Browsing Tag

covid

ଏଣିକି ଦଶମ ପିଲା ପଢ଼ିବେ କୋଭିଡ୍ ପାଠ, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର (କେନ୍ୟୁଜ): ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଏବର୍ଷ କୋଭିଡ୍‌ ମହାମାରୀ ଏବଂ ଏହାର ପରିଚାଳନା ସମ୍ପର୍କିତ ପାଠ ପଢ଼ିବେ। ୨୦୨୨-୨୩ ଶିକ୍ଷାବର୍ଷରୁ ଏହି ପାଠ୍ୟକ୍ରମ ଆରମ୍ଭ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଦଶମ ଶ୍ରେଣୀର ଜୀବ…

ସୋନିଆ ଗାନ୍ଧୀଙ୍କ ଶ୍ୱାସନଳୀରେ ସଂକ୍ରମଣ, କରୋନା ପରେ ନାକରୁ ପଡ଼ିଥିଲା ରକ୍ତ! ଜୟରାମ ରମେଶ ଜାରି କଲେ ହେଲ୍‌ଥ ଅପଡେଟ୍‌

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଗତ କିଛିଦିନ ତଳେ କରୋନା ହୋଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି, ସେ ନେଇ ହେଲ୍‌ଥ ଅପ୍‌ଡେଟ ଦେଇଛି କଂଗ୍ରେସ। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଜୁନ୍‌ ୧୨ରେ ସୋନିଆ ଗାନ୍ଧୀଙ୍କ ନାକରୁ ରକ୍ତ ବାହାରିଥିଲା, ଏହାପରେ ସଙ୍ଗେ…

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ; ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ…

(କେନ୍ୟୁଜ): ଏବେବି କୋଭିଡ ଚ୍ୟାଲେଞ୍ଜ ସରିନି । ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବା ଆବଶ୍ୟକ। ୨ ସପ୍ତାହ ଧରି କିଛି ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ିଛି । କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର କୋଭିଡ ସ୍ଥିତି ନେଇ ସବୁ…

କରୋନା XE ଭାରିଅଣ୍ଟର ଶିକାର ହୋଇଛି କି ଆପଣଙ୍କ ପିଲା, ଜାଣନ୍ତୁ ଲକ୍ଷଣ

କରୋନାର ଚତୁର୍ଥ ଲହର ଆରମ୍ଭ ହୋଇଯାଇଛି। ଦେଶରେ ଏବେ ଧିରେ ଧିରେ କରୋନା ସଂକ୍ରମଣ ବଢୁଥିବା ମାମଲା ସାମ୍ନାକୁ ଆସିଛି। ଏହା ମଧ୍ୟରେ ସ୍କୁଲ ମଧ୍ୟଖୋଲିଛି। ତେଣୁ ପିଲାଙ୍କୁ କରୋନା ହେବାର ଅଧିକ ସମ୍ଭାବନା ରହିଛି। କରୋନାର ନୂଆ ଭାରିଏଣ୍ଟ ଏକ୍ସଇ ଆସିବା ପରେ ପିଲା କରୋନା ସଂକ୍ରମିତ ହେବା ଘଟଣା…

ଚାଇନାରେ ପୁଣି ବଢୁଛି କୋଭିଡ ମାମଲା, ଲକ୍ଷଣ ଜାଣନ୍ତୁ

ଚାଇନାରେ ପୁଣି ବୃଦ୍ଧି ପାଉଛି କୋଭିଡ ମାମଲା । କରୋନା ମାମଲା ବୃଦ୍ଧି ହେତୁ ୧୧ଟି ସହରରେ ତାଲା ପଡିବା ସହ ୩ କୋଟି ଲୋକେ ଏବେ ଲକଡାଉନରେ ରହିଛନ୍ତି । ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଅନୁଯାୟୀ ଏପର୍ଯ୍ୟନ୍ତ ପାଖାପାଖି ୬୦୦୦ରୁ ଉର୍ଦ୍ଧ୍ୱଟି ନୂଆ ମାମଲା ସାମନାକୁ ଆସିଛି । ଯେଉଁ ସହର…

ଭାଇରସ ଓ ପ୍ରଦୂଷଣ ଦୁଇଟିରୁ ରକ୍ଷା କରିବ ନାସୋ 95 ! ମାସ୍କ ଠାରୁ ପିନ୍ଧିବା ସହଜ

ଆପଣ ଜାଣନ୍ତି କୋଭିଡ ସମୟରେ ମାସ୍କ କିଭଳି ଭୂମିକା ନିଭାଇଛି । ଏମିତିିକି ଏବେ ବି ଆମେ ବିନା ମାସ୍କରେ ବାହାରକୁ ଯିବା ଠିକ ନୁହେଁ । ମାସ୍କ ଏବେ ଆମ ଶରୀରର ଅଙ୍ଗ ଭଳି । ସରକାରୀ ସ୍ତରରେ ଏନ ୯୫ ମାସ୍କକୁ ପରିଧାନ କରିବାକୁ କୁହାଯାଇଛି । କିନ୍ତୁ ବଜାରରେ ବିଭିନ୍ନ ପ୍ରକାରର ମାସ୍କ ବିକ୍ରି…

କୋଭିଡ୍‌ ପୂରା ଚାଲିଯିବ ନା ଏମିତି ଥିବ, ଆଗକୁ କଣ ହେବ ମଣିଷର ଭାଗ୍ୟ ?

