Below header
Browsing Tag

covid

ପିଲାଙ୍କୁ କରୋନା ଟିକା ଦେବା ପରେ ଦେଖାଯାଇପାରେ ଏହି ସାଇଡ ଇଫେକ୍ଟ, ଲକ୍ଷଣ ଦେଖିବା ପରେ ଅଭିଭାବକ ଆପଣାନ୍ତୁ ଏହି…

ବର୍ତ୍ତମାନ ୧୫ରୁ ୧୮ବର୍ଷର ପିଲାମାନଙ୍କୁ କୋଭିଡ ଟିକା ଦିଆଯାଉଛି । ପିଲାମାନଙ୍କୁ ଟିକା ଦେବା ପାଇଁ ଭିନ୍ନ ଭିନ୍ନ ଭ୍ୟାକ୍ସିନେସନ ସେଣ୍ଟର ମଧ୍ୟ ତିଆରି କରାଯାଇଛି । ପିଲାମାନଙ୍କୁ ଭ୍ୟାକ୍ସିନ ଦେବା ପରେ ହୁଏତ ଏହାର ସାଇଡ୍‌ ଇଫେକ୍ଟ ଦେଖାଯାଇପାରେ। ତେଣୁ ଯଦି କୌଣସି ମାଇଲ୍ଡ ଆଫେକ୍ଟ…

ଦିଲ୍ଲୀ, ମୁମ୍ବାଇରେ ଅଣାୟତ୍ତ କରୋନା ସଂକ୍ରକଣ, ମୁମ୍ବାଇରେ ୨୪ ଘଣ୍ଟାରେ ୨୭% ବଢ଼ିଲା କେସ୍

ନୂଆଦିଲ୍ଲୀ : ମୁମ୍ବାଇରେ ନିଆଁ ଭଳି ବ୍ୟାପୁଛି ସଂକ୍ରକଣ । ଗତକାଲି ଠାରୁ ଆଜି ୨୭ ପ୍ରତିଶତ ଅଧିକ କେସ୍ । ଚିହ୍ନଟ ହୋଇଛନ୍ତି ୮ହଜାର ୬୩ ସଂକ୍ରମିତ । ନୂଆ ସଂକ୍ରମଣ ସହ ମୁମ୍ବାଇର ଆକ୍ଟିଭ୍ କେସ ରହିଛି ୨୯ ହଜାର ୮୧୯ । ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୪୭ ହଜାର ୪୧୦ ନମୂନା ପରୀକ୍ଷା ହୋଇଥିଲା ।…

ରାଜ୍ୟରେ ପରିସ୍ଥିତ ସ୍ଥିର ରହିଛି, ଆମର ଗୋଟିଏ ଭୁଲ ବଡ ବିପଦକୁ ଆମନ୍ତ୍ରଣ କରିପାରେ: ସିବିକେ ମହାନ୍ତି

ଭୁବନେଶ୍ବର(କେନ୍ଯୁଜ୍): ଶୀତ ଋତୁରେ ଅନେକ ଲୋକ ଘରେ ରହିବାକୁ ଚାହାନ୍ତି ନାହିଁ। ଯେଉଁଥିପାଇଁ ଭିଡ ହେବାର ସମ୍ଭାବନା ରହିଛି। ସଂଧ୍ୟା ପରେ ଲୋକମାନେ ବାହାରକୁ ବିଶେଷ ଭାବରେ ବାହାରନ୍ତୁ ନାହିଁ। ଯେତିକି ସମୟ ବାହାରେ ଭିଡ କରନ୍ତି , ସେଥିରେ ମଧ୍ୟ କରୋନା ବ୍ୟାପିବାର ଭୟ ରହିଛି। ତାକୁ…

ସଂକ୍ରମିତ ହେବାର ମାସେ ମଧ୍ୟରେ ମୃତ୍ୟୁବରଣ କରିଥିଲେ ପରିବାରକୁ ମିଳିବ ୫୦ହଜାର ଟଙ୍କା ସହାୟତା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(କେନ୍ଯୁଜ୍): କରୋନାରେ ସଂକ୍ରମିତ ହେବାର ମାସେ ମଧ୍ୟରେ ମୃତ୍ୟୁବରଣ କରିଥିବା କୋଭିଡ୍‌ ରୋଗୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଏସ୍‌ଓପି ଜାରି କରିବେ। ୩୦ଦିନ…

