Browsing Tag

Coronavirus

ଚୀନ୍‌ରେ କରୋନା ଭାଇରସରେ ଗଲାଣି ୧୮ ଶହ ୬୮ ଜଣଙ୍କ ଜୀବନ, ସବୁ ଯୋଜନା ସତ୍ତ୍ୱେ ଅସମ୍ଭାଳ ସ୍ଥିତି

ଚୀନ୍‌: ସବୁ ଯୋଜନା ସତ୍ତ୍ୱେ ଚୀନ୍‌ରେ ଅସମ୍ଭାଳ ସ୍ଥିତି । ନିୟନ୍ତ୍ରଣର ସଂପୂର୍ଣ୍ଣ ବାହାରେ କରୋନା ଭାଇରସ୍ । ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍‌ରେ ୧୮ ଶହ ୬୮ ଜଣଙ୍କ ଜୀବନ ଗଲାଣି । ୭୨ ହଜାରରୁ ଅଧିକ ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ମେଡିକାଲରୁ ୧୨ ହଜାର ୫୫୨ ଜଣ…

ଚୀନ୍‌ର ଲ୍ୟାବ୍‌ରେ ସୃଷ୍ଟି ହୋଇଛି ହଜାର ହଜାର ଲୋକଙ୍କ ଜୀବନ ନେଉଥିବା କରୋନା ଭାଇରସ୍‌

ଚୀନ୍‌ରେ ବ୍ୟାପୁଥିବା କରୋନା ଯୋଗୁ ଏବେ ସାରା ବିଶ୍ୱବାସୀ ଆତଙ୍କିତ ଅଛନ୍ତି। ପ୍ରତିଦିନ ନୋବେଲ କରୋନା ଭାଇରସ୍‌ (କୋଭିଡ-୧୯)ରେ ସଂକ୍ରମିତ ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟୁଛି। କିନ୍ତୁ ଏବେ ବି ଏହି ଭାଇରସ୍‌ର ସୃଷ୍ଟିକୁ ନେଇ ସମସ୍ତଙ୍କ ମନରେ ଏକ ବିରାଟ ପ୍ରଶ୍ନ ରହିଛି। ଚୀନ୍‌ର ହୁଓ୍ଵାଇ…

କରୋନାରୁ ମୁକ୍ତି ପାଇଁ ପୁଣିଥରେ ଅଦ୍ଭୁତ ଖାଦ୍ୟ ଖାଇଲେଣି ଚୀନ୍‌ବାସୀ, ଏବେ ଖାଉଛନ୍ତି ଏହି ଜୀବର ମାଂସ

କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱବାସୀ ଆତଙ୍କିତ ଅଛନ୍ତି। ଚୀନ୍‌ରେ ଏହି ଭାଇରସ୍‌ ଏତେ ପରିମାଣରେ ବ୍ୟାପିଗଲାଣି ଯେ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି କହିଲେ ଚଳେ। ଏହି ମାରାତ୍ମକ ରୋଗର ଚିକିତ୍ସା ଏପର୍ଯ୍ୟନ୍ତ ବାହାରିପାରିନାହିଁ। ଏଣୁ ଖୋଦ୍‌…

ଚୀନ୍‌ରେ ନିୟନ୍ତ୍ରଣ ବାହାରେ କରୋନା ଭାଇରସ୍, ବର୍ତ୍ତମାନ ସୁଦ୍ଧା ୧୭ ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି

ଚୀନ୍‌: ଚୀନ୍‌ରେ ଅସମ୍ଭାଳ ହେଲାଣି ସ୍ଥିତି । ନିୟନ୍ତ୍ରଣର ସଂପୂର୍ଣ୍ଣ ବାହାରେ କରୋନା ଭାଇରସ୍ । ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍‌ରେ ୧୭ ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ୫୮ ହଜାରରୁ ଅଧିକ ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ମେଡିକାଲରୁ ୬ ହଜାର ୬୩୯ ଜଣ ଡିସ୍‌ଚାର୍ଜ…

‘ମୋ ଝିଅ କରୋନା ସଂକ୍ରମିତ ନୁହେଁ, ତାକୁ ତୁରନ୍ତ ଫେରାଇ ଆଣନ୍ତୁ’, କୋହଭରା କଣ୍ଠରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ…

କରୋନା ଭାଇରସ୍‌କୁ ନେଇ ଏବେ ସାରା ବିଶ୍ୱବାସୀ ଚିନ୍ତିତ। ଇତି ମଧ୍ୟରେ କରୋନାକୁ ନେଇ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି। ଟୋକିଓରେ ଜାପାନ ଜାହାଜରେ ଥିବା ଭାରତୀୟ ନାଗରିକ ସୋନାଲି ଠକ୍କର କରୋନାରେ ଆକ୍ରାନ୍ତ ନଥିବା ସୂଚନା ମିଳିଛି। ଏନେଇ ସୋନାଲି ନିଜେ ସୋସିଆଲ ମିଡିଆରେ ସୂଚନା ଦେବା ସହ…

ଚୀନ୍‌ରେ ସାଙ୍ଘାତିକ ହେଲାଣି ସ୍ଥିତି, କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୧୫୨୬ରେ ପହଁଚିଲା

ଚୀନ୍‌: ଚୀନ୍‌ରେ କରୋନା ଭାଇରସ୍‌ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ହୁୱେଇ ପ୍ରଦେଶରେ ଗତକାଲି ଗୋଟିଏ ଦିନରେ ୧୧୬ ଜଣ ଭାଇରସ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହ ଚୀନ୍‌ରେ କରୋନା ମୃତ୍ୟୁ ସଂଖ୍ୟା ୧୫୨୬ରେ ପହଁଚିଛି। ହୁୱେଇରେ ଆଉ ୫ ହଜାର ଆକ୍ରାନ୍ତଙ୍କୁ ଚିହ୍ନଟ…