ଯଦିଓ ଓକିକ୍ରନକୁ ହାଲକା ଭାବରେ ବିବେଚନା କରାଯାଉଛି । କିନ୍ତୁ ଏହା ପୂର୍ବ ଅପେକ୍ଷା ଅଧିକ ସଂକ୍ରାମକ ବୋଲି ବି ଚିନ୍ତା କରାଯାଉଛି । ଭାଇରସର ଏହି ଷ୍ଟ୍ରେନ କେତେ ପରିମାଣରେ ସଂକ୍ରମିତ ହୋଇଛି ତାହା ଏକ ନୂତନ ଗ୍ରାଫରେ ପ୍ରକାଶ ପାଇଛି । ଏହା ମଧ୍ୟ କୁହାଯାଇଛି କିି ଖରାପ ଅବସ୍ଥା ଆସିବ ନାହିଁ…

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିପାରିବେ ଆଣ୍ଠୁଗଣ୍ଠି ବାତ ମେଡିସିନ୍‌ ଟୋସିଲଜୁମାବ , WHO ଦେଲା ଅନୁମତି

କୋଭିଡ ରୋଗୀଙ୍କୁ ଭଲ କରିବ ଆଣ୍ଠୁଗଣ୍ଠି ବାତ ଔଷଧ । ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଆଣ୍ଠୁ ଗଣ୍ଠି ବାତ ରୋଗ ଔଷଧକୁ ବ୍ୟବହାର କରାଯିବ । ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଅନୁମତି ଦେଇଛି । ଆଣ୍ଠୁଗଣ୍ଠି ବାତ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା ଟୋସିଲିଜୁମାବ କୋଭିଡ…

WHO ର ଚେତାବନୀ: ଆଗାମୀ କୋଭିଡ୍ ଭାରିଏଣ୍ଟ ମାରାତ୍ମକ, ଓମିକ୍ରନ୍ ଶେଷ ନୁହେଁ

ଆଜି ଏକ ପ୍ରେସ ମିଟିଂରେ 'ହୁ' କହିଛି ଓମିକ୍ରନ୍ ଅପେକ୍ଷା ଅଧିକ ବିପଜ୍ଜନକ ହେବ ଆଗକୁ ଆସିବାକୁ ଥିବା କୋଭିଡ୍ ଭାରିଏଣ୍ଟ। ବର୍ତ୍ତମାନ ସାରା ବିଶ୍ୱରେ କରୋନା ସଂକ୍ରମଣ କିଛି ମାତ୍ରାରେ କମିବାକୁ ଲାଗିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଆଉ ଏକ ଚିନ୍ତାଜନକ ରିପୋର୍ଟ ଦେଇଛନ୍ତି ।…

ଧଳା ଲାଞ୍ଜ ଥିବା ହରିଣଙ୍କ ଦେହରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ : ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ : ଗତ ୨ବର୍ଷ ଧରି କରୋନା ଦ୍ୱାରା ବିଶ୍ୱର କୋଟି କୋଟି ପ୍ରଭାବିତ ହୋଇଛନ୍ତି। କୋଭିଡର ନୂଆ ନୂଆ ଷ୍ଟ୍ରେନ ଜୀବନକୁ ଦୁର୍ବିସହ କରିଛି। ଏବେ ପଶୁଙ୍କ ଠାରେ ଠାବ ହେଇଛି କରୋନା ଭୂତାଣୁ। ଆମେରିକା ଧଳା ଲାଞ୍ଜ ଥିବା ହରିଣଙ୍କ ଠାରେ କୋଭିଡ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି।…

ସଂପୂର୍ଣ୍ଣ ବଚ୍ଚନ ପରିବାର କୋଭିଡରୁ ସୁସ୍ଥ ହେବା ପରେ ଏବେ ଜୟା ହେଲେ କରୋନା ସଂକ୍ରମିତ, ଅଧାରେ ରହିଲା ଫିଲ୍ମ ସୁଟିଂ

୨୦୨୦ ସଂପୂର୍ଣ୍ଣ ବଚ୍ଚନ ପରିବାର କୋଭିଡ ସଂକ୍ରମିତ ହୋଇଥିଲେ। ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ବଚ୍ଚନ, ଅଭିଷେକ ବଚ୍ଚନ ଇତ୍ୟାଦି କରୋନା ସଂକ୍ରମିତ ହୋଇଥିଲେ। କିନ୍ତୁ ଜୟା ବଚ୍ଚନ କରୋନା ସଂକ୍ରମିତ ହୋଇନଥିଲେ। ହେଲେ ଏବେ ଜୟା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। କରଣ ଜୋହରଙ୍କ ଆଗାମୀ ଫିଲ୍ମ…

କୋଟି କୋଟି ଟଙ୍କାର ନକଲି କରୋନା ଟିକା ଓ କିଟ ଜବତ, ଏସଟିଏଫର କାର୍ଯ୍ୟାନୁଷ୍ଠାନ

ବାରାଣସୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । କରୋନାକୁ ପ୍ରତିହତ କରିବାରେ ଟିକା ଏକମାତ୍ର ସାଧନ ହୋଇଥିବାରୁ କିଛି ଲୋକ ନକଲି ଟିକା କାରବାରରେ ଟଙ୍କା ରୋଜଗାର କରିବାର ମାଧ୍ୟମ ଭାବେ ବାଛି…