Browsing Tag

covaxin

Covaxinକୁ ସ୍ୱୀକୃତି ଦେବାକୁ ପୁଣି ଥରେ ମନାକଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO ଆଉ ଥରେ ପୁଣି କୋଭାକ୍ସିନକୁ ଆପ୍ରୂଭାଲ ଦେବାକୁ ଅମଙ୍ଗ ହୋଇଛନ୍ତି । ଅର୍ଥାତ WHO ଭାରତରେ ପ୍ରସ୍ତୁତ କରୋନା ଟୀକା Covaxinକୁ ନେଇ ଜରୁରୀ କାଳୀନ ଉପଯୋଗ କରିବା ପାଇଁ ସ୍ୱୀକୃତି ଦେଇନାହାନ୍ତି । WHOର ଆପ୍ରୂଭାଲ ପାଇବା ପାଇଁ ଭାରତ ବାଇଓଟେକ ଦ୍ୱାରା…

କୋଭିସିଲ୍ଡ ଓ କୋଭାକ୍ସିନ୍‌ ନେଉଥିବା ଲୋକଙ୍କ ଶରୀରରେ ୨ ମାସ ପରେ କମୁଛି ଆଣ୍ଟିବଡି, ଚିନ୍ତା ବଢ଼ାଇଲା ନୂଆ ରିସର୍ଚ୍ଚ

କରୋନା ଭାଇରସ୍‌ ଉପରେ ରୋକ୍‌ ଲଗାଇବା ପାଇଁ ଏବେ ସାରା ଦେଶରେ ଟିକା ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ଯାଏଁ ପାଖାପାଖି ୭୫ କୋଟି ଲୋକ ଟିକା ନେଇ ସାରିଲେଣି। ବର୍ଷ ଶେଷ ବେଳକୁ ସମସ୍ତେ କରୋନା ଟିକା ନେଇ ସାରିଥିବେ ବୋଲି ଆଶା କରାଯାଉଛି। ତେବେ ଇତି ମଧ୍ୟରେ ଟିକାକରଣକୁ ନେଇ ହୋଇଥିବା ଏକ…

କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସିଂ ଗବେଷଣାକୁ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ: କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସିଂ ଗବେଷଣାକୁ ସରକାରଙ୍କ ଅନୁମତି । କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସିଂକୁ କି ଫାଇଦା ମିଳୁଛି, ତା ଉପରେ ଗବେଷଣା କରିବାକୁ DCGI ଅନୁମତି ଦେଇଛି । ଭେଲ୍ଲୋରରେ ଥିବା ଖ୍ରୀଷ୍ଟିଆନ ମେଡିକାଲ କଲେଜରେ ଗବେଷଣା ଓ ଟ୍ରାଏଲ କରାଯିବ । ଏହାର…

ପ୍ରଥମ ଡୋଜ୍‌ କୋଭିସିଲ୍ଡର ନେଇଥିଲେ ଦ୍ୱିତୀୟଟିରେ ନେଇପାରିବେ କୋଭାକ୍ସିନ୍‌, ସ୍ପଷ୍ଟ କଲା ଆଇସିଏମ୍‌ଆର

କରୋନା ଭାଇରସ୍‌ ବିରୋଧରେ ଲଢ଼ିବାକୁ ଏବେ ଏକମାତ୍ର ଅସ୍ତ୍ର ହେଉଛି ଭ୍ୟାକ୍‌ସିନ୍‌ ବା ଟିକା। କେବଳ ଟିକା ନେଲେ ହିଁ ଏବେ କରୋନାକୁ ମାତ୍‌ ଦେଇ ହେବ। ତେବେ ବର୍ତ୍ତମାନ ବଜାରରେ ବିଭିନ୍ନ କମ୍ପାନୀର ଭ୍ୟାକ୍ସିନ୍‌ ଉପଲବ୍ଧ ଅଛି। ଏଣୁ ଲୋକମାନେ ଦ୍ୱନ୍ଦ୍ୱରେ ଅଛନ୍ତି ଯେ ଯଦି ପ୍ରଥମ ଡୋଜ୍‌…