୧୫ ଦିନରେ ଭାରତ ସମେତ ଜାଣନ୍ତୁ କେଉଁ ଦେଶରେ କେତେ ଲୋକ ହୋଇଛନ୍ତି ଶିକାର

ଚୀନର ଉହାନ ସହରରେ ଜନ୍ମ ହୋଇଥିବା କରୋନାଭାଇରସ ଏବେ ଦୁନିଆରେ ୨୯ଟି ଦେଶରେ ନିଜ କାୟା ବିସ୍ତାର କରିସାରିଲାଣି। ଦିନକୁ ଦିନ ସମୟ ସହିତ ଏହି ଭାଇରସ୍‌ ଆହୁରି ବିକଟାଳ ରୂପ ଧାରଣ କରୁଛି। ଖାସ୍‌ କରି ଏହି ଭାଇରସ ପାଇଁ ଚୀନରେ ଲଗାତାର ମୃତ୍ୟୁସଂଖ୍ୟା ଦିନକୁ ଶହେରୁ ଅଧିକ ବଢ଼ୁଛି। ଗତ ବୁଧବାରରେ…

ମାତ୍ର ୧୫ ସେକେଣ୍ଡରେ ସଂକ୍ରମଣ ହୋଇପାରେ କରୋନା, ଜାଣନ୍ତୁ କିପରି କରିବେ ନିଜକୁ ରକ୍ଷା

ମାରାତ୍ମକ କରୋନା ଭାଇରସ ଏବେ ସମଗ୍ର ବିଶ୍ୱକୁ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। କରୋନା ନିଜର କାୟା ଚୀନରେ ଏତେ ମାତ୍ରାରେ ବିସ୍ତାର କଲାଣି ଯେ, ହଜାରରୁ ଉର୍ଦ୍ଧ୍ୱ ଲୋକ ମରିବା ସହିତ ଲକ୍ଷାଧିକ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନର କରୋନାର ସ୍ଥିତି ଭୟାବହ ହେବାକୁ ଲାଗିଛି। ଏଥିରୁ ନିଜକୁ…

କରୋନା ଭୟ: ପୋଷା ଜୀବଙ୍କୁ ବଞ୍ଚାଇବା ପାଇଁ ଚୀନବାସୀ କରୁଛନ୍ତି ଏମିତି କାମ, ସୋସିଆଲ ମିଡିଆରେ ବୁଲୁଛି ଫଟୋ

ଚୀନର ବୁହାନରୁ ବ୍ୟାପିଥିବା ଘାତକ କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏପରି କି, WHO ବି ଏହାକୁ ନେଇ ଚିନ୍ତା ପ୍ରକଟ କରିସାରିଛି। ଏବେ ଚୀନର ଲୋକେ ନିଜ ସହ ନିଜ ଗୃହପାଳିତ ପ୍ରାଣୀଙ୍କୁ ମଧ୍ୟ କରୋନାରୁ ବଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି। 作る予定じゃなかったんですけどね……

ମାରାତ୍ମକ କରୋନାରୁ ମୁକ୍ତି ପାଇଁ ସତର୍କତାମୂଳକ ପରାମର୍ଶ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଏହି ଉପାୟରେ ନିଜକୁ ରଖନ୍ତୁ…

କରୋନା ଭାଇରସ୍‌ର ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବାୟୁ ମାଧ୍ୟମରେ ବ୍ୟାପିବା ଆରମ୍ଭ କରିଥିବା କରୋନା ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ଅନ୍ୟପଟେ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ଥିବା ଜଣାଯାଇଛି।…

ଜମ୍ମୁ-କଶ୍ମୀରକୁ ଦେଖାଇଲେ ପାକିସ୍ତାନର ଅଂଶ, କରୋନାକୁ ନେଇ ରାହୁଲଙ୍କ ଟୁଇଟ୍‌ ଉପରେ ଆରମ୍ଭ ହେଲା ବିବାଦ

ପୁଣିଥରେ ଟ୍ରୋଲର ଶିକାର ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ତାଙ୍କର ଏକ ଭୁଲ୍‌ ଏବେ ତାଙ୍କ ଉପରେ ଭାରି ପଡ଼ିଛି। କରୋନା ଭାଇରସ୍‌କୁ ନେଇ ବୁଧବାର କରିଥିବା ଟୁଇଟ୍‌ରେ ରାହୁଲ ଜମ୍ମୁ-କଶ୍ମୀରର ଏକ ଅଂଶକୁ ପାକିସ୍ତାନର ଅଂଶ ରୂପେ ଦର୍ଶାଇଥିଲେ। ଏହାପରେ ସୋସିଆଲ ମିଡିଆ ୟୁଜର୍ସ…

କରୋନା ଭାଇରସ୍‌ ଯୋଗୁ ଚୀନ୍‌ରେ ମୃତ୍ୟୁ ସଂଖ୍ୟା ଟପିଲା ୧୩୦୦, ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ସ୍ଥିତି ସମୀକ୍ଷା କଲେ…

ଚୀନ୍: କରୋନା ଭାଇରସ୍‌ ଯୋଗୁ ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୧୩ ଶହ ଟପିଛି । ଗତକାଲି ଗୋଟିଏ ଦିନରେ ୨୪୨ ଜଣଙ୍କ ମୃତ୍ୟୁ ହୋଇଛି । କରୋନା ଭାଇରସ୍‌ରେ ୪୫ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଭାଇରସ୍‌ ଦ୍ରୁତ ଗତିରେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି । ଚୀନ୍‌ ରାଷ୍ଟ୍ରପତି ସି…