ଇଂଲଣ୍ଡରେ ନୂଆ ଯାତ୍ରା ନିୟମ, ଭ୍ୟାକ୍ସିନ୍‌ର ଦୁଇଟି ଡୋଜ୍‌ ନେଇଥିଲେ ସୁଦ୍ଧା ଭାରତୀୟଙ୍କ ପାଇଁ ୧୦ ଦିନର…

କରୋନା ଭାଇରସ୍‌ ମାମଲାକୁ ନଜରରେ ରଖି ବ୍ରିଟେନ୍‌ରେ ନୂଆ ଯାତ୍ରା ନିୟମରେ ପରିବର୍ତ୍ତନ କରାଯାଇଛି। ସମ୍ପୂର୍ଣ୍ଣ ଭ୍ୟାକ୍ସିନେଟେଡ୍‌ ଭାରତୀୟଙ୍କୁ ୟୁକେରେ ଟିକା ନେଇଥିବା ବ୍ୟକ୍ତି ହିସାବରେ ଗଣାଯିବ ନାହିଁ, ଅର୍ଥାତ୍‌ ଏହାକୁ ଟିକାକରଣ ବୋଲି ଧରାଯିବ ନାହିଁ। ଏହି କାରଣରୁ ସେମାନଙ୍କୁ ୧୦ ଦିନ…

ଜାଣନ୍ତୁ, ଆପଣଙ୍କ ପାସପୋର୍ଟ ସହ କିପରି ଲିଙ୍କ କରିବେ କୋଭିଡ୍‌ ଭ୍ୟାକ୍‌ସିନ ସାର୍ଟିଫିକେଟ

ଯଦି ଆପଣ ଆଗାମୀ ଦିନରେ ବିଦେଶ ଯିବାକୁ ଚାହୁଁଛନ୍ତି ତେବେ ପାସ୍‌ପୋର୍ଟ ସହ କୋଭିଡ ଭ୍ୟାକ୍‌ସିନ ସାର୍ଟିଫିକେଟ ନିଶ୍ଚୟ ଲିଙ୍କ କରନ୍ତୁ । ନଚେତ୍‌ ପଡ଼ିପାରନ୍ତି ଅସୁବିଧାରେ । ଜାଣନ୍ତୁ କିପରି କରିବେ ପାସପୋର୍ଟ ସହ କୋଭିଡ ଭ୍ୟାକ୍‌ସିନ ସାର୍ଟିଫିକେଟ  : ଷ୍ଟେପ୍‌ ୧ : ଯଦି ଆପଣ ଅନ୍ୟ…

ସେବା ଯୋଗାଇବା ପାଇଁ ଫ୍ରଣ୍ଟ ଲାଇନ କୋଭିଡ ଯୋଦ୍ଧା JCBରେ ହେଲେ ନଦୀ ପାର, ଫଟୋ ହେଲା ଭାଇରାଲ

କରୋନା ବିରୁଦ୍ଧରେ ଲଢୁଥିବା ଫ୍ରଣ୍ଟ ଲାଇନ ୱାର୍କରଙ୍କ ଯୋଗଦାନ ସର୍ବୋଚ୍ଚ ଉପରେ । ଆମେ ଆପଣଙ୍କୁ ଏବେ ଯେଉଁ ଫଟୋ ଏବେ ଦେଖାଉଛୁ ସେଥିରୁ ଠିକ ରୂପେ ଆପଣ ବୁଝି ପାରିବେ ଯେ, ପରିସ୍ଥିତି ଯାହା ବି ଥାଉ କୋଭିଡ ଯୋଦ୍ଧା ସବୁବେଳେ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ଏବେ…

କରୋନା ବିପକ୍ଷ ଲଢ଼େଇରେ ସାମ୍ନାକୁ ଆସିଲେ ଅଷ୍ଟ୍ରେଲିଆର କ୍ରିକେଟର, ଭାରତକୁ ସାହାଯ୍ୟ ପାଇଁ ସଂଗ୍ରହ କରୁଛନ୍ତି ଫଣ୍ଡ;…

କରୋନା ସହ ଏବେ ପୂରା ଦେଶ ଲଢ଼ୁଛି। ଏଭଳି ସ୍ଥିତିରେ ଭାରତକୁ ସାହାଯ୍ୟ କରିବାକୁ ସାମ୍ନାକୁ ଆସିଛନ୍ତି ଅଷ୍ଟ୍ରେଲିଆର ପୁରୁଷ ଓ ମହିଳା କ୍ରିକେଟର। ସେମାନେ ନିଜ ଦେଶର ଲୋକଙ୍କୁ ଭାରତକୁ ସାହାଯ୍ୟ କରିବାକୁ ଅପିଲ କରିଛନ୍ତି। ୟୁନିସେଫ ଅଷ୍ଟ୍ରେଲିଆ ଦ୍ୱାରା ଟ୍ୱିଟରରେ ଏକ ୧ ମିନିଟର ଭିଡ଼ିଓ…