ଖୁସି ଖବର ଦେଲା ICMR: କରୋନା ଭାଇରସ୍‌ର ଡେଲ୍‌ଟା ପ୍ଲସ୍‌ ଭ୍ୟାରିଏଣ୍ଟରୁ ରକ୍ଷା କରିବ କୋଭାକ୍ସିନ୍‌

ଭାରତରେ କରୋନାର ତୃତୀୟ ଲହରୀ ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି। ବିଶେଷଜ୍ଞଙ୍କ କହିବାନୁସାରେ, ଅଗଷ୍ଟ ମାସରେ ହିଁ ତୃତୀୟ ଲହରୀ ଭାରତ ଛୁଇଁପାରେ। ଇତି ମଧ୍ୟରେ ଏକ ଭଲ ଖବର ସାମ୍ନାକୁ ଆସିଛି। ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ ଏକ ରିସର୍ଚ୍ଚର ଷ୍ଟଡି ରିପୋର୍ଟରେ ଦାବି…

କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ରିପୋର୍ଟ ଜାରି, ଡେଲ୍‌ଟା ଭାରିଏଣ୍ଟ ବିପକ୍ଷରେ ୬୫.୨% ପ୍ରଭାବଶାଳୀ

ଭାରତୀୟ ବାୟୋଟିକ୍‌ ନିର୍ମିତ କୋଭାକ୍ସିନ୍‌ର ଫେଜ୍‌-୩ ଟ୍ରାଏଲର ଫାଇନାଲ ଆନାଲାସିସ୍‌ ରିପୋର୍ଟ ଅଫିସିଆଲି ଜାରି କରାଯାଇଛି। ରିପୋର୍ଟ ମୁତାବକ, କୋଭାକ୍ସିନ୍‌ ଟିକା ଭାଇରସ୍‌ ବିରୋଧରେ ୭୭.୮ ପ୍ରତିଶତ ପ୍ରଭାବୀ। ଏଥିସହ କରୋନା ଭାଇରସ୍‌ର ଡେଲ୍‌ଟା ଭାରିଏଣ୍ଟ ସହ ଲଢ଼ିବା ପାଇଁ ଏହା ୬୫.୨…

ଆମେରିକା: ଭାରତୀୟ ଟୀକା କୋଭାକ୍ସିନ ଅଲଫା-ଡେଲ୍ଟା ଭାରିଏଣ୍ଟସ ପାଇଁ ହେବ ପ୍ରଭାବକାରୀ

ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ କରୋନା ଟୀକା କୋଭାକ୍ସିନର ପ୍ରଭାବକୁ ଆମେରିକା ପକ୍ଷରୁ ସହମତି ମିଳିଛି । ଏହାର ପ୍ରଭାବକୁ ନେଇ ଆମେରିକା ସହମତି ପ୍ରକାଶ କରିଛି। ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍‌ଥର ମତ ଅନୁଯାୟୀ, କୋଭାକ୍ସିନ ଦ୍ୱାରା ଶରୀରରେ ତିଆରି ହେଉଥିବା…

କରୋନା: ଅଲ୍‌ଫା, ବୀଟା, ଗାମା ଓ ଡେଲ୍‌ଟା, ପ୍ରତ୍ୟେକ ଭାରିଆଣ୍ଟ ଉପରେ କାମ କରିବ କୋଭିଶିଲ୍ଡ ଏବଂ କୋଭ୍ୟାକ୍ସିନ, ବଡ଼…

ଦେଶରେ ଚାଲିଥିବା କରୋନା ଟିକାକରଣ ଭିତରେ ଆଇସିଏମ୍‌ଆର୍‌ ମହାନିର୍ଦ୍ଦେଶକ ଡା. ବଳରାମ ଭାର୍ଗବ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି, ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ୍‌ଲାଇନ ଅନୁସାରେ ଗର୍ଭବତୀ ମହିଳାମାନଙ୍କୁ ଭ୍ୟାକ୍ସିନ ଦିଆଯାଇ ପାରିବ। ଟିକାକରଣ ଗର୍ଭବତୀ…

କୋଭିଡ ଟିକାର ଦର ଧାର୍ଯ୍ୟ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାହା ପାଇଁ କେତେ ରହିଛି ଦାମ୍

