Below header
Browsing Tag

cow

୪୦୦ ଟଙ୍କାରୁ ଆରମ୍ଭ ହୋଇଥିବା ଗାଈ ଚାଷ ଆଜି ସାଜିଛି ଡାଏରି ଫାର୍ମ, ପଢ଼ନ୍ତୁ ଜଣେ ସଫଳ ଚାଷୀଙ୍କ କାହାଣୀ

କଥାରେ ଅଛି କଠିନ ପରିଶ୍ରମ ଦିନେ ସଫଳତା ଆଣିଥାଏ। କିନ୍ତୁ ଏଥିପାଇଁ କରିବାକୁ ପଡ଼ିଥାଏ ବହୁ ସଂଘର୍ଷ। ସେହିଭଳି ସଂଘର୍ଷ କରି ଆଜି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ସାଲେପୁର ମହଣ ଗ୍ରାମର ଟୁନାନନ୍ଦ। ପିଲାଟି ଦିନରୁ ଚାଷ ପ୍ରତି ଆଗ୍ରହ ଥିବା ବେଳେ ପ୍ରଥମେ ୪୦୦ ଟଙ୍କା ଦେଇ ଗୋଟିଏ ଗାଈ କିଣି…

ଘରେ ପାଳିଲେ ଅଲଗା ପ୍ରଜାତିର ଗାଈ, ଉଚ୍ଚତା ମାତ୍ର ୩ରୁ ୪ ଫୁଟ, ହେଲେ ଦୈନିକ କ୍ଷୀର ଦେଉଛି ୫ ଲିଟର ! ଦେଖନ୍ତୁ ଭିଡିଓ

ପଶୁପକ୍ଷୀମାନଙ୍କର ପ୍ରେମଭରା ଭିଡିଓ ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଥାଏ। କୁକୁର ଖେଳିବା ହେଉ କି ବିଲେଇର ମସ୍ତି କିମ୍ବା ହାତୀ ଛୁଆର ମଜାଳିଆ ଭିଡିଓ ଇଣ୍ଟରନେଟ୍‌ରେ ବୋବାଲ କରିଥାଏ। ଏହି ଭିଡିଓ ସବୁ ଆମ ଓଠରେ ଖୁସି ଭରିଦେଇଥାଏ। ତେବେ ଏହାରି ଭିତରେ ଏକ ଗାଈର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌…

ବାର୍‌ହା ଶିକାର ପାଇଁ ବିଲରେ ରଖାଯାଇଥିବା ବୋମାକୁ ଖାଇଦେଲା ଗାଈ, ପାଟି ଭିତରେ ହେଲା ବିସ୍ଫୋରଣ

ବ୍ରହ୍ମପୁର: ଗାଈ ପାଟିରେ ଫୁଟିଲା ବୋମା। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କେନ୍ଦୁପାଟ ଗାଁରେ ଘଟିଛି ଅଘଟଣ। ବାର୍‌ହା ଶିକାର ପାଇଁ ବିଲ ମଧ୍ୟରେ ରଖାଯାଇଥିବା ବୋମାକୁ ଗାଈ ଖାଇଦେବାରୁ ପାଟିରେ ବିସ୍ଫୋରଣ ହୋଇଛି। ଗାଈର ଅବସ୍ଥା ଗୁରୁତର ରହିଛି। କେନ୍ଦୁପାଟ ଗାଁରେ କିଛି ଦୁର୍ବୃତ୍ତ ନିୟମିତ…

ମୋହନା ଟାଙ୍କିଲିପଦରରେ ଗୋ-ହତ୍ୟା, ଜଙ୍ଗଲିଆ ବୁଦା ଭିତରେ ଚାଲିଥିଲା ମାଂସ ବଣ୍ଟା, ଗାଈ ଚରାଳିକୁ ଦେଖି ଚମ୍ପଟ ମାରିଲେ…

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଟାଙ୍କିଲିପଦର ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଜର୍ସି ଗାଈ କୁ ଅତି ନିର୍ମମ ଭାବେ ହତ୍ୟା କରି ମାଂସ ଭାଗ ବଣ୍ଟାଯାଇଥିବାର ଦେଖିବାକୁ ମିଳିଛି। ତେବେ ସ୍ଥାନୀୟ ଗ୍ରାମବାସୀ ଚଢ଼ାଉ କରି ଉକ୍ତ ଗୋ- ମାଂସ କଟାଳିଙ୍କ ଯୋଜନାକୁ…

