ଉତ୍ତର ପ୍ରଦେଶରେ ମଧ୍ୟ ନିଜ କାୟାବିସ୍ତାର କରିବା ଆରମ୍ଭ କରିଛି। ଆଗ୍ରାର ଜୋତା ବ୍ୟବସାୟ କରୁଥିବା ଏକ ପରିବାରର ୬ ଜଣ ସଦସ୍ୟଙ୍କ ଠାରେ କରୋନା ଭାଇରସ୍‌ର ଲକ୍ଷଣ ଦେଖିବାକୁ ମିଳିଛି। ଦେଶରେ ଏକାସାଙ୍ଗେ ୬ ଜଣ ସନ୍ଦିଗ୍ଧ…

କରୋନା ଯୋଗୁ ୪ ଦେଶର ଭିସା ରଦ୍ଦ କଲା ଭାରତ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା

ଭାରତରେ କରୋନା ଭାଇରସ୍‌ର ଦୁଇଟି ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚାରିଟି ଦେଶର ନାଗରିକଙ୍କ ରେଗୁଲାର ଭିସାକୁ ରଦ୍ଦ କରିଦେଇଛନ୍ତି। ଏଥିରେ ଇଟାଲୀ, ଇରାନ, ଦକ୍ଷିଣ କୋରିଆ ଓ ଜାପାନ ସାମିଲ ଅଛି। ଏଥିସହ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ପ୍ରବେଶ କରିନାହାନ୍ତି…

ନୋଏଡା ସ୍କୁଲରେ ଏଣ୍ଟ୍ରି କଲା କରୋନା: ଭୟରେ ତିନିଦିନ ବନ୍ଦ ହେଲା ସ୍କୁଲ

କରୋନା ଭାଇରସର ଆତଙ୍କ ଦିନକୁ ଦିନ ବଢିଚାଲିଛି। କରୋନା ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏବେ ଭାରତରେ କରୋନା ଭାଇରସର ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ଓ ତେଲେଙ୍ଗାନାରେ ନୂଆ କରୋନା ଭାଇରସ୍ ବା କୋଭିଡ୍-୧୯ ପିଜିଟିଭ୍…

କରୋନା ଯୋଗୁଁ ଅଟୋ ଶିଳ୍ପ ପ୍ରଭାବିତ: କମିଲା ହୋଣ୍ଡା, ମହିନ୍ଦ୍ରା ଏବଂ ଟାଟାର ଗାଡି ବିକ୍ରି

କରୋନା ଭାଇରସ ଯେପରି ବିଭିନ୍ନ ଦେଶକୁ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। ସେହିପରି କରୋନା ସଂକ୍ରମଣର ପ୍ରଭାବ ଧୀରେଧୀରେ ବିଭିନ୍ନ ଶିଳ୍ପ ସଂସ୍ଥା ଉପରେ ପଡ଼ିବାରେ ଲାଗିଛି। କରୋନା ସଂକ୍ରମଣ ହେବାକୁ ଇତିମଧ୍ୟରେ ଗତ ୨ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ବଜାରରେ କାରବାରରେ ସଙ୍କଟ…

‘ଆମ ଦେଶରେ କରୋନା ପଶିଲେ ପରିଣାମ ଭୟଙ୍କର ହେବ’, ବିଶ୍ୱ ସମୁଦାୟକୁ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଧମକ

ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ କରୋନା ଭାଇରସ୍‌କୁ ନେଇ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ତାଙ୍କ ଦେଶରେ କରୋନା ଭାଇରସ୍‌ ବ୍ୟାପିଲା ତେବେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ। କିମ୍‌ ଜୋଙ୍ଗ୍‌ ଉନ୍‌ କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଏକ ଜରୁରୀକାଳୀନ ବୈଠକ ମଧ୍ୟ ଡାକିଛନ୍ତି।…

କୁକୁଡ଼ାରୁ ବ୍ୟାପୁଛି କରୋନା, ଏହି ଭ୍ରମ ଦୂର କରିବାକୁ ଷ୍ଟେଜ୍‌ରେ ଚିକେନ୍‌ ଖାଇଲେ ତେଲେଙ୍ଗାନାର ମନ୍ତ୍ରୀ

ଚୀନ୍‌ରେ କରୋନା ଭାଇରସ୍‌ ଯୋଗୁ ପ୍ରାୟ ୩୦୦୦ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ସାରା ଦୁନିଆରେ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇସାରିଲେଣି। ଭାରତ ସରକାର ମଧ୍ୟ ଏହି ଭାଇରସ୍‌ରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି। ଚିକେନ୍‌ ଓ ଅଣ୍ଡା ଖାଇବା ଦ୍ୱାରା…