ଘରୋଇ ହସପିଟାଲ ଗୁଡ଼ିକ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭିଡ ଟିକାର ଦର ଧାର୍ଯ୍ୟ କରିଛି। ଘରୋଇ ହସପିଟାଲ ଗୋଟିଏ କୋଭିସିଲ୍ଡ ଡୋଜ୍‌ ପାଇଁ ସର୍ବାଧିକ ୭୮୦ ଟଙ୍କା, କୋଭାକ୍ସିନ୍‌ ଡୋଜ୍‌ ପାଇଁ ୧୪୧୦ ଟଙ୍କା ଏବଂ ସ୍ପୁଟନିକ୍‌-ଭି ଟିକା ପାଇଁ ୧୧୪୫ ଟଙ୍କା ନେଇପାରିବେ। ଏହା ମଧ୍ୟରେ…

କୋଭାକ୍ସିନ୍ ତୁଳନାରେ କୋଭିସିଲ୍ଡ ନେଉଥିବା ବ୍ୟକ୍ତିଙ୍କ ଶରୀରରେ ଅଧିକ ଆଣ୍ଟିବଡି ବିକଶିତ ହେଉଛି: ରିସର୍ଚ୍ଚ

କରୋନା ଭାଇରସ ବିରୋଧରେ ଚାଲିଥିବା ଏହି ଲମ୍ବା ଯୁଦ୍ଧରେ ସୁରକ୍ଷିତ ରହିବା ପାଇଁ ଟିକା ହେଉଛି ଏକମାତ୍ର ବିକଳ୍ପ। ବର୍ତ୍ତମାନ ଦେଶରେ କରୋନାଭାଇରସରୁ ରକ୍ଷା କରିବା ପାଇଁ ଟିକାକରଣ ଅଭିଯାନ ଚାଲିଛି । ଏହି ସମୟରେ, କୋଭିଶିଲ୍ଡ ଏବଂ କୋଭାକ୍ସିନ ମଧ୍ୟରେ କେଉଁ ଟିକା ଅଧିକ ଆଣ୍ଟିବଡି ତିଆରି କରେ…

ରାଜଧାନୀରେ କୋଭାକ୍‌ସିନ୍‌ ଅଭାବ: ଆଜିଠାରୁ ୧୮ରୁ ୪୪ବର୍ଷ ବୟସ୍କଙ୍କ ପ୍ରଥମ ଡୋଜ୍‌ ଟିକାକରଣ ଅନିର୍ଦ୍ଦିଷ୍ଟ ସମୟ ପାଇଁ…

ଭୁବନେଶ୍ବର: ରାଜଧାନୀରେ କୋଭାକ୍‌ସିନ୍‌ ଅଭାବ। ଟିକା ନଥିବାରୁ ଆଜିଠାରୁ ୧୮ରୁ ୪୪ବର୍ଷ ବୟସ୍କଙ୍କ ପ୍ରଥମ ଡୋଜ୍‌ ଟିକାକରଣ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରାଯାଇଛି। ଏବେ କେବଳ ଦ୍ୱିତୀୟ ଡୋଜ୍‌ ଟିକାକରଣ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏବେ ଯେତିକି କୋଭାକ୍‌ସିନ୍‌ ଅଛି ସେଥିରେ ପ୍ରଥମ…

ଭାରତୀୟ ଭ୍ୟାକସିନ Covaxinକୁ କରୋନା ବିରୁଦ୍ଧରେ ଲଢ଼ିବା ପାଇଁ ଆମେରିକା ମାଗିଲା ଅନୁମତି

ଭାରତ ବାୟୋଟେକ ଓ ICMRର ସଂଯୁକ୍ତ ପ୍ରୟାସରେ ଭାରତରେ କରୋନା ବିରୁଦ୍ଧରେ ଅସ୍ତ୍ର ପ୍ରସ୍ତୁତ କରାଯାଇଛି । କୋଭାକ୍ସିନ ଓ କୋଭିସିଲ୍ଡ ଭଳି ୨ଟି ଅସ୍ତ୍ର ପ୍ରସ୍ତୁତ କରାଯାଇଛି । ଲୋକମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହି ଭ୍ୟାକସିନକୁ ଦିଆଯାଉଛି । ସରକାରଙ୍କ ଏହି ଟିକାକରଣ ଅଭିଯାନକୁ…