ପଶୁ ହେଲେ ବି ଅଛି ହୃଦୟ: ନିଜ ଆହତ ଛୁଆ ବାଛୁରୀ ପଛେ ପଛେ ପ୍ରାୟ ୩ କିଲୋମିଟର ଦୌଡ଼ିଲା ମା’ଗାଈ

ମାଲକାନଗିରି: ମା ଠାରୁ କୌଣସି ଛୋଟ ଶବ୍ଦ ନାହିଁ କି ମା ଠାରୁ କିଛି ବଡ ଅର୍ଥ ନାହିଁ । ଏ ଦୁନିଆରେ ବିନା ସ୍ବାର୍ଥରେ ଯଦି କେହି ଭଲ ପାଇବା ଦେଇଥାଏ ସେ ହେଉଛି ସେହି ମା । ନିଜେ ଦୁଃଖରେ ରହି ଆମକୁ ହସାଉଥିବା ମଣିଷ ହେଉଛି ସେହି ମା । ମା ର ହୃଦୟ ସବୁଠାରୁ ବଡ଼। ସେ ପଶୁ ହେଉ ଅବା ମଣିଷ। ମା…

ମା’ ମମତାର ନାହିଁ ତୁଳନା, ହିଂସ୍ର ହେଲେ ବି କ୍ଷୀର ଦେଇ ବାଘ ଛୁଆ ପାଳିଲା ଗାଈ

ମା’। ଏହା ଏମିତି ଏକ ଶବ୍ଦ, ଯାହାର ତୁଳନା କାହା ସହିତ ବି ହୋଇପାରିବ ନାହିଁ। ମା’ର ମମତା ଏମିତି, ଯାହା କେବଳ ମଣିଷ ନୁହେଁ ବରଂ ସବୁ ପ୍ରାଣୀ ଅନୁଭବ କରିଥାଏ। ତେବେ କୌଣସି ପ୍ରାଣୀ କେବଳ ନିଜ ପିଲା ନୁହେଁ ବରଂ ଅନ୍ଯ ପିଲା ପାଇଁ ମଧ୍ୟ ସେଭଳି ମମତା ଦେଖାଇଥାଏ। ଏମିତି ଏକ ଫଟୋ ଏବେ ସୋସିଆଲ…

କରୋନା ଦେଲା ଏମିତି କଷଣ: କାଲିର ସଫ୍ଟୱେର ଇଂଜିନିୟର ଏବେ ଗାଇଚରାଳି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏକ ଶିଳ୍ପ ବହୁଳ ଜିଲ୍ଲା। ଜିଲ୍ଲାରେ ରହିଛି ବଡ଼ ବଡ଼ ରାଷ୍ଟ୍ରାୟତ ଉଦ୍ୟୋଗ, କିନ୍ତୁ ମେଧାବୀ ଛାତ୍ରଙ୍କୁ ଏଠି ନିଯୁକ୍ତି ନାହିଁ ଯାହାଫଳରେ ମେଧାବୀ ଛାତ୍ର ଓ ସଫ୍ଟୱେର ଇଂଜିନିୟର ଏବେ ଗାଇଚରାଳି ଓ ଦିନ ମଜୁରିଆ। ଆମେ କହୁଛୁ ଜିଲ୍ଲାର ସାତକୋଶିଆ ଅଭୟାରଣ୍ଯର ବେହେରା…

ଏହି ଦେଶରେ ଗାଈକୁ ଗଣାଯାଏ ‘ଭୟଙ୍କର ପ୍ରାଣୀ’, ଜାଣନ୍ତୁ ଏହା ପଛରେ କ’ଣ ହୋଇପାରେ ପ୍ରକୃତ କାରଣ

ଭାରତରେ ଗାଈ ପୂଜନୀୟ। ଏଠି ଗାଈକୁ ମାଆର ମାନ୍ୟତା ଦିଆଯାଇଛି। ଆମ ଦେଶରେ ଗାଈ ପାଳନ କରାଯାଇଥାଏ। ଏପରିକି, ଗୋ-ମାତାର ପୂଜା ମଧ୍ୟ କରାଯାଏ। ସେପଟେ ଏମିତି ବି ଏକ ଦେଶ ରହିଛି, ଯେଉଁଠି ଗାଈକୁ ଏକ ଭୟଙ୍କର ପ୍ରାଣୀ କୁହାଯାଇଥାଏ। ଏକ ରିପୋର୍ଟ ଅନୁସାରେ, ବ୍ରିଟେନରେ ଗାଈକୁ ଲୋକେ ଏମିତି ହିଁ…