ପିପିିଇ କିଟ ପିିନ୍ଧି ହସ୍ପିଟାଲ ପହଞ୍ଚିଲେ କନ୍ୟା, ଶେଷରେ ବର ପିନ୍ଧାଇଲେ ମଙ୍ଗଳସୂତ୍ର

କରୋନା ଭାଇରସର ସଂକ୍ରମଣ ବୃଦ୍ଧି ହେତୁ ଅନେକ ଲୋକଙ୍କ ଜୀବନ ଗଲାଣି । ବାକି ରହିଥିବା ଲୋକଙ୍କ ସୁରକ୍ଷା ପାଇଁ ଅହରହ ଚେଷ୍ଟା ଚାଲିଛି । ଏହି ଅଦୃଶ୍ୟ ମହାମାରୀ ପାଇଁ ଅନେକ ନିଜ ଖୁସି ସମୟକୁ ମଧ୍ୟ ଠିକ ରୂପେ ସେଲିବ୍ରେଟ କରିପାରୁନାହାନ୍ତି । ସମୟ ସହ ନିଜକୁ କମ୍ପ୍ରମାଇଜ କରି ଏବେ ଦୁନିଆ…

କାର୍‌ ଚଳାଉଥିବା ବେଳେ ଜାଣିଲେ ତାଙ୍କର ପଜିଟିଭ୍‌, ତା ପରେ ଦୁର୍ଘଟଣା

କେରଳର କୋଲ୍ଲମରେ ଏକ ଦୁର୍ଘଟଣା ଘଟିଥିଲା ଗତ ସୋମବାର ଦିନ । ସକାଳ ପ୍ରାୟ ୧୦ଟା ବେଳେ ଜଣେ ୪୦ ବର୍ଷ ବୟସ୍କ ମହିଳା ନିଜ କାର୍‌ଟିକୁ ନେଇ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ଦେଇଥିଲେ । ଯଦିଓ ତାଙ୍କ ଜୀବନ ବଞ୍ଚି ଯାଇଥିଲା ତେବେ ସେ ଆହତ ହୋଇ ବେଶ୍‌ କିଛି ସମୟ ରାସ୍ତା ଉପରେ ବସି ରହିଲେ । ହେଲେ ନା…

ଆଇପିଏଲ୍‌ ପୂର୍ବରୁ ମୁମ୍ବାଇ ଓ୍ଵଙ୍ଖଡ଼େ ଷ୍ଟାଡିୟମ୍‌ର ୮ ଜଣ କର୍ମଚାରୀ କରୋନା ପଜିଟିଭ୍‌

ମୁମ୍ବାଇ : ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ସ୍ରୋତ ଖୁବ୍‌ ବେଗରେ ବଢ଼ି ଚାଲିଛି । ଏମିତିକି ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ମଧ୍ୟ କୋଭିଡ୍‌ରେ ସଂକ୍ରମିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏତିକି ବେଳେ ଆଉ ଏକ ଖରାପ ଖବର ବି ଆସିଛି । ମୁମ୍ବାଇର ଓ୍ଵଙ୍ଖଡ଼େ ଷ୍ଟାଡିୟମ୍‌ରେ…

ଏବେ ଘରେ ହିଁ କରିପାରିବେ କରୋନା ଟେଷ୍ଟ, ମାତ୍ର ୩୦ ମିନିଟ୍‌ରେ ମିଳିବ ରିପୋର୍ଟ

କରୋନା ଟେଷ୍ଟ କରିବା ପାଇଁ ମେଡିକାଲରେ ଲମ୍ବା ଲାଇନ୍‌ ଲାଗୁଛି। ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏବେ ବୈଜ୍ଞାନିକମାନେ ଏକ ସହଜ ଉପାୟ ବାହାର କରିଛନ୍ତି। ଏବେ ଆପଣ ଘରେ ବସି ମଧ୍ୟ କରୋନା ଟେଷ୍ଟ କରିପାରିବେ। ରିପୋର୍ଟ ମୁତାବକ ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ୍‌ ପ୍ରଥମ…