ଅଯୋଧ୍ୟାରେ ଗାଈ ପିନ୍ଧିବେ କୋଟ୍‌! ଥଣ୍ଡାରୁ ମୁକ୍ତି ଦେବା ପାଇଁ ନଗର ନିଗମ ନେଲା ଏଭଳି ନିଷ୍ପତ୍ତି

ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟ ପରେ ଆଯୋଧ୍ୟାରେ ଗୋଟିଏ ପଟେ ରାମମନ୍ଦିର ନିର୍ମାଣର ବାଟ ଫିଟିଯାଇଥିବା ବେଳେ ଅନ୍ୟପଟେ ଗାଈଙ୍କ ଲାଗି ବଡ଼ ନିଷ୍ପତ୍ତି ନିଆଯାଇଛି। ସେମାନଙ୍କୁ ଥଣ୍ଡାକୁ ମୁକ୍ତି ଦେବା ପାଇଁ ଏଠାକାର ନଗର ନିଗମ କୋଟ୍‌ ପିନ୍ଧାଇବାକୁ ପ୍ରସ୍ତୁତି ଚଳାଇଛି। ଅଯୋଧ୍ୟାରେ ରାମମନ୍ଦିର…

ନିଜ ନୂଆ ଘରର କବାଟ ଖୋଲୁ ଖୋଲୁ ଭୋ ଭୋ ହୋଇ କାନ୍ଦି ଉଠିଲେ ମାଲିକ, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ବଡ଼ ଅଜବ ଏ ଦୁନିଆ। କେଉଁଠି ନା କେଉଁଠି ପ୍ରତିଦିନ ଅଜବ ଘଟଣା ସବୁ ଘଟିଯାଉଛି। ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହାକି ଆଶ୍ଚର୍ଯ୍ୟ କରିଦେବ। କଥାଟି ହେଲା, ଓ୍ଵାସିଙ୍ଗଟନର ଏକ ପରିବାର ନିଜ ନୂଆ ଘରକୁ ସିପ୍ଟ ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ଗାଈ ସେଠାରେ…

କ୍ଷୀର ମଲ୍ୟ ହେବ ଶସ୍ତା, ଗାଈ ଜନ୍ମ କରୁଥିବା ଫ୍ୟାକ୍ଟ୍ରି ସ୍ଥାପନ କରିବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ଚର୍ଚ୍ଚାରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ନାଗପୁରରେ ମଦର ଡାଏରୀର କାର୍ଯ୍ୟକ୍ରମରେ  ଯୋଗ ଦେଇ ମନ୍ତ୍ରୀ କହିଛନ୍ତି କି ସେ  ଗାଈ ଜନ୍ମ କରୁଥିବା ଫ୍ୟାକ୍ଟ୍ରି ସ୍ଥାପନ କରିବେ। ଯେଉଁଥିରେ  ନୂତନ ଜ୍ଞାନ କୌଶଳର ବ୍ୟବହାର କରି  କେବଳ ବାଛୁରୀ ଜନ୍ମ କରାଯିବ।ଯାହାଦ୍ବାରା ଗୋ ଚାଲାଣ…

ପାକିସ୍ତାନରେ ହିଁ ହୋଇଥାଏ ଏମିତି, ଗାଇକୁ ବାଇକ ଉପରେ ବସାଇ ଚର୍ଚ୍ଚିତ ହେଲେ ଯୁବକ

ପାକିସ୍ତାନ ଏମିତି ଏକ ଦେଶ ଯାହାର ଅନେକ ଘଟଣା ଚାହୁଁ ଚାହୁଁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟି ଯାଏ । କିଛି ଲୋକ ପାକିସ୍ତାନର ହରକତକୁ କୌତୁକିଆ ଢଙ୍ଗରେ ନିଅନ୍ତି ତ ଅନେକ ଭିନ୍ନ ଅର୍ଥରେ ନିଅନ୍ତି । ଆଜିର ଦିନରେ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି ଯାହା…